Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଜେପୁର ବ୍ଲକରେ ବନବିଭାଗ ରେଡ୍, ବେଆଇନ ଗଛମିଲ ଜବତ
ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକର ପଥର୍ଲା ପଞ୍ଚାୟତ ଅଧୀନସ୍ଥ ଦର୍ଲିପାଲି ଗ୍ରାମରେ ଆଜି (ସୋମବାର) ଘେଁସ ବନବିଭାଗର ଏକ ବିଶେଷ ଦଳ ଅଚମ୍କା ଚଢ଼ାଉ କରିଥିଲା। ବିଭାଗର ଏହି ଅଭିଯାନରେ ଦୀର୍ଘଦିନ ଧରି ବେଆଇନ ଭାବରେ ଚାଲୁଥିବା ଗଛମିଲକୁ ଚିହ୍ନଟ କରି ଜବତ କରାଯାଇଛି। ବନବିଭାଗକୁ…
ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ପରିବେଶ ସୁରକ୍ଷା ନେଇ ଏକ ଭିନ୍ନ ପ୍ରୟାସ: “ଶିଶୁ ଟିଏ କୁ ଗଛ…
ରାୟଗଡ : ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡ ଜିଲ୍ଲା ତରଫରୁ ପରିବେଶ ସୁରକ୍ଷା ନେଇ ଏକ ଅଭିନଵ ପ୍ରୟାସ l ଉକ୍ତ କାର୍ଯ୍ୟକ୍ରମର ମୂଖ୍ୟ ଉଦେଶ୍ୟ ଥିଲା "ଶିଶୁ ଟିଏ କୁ ଗଛ ଟିଏ" l ବର୍ତ୍ତମାନ ପରିବେଶ ଅଧିକା ମାତ୍ରାରେ ଦୂଷିତ ହେବାରେ ଲାଗିଛି l ପରିବେଶ ଦୂଷିତ ହେବାର ମୂଳ କାରଣ ହେଉଛି…
ଦଶମ ରାଜ୍ୟ ପୋଲିସ ହ୍ୟାଣ୍ଡବଲ ଏବଂ ୭୮ତମ କବାଡି ପ୍ରତିଯୋଗିତାର ତୃତୀୟ ଦିନ
କେନ୍ଦୁଝର,ତା୯/୯- କେନ୍ଦୁଝର ହ୍ୟାଣ୍ଡବଲ ଷ୍ଟାଡିୟମ ଠାରେ ଫ୍ଲଡ଼ ଲାଇଟ ଏବଂ ସିନ୍ଥେଟିକ ଗ୍ରାଉଣ୍ଡରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ କେନ୍ଦୁଝର ପୋଲିସ ଆନୁକୂଲ୍ୟରେ ଅନୁଷ୍ଠିତ ୭୮ତମ ରାଜ୍ୟ ପୋଲିସ କବାଡ଼ି ଓ ଦଶମ ହ୍ୟାଣ୍ଡବଲ ପ୍ରତିଯୋଗିତାର ତୃତୀୟ ଦିବସର ଖେଳ ଅନୁଷ୍ଠିତ…
ବାଫ୍ଲିମାଳି ଖଣି ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ .୭୦ ୟୁନିଟ୍ ରକ୍ତ ସଂଗୃହୀତ
କାଶୀପୁର ରୁ ବୈକୁଣ୍ଠ ଦୁରିଆ- ରକ୍ତ ଦାନ, ମହତ ଦାନ। ରକ୍ତ ଦାନ କରି ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟ ନେଇ ଆଜି ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ, ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ, ବାଫ୍ଲିମାଳି ଖଣି ଓ ଜିଲ୍ଲା ରକ୍ତ କେନ୍ଦ୍ର ତରଫରୁ ମେଗା ରକ୍ତଦାନ ଶିବିର…
ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ର ସ୍ଵାଗତ ସମ୍ବର୍ଦ୍ଧନା
ବେଲଗୁଣ୍ଠା--(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ରାଜନିତୀ ବିଜ୍ଞାନ ବିଭାଗର ସ୍ଵାଗତ ସମ୍ବର୍ଦ୍ଧନା ସଭା ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମୁଖ୍ୟ ସନ୍ତୋଷ କୁମାର ପାଣିଗ୍ରାହୀ ସଭାକାର୍ଯ୍ୟ ପରିଚାଳନା…
ଜଣାଶୁଣା ଶିକ୍ଷକ ପବିତ୍ର ପଟ୍ଟନାୟକଙ୍କ ପରଲୋକ
ବେଲଗୁଣ୍ଠା --(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ହାଟପଦା ନିବାସୀ ସ୍ଵର୍ଗତ ବଳରାମ ପଟ୍ଟନାୟକଙ୍କ କନିଷ୍ଠ ପୁତ୍ର ତଥା ଜଣାଶୁଣା ଶିକ୍ଷକ ପବିତ୍ର ପଟ୍ଟନାୟକ(୫୨)ଙ୍କ ପରଲୋକ ଘଟିଛି । ସୋମବାର ରାତିରେ ହଠାତ୍ ଅସୁସ୍ଥ ହୋଇ ପଡିବାରୁ ଘର ଲୋକେ ତୁରନ୍ତ ବେଲଗୁଣ୍ଠା ମେଡିକାଲରେ ଭର୍ତ୍ତି କରିଥିଲେ ।…
ମାଲକାନଗିରି ଜିଲ୍ଲାର କୃଷିଭିତ୍ତିକ କାର୍ଯ୍ଯକ୍ରମ ପରିଦର୍ଶନ କଲେ କୃଷି ଅତିରିକ୍ତ ସଚିବ
ମାଲକାନଗିରି,ସୁରେନ୍ଦ୍ର ବେମାଲ, ୯/୯/୨୫: ଓଡ଼ିଶା ସରକାରଙ୍କ ତରଫରୁ କୃଷି ଅତିରିକ୍ତ ସଚିବ ଶୁଭ୍ରାଂଶୁ ମିଶ୍ର ମାଲକାନଗିରି ଜିଲ୍ଲାର କୃଷିଭିତ୍ତିକ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ। ଯେଉଁଥିରେ ସେ କ୍ଷୁଦ୍ର ଶସ୍ୟ ଚାଷ ପ୍ରଦର୍ଶନ କ୍ଷେତ୍ର ପରିଭ୍ରମଣ କରିଥିଲେ ଏବଂ ଏମ ଭି ୭ ର ଉଚ୍ଚ…
ନବରଙ୍ଗପୁର ଠାରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ ସଦାଶିବ ତ୍ରୀପାଠୀ ଙ୍କ ଶ୍ରାଦ୍ଧ…
ନବରଙ୍ଗପୁର ୦୯.୦୯.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ,ସ୍ଥାନୀୟ ନବରଙ୍ଗପୁର ପୌରପାଳିକା ସମ୍ମିଳନୀ ଗୃହରେ ସକାଳ ୧୦.୦୦ ଘ ସମୟରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ା ସଦାଶିବ ତ୍ରୀପାଠୀଙ୍କ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପ୍ରତିମୂର୍ତ୍ତୀରେ…
ଜିଲ୍ଲା କଂଗ୍ରେସ ସଭାପତି ଦୌଡରେ ୬ ଆଶାୟୀ ।
ବ୍ଳକ ପରିଦର୍ଶନ କରି ମତସଂଗ୍ରହ କଲେ କେନ୍ଦ୍ରୀୟ ତଥା ରାଜ୍ୟ ପର୍ଯ୍ୟବେକ୍ଷକ
ମାଲକାନଗିରି/ସୁରେନ୍ଦ୍ର ବେମାଲ, ତା:-୦୯/୦୯: ଜିଲ୍ଲା କଂଗ୍ରେସ ସଭାପତି ପଦ ପାଇଁ ୬ ଜଣ ଆଶାୟୀ ଅଛନ୍ତି। ଏହାକୁ ନେଇ କେନ୍ଦ୍ରୀୟ ଓ ରାଜ୍ୟ ପର୍ଯ୍ୟବେକ୍ଷକ ଙ୍କ ଚିନ୍ତା ବଢିଯାଇଛି । ସେମାନେ ୬ ଟି ବ୍ଳକ…
ଏମଭି ୭୯ ଜୋନ୍ରେ ବିଦ୍ୟାଳୟ ସମୂହ ଦୌଡକୁଦ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନ
ମାଲକାନଗିରି/ସୁରେନ୍ଦ୍ର ବେମାଲ: ସ୍ଥାନୀୟ ଏମଭି ୭୯ ସାବରୀ ମିନି ଷ୍ଟାଡିୟମ୍ରେ ଏମଭି ୭୯ ଜୋନ୍ ସ୍ତରୀୟ ବିଦ୍ୟାଳୟ ସମୂହ ଦୌଡକୁଦ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଆଜି ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀୟ ଉତ୍ସବ ଭବ୍ୟ ଭାବେ ପରିଚାଳିତ ହୋଇଛି। ଏହି ପ୍ରତିୟୋଗିତା ଦୁଇ ଦିନ ବ୍ୟାପୀ…