Browsing Category

ରାଜ୍ୟ

ଛତିଶଗଡ଼ର ବିଜାପୁରରେ ନକ୍ସଲମାନେ ଜଣେ ଗ୍ରାମବାସୀଙ୍କୁ ହତ୍ୟା କଲେ

ମାଲକାନଗିରି ରୁ ସୁରେନ୍ଦ୍ର ବେମାଳ:  ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲା ଉସୁର ଥାନା ଅଞ୍ଚଳର ପୂଜାରୀ କାଙ୍କେର ଗାଁରେ ନକ୍ସଲମାନେ ମଦକାମ ଭୀମା ନାମକ ଜଣେ ଗ୍ରାମବାସୀଙ୍କୁ ସୂଚନାଦାତା ଅଭିଯୋଗରେ ହତ୍ୟା କରିଛନ୍ତି। ଉସୁର ପୋଲିସ ଷ୍ଟେସନ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ଏକ…

ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ

ମାଲକାନଗିରି ରୁ ସୁରେନ୍ଦ୍ର ବେମାଳ:  ସ୍ଥାନୀୟ ବିଜେପି କାର୍ଯ୍ୟାଳୟରେ ଜିଲ୍ଳା ବିଜେପି ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡା, ନବରଂଗପୁର ସାଂସଦ ବଳଭଦ୍ର ମାଝି, ବିଧାୟକ ନରସିଂହ ମାଡକାମୀ,ଜିଲ୍ଲା ବିଜେପି ସଭାପତି ଅଶୋକ…

ରାଜ୍ୟ ସ୍ତରୀୟ ଜୁଡୋ ଚାମ୍ପିଅନସିପ ର ବିଭିନ୍ନ ବର୍ଗରେ ମାଲକାନଗିରି ଜିଲ୍ଲାକୁ ସମୁଦାୟ ଦଶଟି ପଦକ ।

ମାଲକାନଗିରି ରୁ ସୁରେନ୍ଦ୍ର ବେମାଳ: ଗତ ସେପ୍ଟେମ୍ବର ୨୭ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ଜୁଡୋ ଆସୋସିଏସନ୍ ର ଆନୁକୁଲ୍ୟରେ ଖୋର୍ଦ୍ଧା ଜିଲ୍ଲାର କେଟି ଗ୍ଲୋବଲ୍ ସ୍କୁଲ ପରିସର ମଧ୍ୟରେ ହୋଇଥିବା ରାଜ୍ୟ ସ୍ତରୀୟ ଜୁଡୋ ଚାମ୍ପିଅନସିପ ରେ ବିଭିନ୍ନ ବର୍ଗରେ ଯଥା ସବ୍ ଜୁନିଅର୍,…

ମାଲକାନଗିରିରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ଜୟନ୍ତୀ ପାଳିତ

ମାଲକାନଗିରି ରୁ ସୁରେନ୍ଦ୍ର ବେମାଳ: ଜିଲ୍ଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ , ବିଶିଷ୍ଟ…

ସୁବର୍ଣ୍ଣପୁର ଠାରେ ନୂତନ ନୂତନ ବସ ଷ୍ଟାଣ୍ଡ ଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପ-ମୁଖ୍ୟମନ୍ତ୍ରୀ।

ସୁବର୍ଣ୍ଣପୁର, ଶାସକ ପ୍ରଶାସକ: (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ବସ ଷ୍ଟାଣ୍ଡ ଠାରେ ନୂତନ ବସ ଷ୍ଟାଣ୍ଡ ଗୃହ ନିର୍ମାଣ ପାଇଁ ଉପ-ମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ଦ୍ୱାରା ଶିଳାନ୍ୟାସ ଆଜି ପୂର୍ବାହ୍ନ ୯.୩୦ ଘଟିକା ସମୟରେ ଭିତ୍ତି ପ୍ରସ୍ତର…

ସୋହେଲା ସାର୍ବଜନୀନ ଦୁର୍ଗାପୂଜାରେ ମୋଟରସାଇକେଲ ଚୋରି

ସୋହେଲା :-ବରଗଡ଼ ଜିଲ୍ଲା ସୋହେଲାରେ ଚାଲୁଥିବା ସାର୍ବଜନୀନ ଦୁର୍ଗାପୂଜା ମେଳାରେ ଗୋଟିଏ ମୋଟରସାଇକେଲ ଚୋରି ହେବାର ଘଟଣା ସାମ୍ନାକୁ ଆସିଛି। ବିଜେପୁର ବ୍ଲକ ତାଳପଦର ଗ୍ରାମର ଶମ୍ଭୁ ସାହୁ (ପିତା–କିଶୋର ସାହୁ)ଙ୍କ ମୋଟରସାଇକେଲ (ନମ୍ବର OR–03G–2252) ଗତକାଲି ସନ୍ଧ୍ୟାରେ ଅଜଣା ଚୋରମାନଙ୍କ…

ଲଘୁଚାପ ଜନିତ ବର୍ଷା ଯୋଗୁଁ ଗୁଣପୁର ଉପଖଣ୍ଡର ବିଭିନ୍ନ ଅଂଚଳରେ କ୍ଷୟକ୍ଷତି

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଲଘୁଚାପ ଜନିତ ବର୍ଷା ଯୋଗୁଁ ରାୟଗଡ ଜିଲ୍ଲା ଗୁଣପୁର ଉପଖଣ୍ଡର ବିଭିନ୍ନ ଅଂଚଳରେ କ୍ଷୟକ୍ଷତି ଘଟିଥିବା ପ୍ରଶାସନର ନଜରକୁ ଆସିବା ତକ୍ଷଣେ ବର୍ଷା ଚାଲିଥିବା ସମୟରେ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲିପ ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ । ଆଜି…

ଅଲେଖ ମନୋରଞ୍ଜନ ଏକାଡେମୀର “ମୁଁ ବି ଚିତ୍ରକର” କାର୍ଯ୍ଯକ୍ରମ

  ବାସୁଦେବପୁର - ଅଲେଖ ମନୋରଞ୍ଜନ ଏକାଡେମୀ,ବାସୁଦେବପୁର ରେ ମୁଁ ବି ଚିତ୍ରକର ହେବୀ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି।ମୁଖ୍ୟ ଅତିଥି ଭାବେ ବାସୁଦେବପୁର ଆଇ ଆଇ ସି ଲୋପା ମୁଦ୍ରା ନାୟକ, ମୁଖ୍ୟ ବକ୍ତା ଭାବେ ଅମିୟ କୁମାର ମହାଳିକ ଏ ବି ଇ ଓ ବାସୁଦେବପୁର, ସମ୍ମାନିତ ଅତିଥି ସମାଜସେବୀ ଜୟ…

ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷାରେ ଜାଲିଆତି ଘଟଣା: ବିଜେପିର ସମ୍ପୃକ୍ତି ଅଭିଯୋଗର ପ୍ରମାଣ ରଖିଲା ବିଜେଡି

ପଞ୍ଚସଫ୍ଟ ଟେକ୍ନୋଲୋଜିର ମୁଖ୍ୟ ହେଉଛନ୍ତି ଘଟଣାର ମୁଖ୍ୟ ଅଭିଯୁକ୍ତ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପି ବଡ଼ ନେତାଙ୍କ ସହିତ ମୁଖ୍ୟ ଅଭିଯୁକ୍ତଙ୍କ ଫଟୋ ଜାରି କଲା ବିଜେଡି ଲାଞ୍ଚ ଦେଇଥିବା ଲୋକ ଗିରଫ, ଲାଞ୍ଚ ନେଇଥିବା ଲୋକ ବାହାରେ କାହିଁକି? ସିବିଆଇ ତଦନ୍ତ ନହେଲେ,…

ଶ୍ରୀ ରଘୁନାଥ ଜିଉଙ୍କ ବିଜୟ ଉତ୍ସବ ଝୁଲଣ ମଣ୍ଡପରେ ପାଳନ

ଲଘୁଚାପ ବର୍ଷା ପାଇଁ ବିଜୟ ମଣ୍ଡପକୁ ଗଲାନି ବିଜୟ ପଟୁଆର, ଓଡ଼ଗାଁ,୨।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜେ ପ୍ରଭୁ ଶ୍ରୀ ରଘୁନାଥ ଜିଉଙ୍କ ଦଶହରା ବିଜୟ ଉତ୍ସବ ଗୁରୁବାର ଝୁଲଣ ମଣ୍ଡପରେ ପାଳିତ ହୋଇଯାଇଛି । କେତେକ ବରିଷ୍ଠ ସେବାୟତଙ୍କ ବାରଣ ସତ୍ବେ ପ୍ରଭୁଙ୍କ…