Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।
ପଦ୍ମପୁର: - ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଜିଲ୍ଲାସ୍ତରୀୟ କବାଡି ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ଲୋକନାଥ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ…
ଗୁଣୁପୁର ଟ୍ରାକ୍ଟର ମାଲିକ ମହାସଙ୍ଗର ସାଧାରଣ ସଭା
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):ଗୁଣୁପୁର, ବିଦ୍ୟାନିକେତନ ସ୍କୁଲ ନିକଟସ୍ଥ ଆମ୍ବତୋତାଠାରେ ଗୁଣୁପୁର ଟ୍ରାକ୍ଟର ମାଲିକ ମହାସଙ୍ଗର ଏକ ସାଧାରଣ ସଭା ଉତ୍ସାହପୂର୍ଣ୍ଣ ଭାବରେ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ଗୁଣୁପୁର ଏବଂ ଗୁଣୁପୁର ବ୍ଲକର ଚୀନାସାରି, କୁଲୁସିଂ, ପୁଟାସିଂ,…
ଭାରତୀୟ ଷ୍ଟେଟ ବ୍ୟାଙ୍କ ମାଲକାନଗିରି ମୁଖ୍ୟ ଶାଖା ତରଫରୁ ଦୁର୍ଘଟଣା ଜନିତ ବୀମା ରାଶି ପ୍ରଦାନ.
ମାଲକାନଗିରି 24/10/25: ମାଲକାନଗିରି ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ତରଫରୁ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ରେ 4000000 ଲକ୍ଷ ର cheque ପ୍ରଦାନ କରା ଯାଇଛି. ଏହି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ H, ଶ୍ରୀମତୀ କୁସୁମ ଦୋରା ସ୍ୱାମୀ ସ୍ବର୍ଗତ ବୁଦ୍ରା…
ଗୋରୁ ବୋଝେଇ ଟ୍ରକ୍ ଜବତ, ୪ ଗିରଫ
ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ: ପାଟ୍ରୋଲିଂ ବେଳେ ମାଲକାନଗିରି ଜିଲ୍ଲା ମାଥିଲି ପୁଲିସ୍ ଏକ ଗୋରୁ ବୋଝେଇ ଟ୍ରକ୍ ଜବତ କରିଛି। ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ୪ଜଣଙ୍କୁ ଗିରଫ କରାଯାଇଛି। ଗାଡ଼ିରୁ ୩୮ ବଳଦ ଉଦ୍ଧାର କରାଯାଇଥିବା ବେଳେ ୩ଟି ବଳଦର ମୃତଦେହ ଜବତ କରାଯାଇଛି । ଉଦ୍ଧାର…
ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା
ମାଲକାନଗିରି, ତା:- ୨୪/୧୦: ମାଲକାନଗିରି ସରକାରୀ ଉଚ୍ଚବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗନେଇ ମାନବ କଲ୍ୟାଣରେ ବିଜ୍ଞାନର ଭୂମିକା ଆଧାରିତ ନାଟକ ପରିବେଷଣ କରିଥିଲେ । ଜିଲ୍ଲା ବିଜ୍ଞାନ…
ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ।
ମାଲକାନଗିରି, ତା:-୨୪/୧୦ ମାଲକାନଗିରି ବ୍ଲକ ଶିଖପାଲ୍ଲୀ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ ଠାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଦିବ୍ୟାଙ୍ଗ ଙ୍କ ନିମନ୍ତେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ମୋଟ ୪୨୦ଜଣ ଦିବ୍ୟାଙ୍ଗ…
ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ଙ୍କ ଉପସ୍ଥିତିରେ ନୂଆପଡା ଉପନିର୍ବାଚନ ପାଇଁ ମତଦାନ କର୍ମଚାରୀଙ୍କ ଦ୍ୱିତୀୟ…
ନୂଆପଡା, ତା ୨୩.୧୦: ନୂଆପଡା ଉପ ନିର୍ବାଚନ ପାଇଁ ପୋଲିଂ ଅଧିକାରୀ ଏବଂ କର୍ମଚାରୀ ମାନଙ୍କ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ରାଣ୍ଡମାଇଜେସନ ଏନଆଇସି କାର୍ଯ୍ୟାଳୟରେ ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ପ୍ରକାଶ ବିନ୍ଦୁ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା କଲେକ୍ଟର ମଧୁସୂଦନ ଦାଶଙ୍କ…
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ ଓ ଏକତା ପଦଯାତ୍ରା ପ୍ରସ୍ତୁତି ବୈଠକ ସାମ୍ବାଦିକ ସମ୍ମିଳନୀ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ଶୁକ୍ରବାର ) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଠାରେ ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଓ ଏକତା ପଦଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମାନ୍ୟବର ସାଂସଦ…
ଓଡ଼ିଆ ଭାଷା ଶିକ୍ଷକ ଚୟନ ଓ ନିଯୁକ୍ତିରେ ତ୍ରୁଟିଶୂନ୍ୟ ନିଯୁକ୍ତି ପାଇଁ ନିବେଦନ
ଗୁଣାତ୍ମକ ଓଡ଼ିଆ ଭାଷାଶିକ୍ଷକ ଓଡ଼ିଶା ପାଇପାରିବ ନାହିଁ |
.କେନ୍ଦ୍ରୀୟ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟ ଢାଞ୍ଚାରେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି କରାଯାଉ |
ମାତ୍ର 200 ମାର୍କର (eilective) ରଖି ଓଡ଼ିଆ ଭାଷା ପରୀକ୍ଷା ଦେଇଥିବା ଶିକ୍ଷାର୍ଥୀଙ୍କୁ ଭାଷା ଶିକ୍ଷକ ନିଯୁକ୍ତି କରାନଯାଉ |…
ବେଦାନ୍ତ ଲାଞ୍ଜିଗଡ଼ ସ୍ୱଚ୍ଛ ଶକ୍ତି ପଦକ୍ଷେପ ମାଧ୍ୟମରେ ଗ୍ରାମୀଣ କଳାହାଣ୍ଡିକୁ ଆଲୋକିତ କରୁଛି
୩୧୦ ସୌରଚାଳିତ ଷ୍ଟ୍ରିଟଲାଇଟ୍ ଏବଂ ୧୫୦୦ ସୌର ଘରୋଇ ଲାଇଟ୍ ୧୫,୦୦୦ରୁ ଅଧିକ ଲୋକଙ୍କୁ ଉପକୃତ କକରୁଛି
ଭୁବନେଶ୍ୱର, ୨୩.୧୦.୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଗ୍ରାମାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ସ୍ଥାୟୀ ସମ୍ପ୍ରଦାୟ ବିକାଶକୁ ପ୍ରୋତ୍ସାହିତ…