Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦେବଦାସ ଛୋଟରାୟ ପାଇଲେ ୪୬ତମ ଶାରଳା ପୁରସ୍କାର
ରାମହରି ଦାସ ଓ ବଳଦେବ ମହାରଥାଙ୍କୁ କଳାସମ୍ମାନ
ଭୁବନେଶ୍ୱର, ୨୬/୧୦: ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତି ବର୍ଷ ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବୁଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ସୁଖ୍ୟାତ କବି ଓ କଥାକାର…
ଇଟାମାଟିଠାରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର
ନୟାଗଡ଼(ବିଶ୍ୱଜିତ ନାୟକ) :- ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର ପିସ ଆଣ୍ଡ ଡେଭଲପମେଣ୍ଟ ଏବଂ ଓଡ଼ିଶାର ନମ୍ବର ୱାନ ପେନକ୍ଲିନିକ ହେଲଥ ଭିଲେଜ ହସ୍ପିଟାଲ ଭୁବନେଶ୍ୱର ମିଳିତ ଆନୁକୂଲ୍ୟରେ ସମାଜସେବୀ ମନୋଜ କୁମାର ସାହୁଙ୍କ ପରିଚାଳନାରେ ଆଶୀର୍ବାଦ କଲ୍ୟାଣ ମଣ୍ଡପ ଇଟାମାଟିଠାରେ ମାଗଣା…
ଗୋବରା ମାଆ ଶ୍ୟାମାକାଳୀ ପୂଜାରେ ସାଇବର୍ ସଚେତନତା କାର୍ଯ୍ୟକ୍ରମ ; ବରିଷ୍ଠ ସାମ୍ବାଦିକ ସମ୍ମାନିତ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗୋବରା ମୁଖ୍ୟ ସଡ଼କରେ ମାଆ ଶ୍ୟାମାକାଳୀଙ୍କ ପୂଜା ମହା ଆଡମ୍ବରରେ ଚାଲିଥିବା ବେଳେ ଏହାର ସାଂସ୍କୃତିକ ମଞ୍ଚରେ ଶନିବାର ସନ୍ଧ୍ୟାରେ ଗାଙ୍ଗପୁର ପୋଲିସ୍ ପକ୍ଷରୁ ସଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି…
ଓରାମ ସାଂସ୍କୃତିକ ସମାଜର ଲାଠିକଟା ଠାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।
ରାଉରକେଲା।,(ବସନ୍ତ କୁମାର ଜେନା): ଆଜି ପାଦା ପାଡହା, ଓଡ଼ିଶା ଓ ଓରାମ ସାଂସ୍କୃତିକ ସମାଜ, ଓଡ଼ିଶା ମିଳିତ ଆନୁକୂଲ୍ୟରେ ଏକ ପ୍ରଶିକ୍ଷଣ ଶିବିର (ନାଉନୀ ଟୁଙ୍ଗରୀ) ଲାଠିକଟା ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଶିବିରରେ ପାଦା ପାଡହା ସଭାପତି ମାଙ୍ଗେ ଏକ୍କା ଓ ଓରାମ ସାଂସ୍କୃତିକ ସମାଜର…
ଶରଣକୁଳ ଥାନାରେ ସାଇବର ସୁରକ୍ଷା ଅଭିଯାନ
ଓଡ଼ଗାଁ,୨୬।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ଥାନାରେ ରବିବାର ସାଇବର ସୁରକ୍ଷା ଅଭିଯାନ ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶରଣକୁଳ ଏସଡିପିଓ ଦିପ୍ତିକାନ୍ତ ପ୍ରଧାନଙ୍କ ତତ୍ବାବଧାନରେ ଏବଂ ଶରଣକୁଳ ଆଇଆଇସି ସୁଜିତ କୁମାର ସାହୁଙ୍କ ପ୍ରଚେଷ୍ଟାରେ…
ସୂଚନା ଫଳକ ଭୁଷୁଡି ନାବାଳକର ମୃତ୍ୟୁ ଘଟଣା, କ୍ଷତିପୂରଣ ଦାବିରେ ନୟାଗଡ଼-ଭଞ୍ଜନଗର ଲାଉଖାଲ ରାସ୍ତାରେ ଶବ ରଖି ଅବରୋଧ…
ଓଡ଼ଗାଁ,୨୬।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ରୋହିବାଙ୍କ ପଞ୍ଚାୟତ ନାଉଖାଲ ନରସିଂହ ପ୍ରସାଦ ଗ୍ରାମରେ ଉନ୍ନୟନ କାର୍ଯ୍ୟର ସୂଚନା ଫଳକ ଭୁଷୁଡିପଡି ଜଣେ ନାବାଳକର ମୃତ୍ୟୁ ଘଟଣା ସ୍ଥାନୀୟ ଅଳରେ ଶୋକରଛାୟା ଖେଳାଇ ଦେଇଥିବା ବେଳେ ରବିବାର ସକାଳେ ଶବବ୍ୟବଚ୍ଛେଦ ପରେ…
ସାର୍ବଜନୀନ ଦୁର୍ଗାପୂଜା ଯୋଜନାର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ।
ପଦ୍ମପୁର:- ସାର୍ବଜନୀନ ଦୁର୍ଗାପୂଜା ଅବସରରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଉପହାର ଯୋଜନାର ଆୟୋଜନ କରାଯାଇଥିଲା ଏବଂ କାଳୀପୂଜା ଦିନ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଆଜି ସ୍ଥାନୀୟ ଭେଉଁରିଆ ଛକଠାରେ ଏହାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କମିଟି ସଭାପତି ପ୍ରତାପ ମିଶ୍ର ,…
ସରକାରୀ ଜମି ବେଆଇନ କବଜା ଉଦ୍ୟମ: କୋର୍ଟ ରେ ଅଗ୍ରାହ୍ୟ
ବାରିପଦା ତା ୨୫-୧୦-୨୦୨୫: ଗତକାଲି ଦ୍ୱିତୀୟ ଅତିରିକ୍ତ ବରିଷ୍ଠ ଦେୱାନୀ ବିଚାରପତି, ବାରିପଦା ଡ଼ ନିଶାକର ସାହୁ ଉକ୍ତ ଦେୱାନୀ ମକଦ୍ଦମାରେ ଗୁରୁତ୍ୱପୂର୍ଣ ରାୟ ଦେଇଛନ୍ତି।ପ୍ରକାଶଥାଉକି ସରକାରୀ ଜମି ବେଆଇନ କବଜା ଉଦ୍ୟମ ନେଇ ବାଦୀ ବୃନ୍ଦାରାଣୀ ମିଶ୍ର ସ୍ୱାମୀ:ସ୍ବର୍ଗତ ପ୍ରୋମଥ ନାଥ ମିଶ୍ର,…
ତମାଖୁ ମୁକ୍ତ ଅଭିଯାନ ୩.୦ର ଜିଲ୍ଲା ସ୍ତରୀୟ ସଚେତନତା କାର୍ଯକ୍ରମ ର ଶୁଭାରମ୍ଭ।
ବାରିପଦା:୨୫.୧୦.୨୦୨୫// ସ୍ୱାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସମଗ୍ର ବିଶ୍ୱରେ ଏକ ଚିନ୍ତାର କାରଣ ହୋଇଥିବା ବେଳେ ସାରା ରାଜ୍ୟରେ ବର୍ତ୍ତମାନ ଯୁବସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୩.୦ ଆରମ୍ଭ କରାଯାଇଛି। ଏହି ଅବସରରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ତରଫରୁ ଆଜି ବିଭିନ୍ନ ଛାତ୍ର ଓ ଛାତ୍ରୀ…
ଦୁଇ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ, ୩ ଅଟକ
ବାରିପଦା: ଦୁଇ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଲଜ୍ଜାଜନକ ଘଟଣା ଘଟିଛି। ଦୁଇ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଦୁଇ ନାବାଳିକାଙ୍କ ମଧ୍ୟରୁ ଜଣେ ଅଷ୍ଟମ ଓ ଜଣେ ନବମ ଶ୍ରେଣୀରେ ପଢ଼ୁଥିବା…