Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମା’ ଦଶମତି ଏକଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ
ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବାଉଁଶପୋଲା ରାଜୀବ ଗାନ୍ଧୀ ଖେଳପଡ଼ିଆ ଠାରେ ମା’ ଦଶମତି ଏକଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭାରତୀୟ ସେନାରେ କାର୍ଯ୍ୟରତ ଜବାନ ଅନନ୍ତ ବିଶି ଓ ରେଭେନ୍ୟୁ ଇନ୍ସପେକ୍ଟର ପ୍ରକାଶ…
କୁଡୁମୀ ସେନା ପକ୍ଷରୁ ଅଷ୍ଟମ ବାର୍ଷିକ ବାନ୍ଦନା ପରବ ଭେଟଘାଟ2025
ମୟୁରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୁରଭଞ୍ଜ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ଭାବରେ ପରିଗଣିତ,ଏଠି 30ସତକଡା କୁଡୁମୀ ଜାତିର ଲୋକେ ବସବାସ କରନ୍ତି।ସାରସକଣା ବ୍ଲକ କୁଡୁମୀ ସେନା ପକ୍ଷରୁ କୁଡୁମୀ ଜାତିର ସଂସ୍କୃତି ଓ ପରମ୍ପରା ବଞ୍ଚାଅ ଅଭିଯାନରେ ସାରସକଣା ବ୍ଲକ କୁଡୁମୀ ସେନା…
ସମ୍ଭାବ୍ୟ ବାତ୍ୟା “ମୋନ୍ଥା” ର ସଫଳ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ର ପ୍ରସ୍ତୁତି
ନବରଙ୍ଗପୁର ତା ୨୭.୧୦.୨୦୨୫:ଅଶୋକ ସାହୁ,ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ସମ୍ଭାବ୍ୟ ବାତ୍ୟା " ମୋନ୍ଥା" ର ସଫଳ ମୁକାବିଲା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ )ବିଶ୍ଵଜିତ…
ଜୟପୁର ଠାରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି
ଜୟପୁର:କୋରାପୁଟ,୨୭.୧୦.୨୦୨୫-ଅଶୋକ ସାହୁ,ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନଙ୍କ ଦ୍ୱାରା ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୋରାପୁଟ ପୁଳିସ୍ ଅଧ୍ୟକ୍ଷ ଶ୍ରୀ ରହିତ…
ଜାତୀୟ ସ୍ତରରେ ଚମକିଲେ କେନ୍ଦୁଝରର ଝିଅ ବୈଷ୍ଣବୀ
ଜାତୀୟ କୁଡୋ ଚାମ୍ପିଅନସିପ ଜୁନିଅର ବର୍ଗରେ ଜିତିଲେ ସ୍ଵର୍ଣ ପଦକ
କେନ୍ଦୁଝର, ୨୭ ଅକ୍ଟୋବର: କେନ୍ଦୁଝରର ଝିଅ ବୈଷ୍ଣବୀ ଗୁପ୍ତା ଗୁଜରାଟର ସୁରଟଠାରେ ଅନୁଷ୍ଠିତ ୧୬ତମ ଜାତୀୟ କୁଡୋ ପ୍ରତିଯୋଗିତାର କନିଷ୍ଠ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ଜିଲ୍ଲା ଓ ଓଡ଼ିଶା ପାଇଁ ସୁନାମ ଆଣିଦେଇଛନ୍ତି।…
ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ରେ ସପଥପାଠ କାର୍ଯ୍ୟକ୍ରମ।
ମାଲକାନଗିରି ତା ୨୭/୧୦ ମାଲକାନଗିରି ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ରେ ସପଥପାଠ କାର୍ଯ୍ୟକ୍ରମଅନୁଷ୍ଠିତ ହୋଇଯାଇଛି। ବିଭାଗ ପକ୍ଷରୁ ନାଗରିକଙ୍କ ପାଇଁ ସତ୍ୟନିଷ୍ଠା ଶପଥ ପାଠ କରିଛନ୍ତି।ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ ବିଭାଗ ଅଧିକାରୀ ଗୋଲକ…
ପଟ୍ଟାମୁଣ୍ଡାଇ ବ୍ଲକରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ.୧୧୬ ଟି ଅଭିଯୋଗ…
କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ): ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଆଜି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି | ଅଭିଯୋଗ ଶୁଣାଣିରେ ମୋଟ ୧୧୬ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା | ସେଥିମଧ୍ୟରୁ ୧୦୩ଟି ବ୍ୟକ୍ତିଗତ…
ସାଧୁତା ସଚ୍ଚୋଟତା ଓ ସତ୍ୟନିଷ୍ଠାର ସହିତ ସମସ୍ତେ ଆଇନର ଅନୁପାଳନ କରିବା – ଜିଲ୍ଲାପାଳ l
ନୂଆପଡା ଜିଲ୍ଲାପାଳ ଜିଲ୍ଲାର ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ସାଧୁତାର ଶପଥ ପାଠ କରାଇଲେ l
ନୂଆପଡ଼ା ଜିଲ୍ଲା ରୁ କଲିମ୍ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ଦୁର୍ନୀତି ନିବାରଣ…
ନୂଆପଡା ଉପନିର୍ବାଚନ ପାଇଁ ପର୍ୟ୍ଯବେକ୍ଷକ ଏଵଂ ଜିଲ୍ଲାପାଳଙ୍କ ଉପସ୍ଥିତି ରେ ଇ ଭି ଏମ୍ ଓ ଭିଭିପାଟ ଦ୍ଵିତୀୟ ପର୍ଯ୍ୟାୟ…
ନୂଆପଡ଼ା ଜିଲ୍ଲା ରୁ କଲିମ୍ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ନିର୍ବାଚନ ପର୍ୟ୍ଯବେକ୍ଷକ ପ୍ରକାଶ ବିନ୍ଦୁ ଏଵଂ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଉପସ୍ଥିତି ରେ ଇ ଭି ଏମ୍ ଓ ଭିଭିପାଟ ମେସିନ୍ ସବୁର ଦ୍ଵିତୀୟ…
ମୁଖ୍ୟ ନିର୍ବାଚନ କମିସନରଙ୍କ ଆଗରେ ଜିଲ୍ଲାପାଳ ଓ ଏସ୍ପିଙ୍କ ବିରୋଧରେ ଫେରାଦ ହେଲା ବିଜେଡି
ଜିଲ୍ଲାପାଳ ଓ ଏସ୍ପି ବିଜେଡିର କର୍ମୀ ଓ ସମର୍ଥକଙ୍କୁ ବିଜେପି ସପକ୍ଷରେ କାମ କରିବା ପାଇଁ ଚାପ ପକାଉଛନ୍ତି
ମୁକ୍ତ ଓ ଅବାଧ ନିର୍ବାଚନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି
ଭୁବନେଶ୍ୱର, ୨୭/୧୦/୨୦୨୫: ନୂଆପଡା ଉପନିର୍ବାଚନରେ ପ୍ରଚାର ସରଗରମ ହୋଇଥିବା ବେଳେ, ଆଜି ଜିଲ୍ଲାପାଳ ଓ…