Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଟ୍ରକ୍ ଧକ୍କାରେ ଯୁବକ ର ମୃତ୍ୟୁ
( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର): ଗୋଳନ୍ଥରା ଥାନା ଅର୍ନ୍ତଗତ କନିଷି ଢ଼ାବା ସାମ୍ନାରେ ଟ୍ରକ୍ ଓ ମୋଟରସାଇକେଲ ମୁହାଁମୁହିଁ ଧକ୍କା ଫଳରେ ଚିକିଟି ଗଡ ଅଞ୍ଚଳର ଗୁରୁବାରିଆ ଗୌଡ ନାମକ ଜଣେ ଯୁବକ ର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।ମୃତ ଯୁବକ ଜଣକ ନିଜ ମୋଟରସାଇକେଲ ରେ ବ୍ରହ୍ମପୁର…
ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ପଶ୍ଚିମ ବଙ୍ଗ ରାଜ୍ୟର ଦମ୍ପତି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଗଜପତି ଜିଲ୍ଲାରୁ ୭୪ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀମତି ମଧୁମିତା (ଭା.ପ୍ର.ସେ) ପୋଷ୍ୟ ସନ୍ତାନ ଭାବେ ପଶ୍ଚିମ ବଙ୍ଗ ରାଜ୍ୟର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ଉକ୍ତ ଶିଶୁଙ୍କର ମାତା ଅବିବାହିତ ହୋଇଥିବାରୁ, ପ୍ରଶବ ପରେ ଶିଶୁଟିର…
ପ୍ରତ୍ୟେକ ଶିଶୁକୁ ସୁରକ୍ଷିତ ପରିବେଶ ସହ ଉପଯୁକ୍ତ ଶିକ୍ଷା ପ୍ରଦାନ ଜରୁରୀ: ସୋଆ ଉପସଭାପତି
ସୋଆ ଜାଗୋ କ୍ଳବ୍ ପକ୍ଷରୁ ଶିଶୁଦିବସ ପାଳନ
ଭୁବନେଶ୍ୱର, ୧୪ /୧୧: ଶିଶୁମାନେ ହେଉଛନ୍ତି ରାଷ୍ଟ୍ରର ଭବିଷ୍ୟତ ନାଗରିକ । ତେଣୁ ପ୍ରତ୍ୟେକ ଶିଶୁକୁ ସ୍ନେହ ପ୍ରଦାନ କରିବା ସହ ଏକ ସୁରକ୍ଷିତ ପରିବେଶ ଓ ଉପଯୁକ୍ତ ଶିକ୍ଷା ଗ୍ରହଣ ନିମନ୍ତେ ସମସ୍ତ ସୁଯୋଗ ଦେବା ଆମ ସମସ୍ତଙ୍କର କର୍ତବ୍ୟ ବୋଲି…
ବିହାରର ଜନତା ଜଙ୍ଗଲରାଜକୁ ପ୍ରତ୍ୟାଖ୍ୟାନ କରି ବିକାଶ ଓ ସୁଶାସନକୁ ବାଛିଛନ୍ତି – ଧର୍ମେନ୍ଦ୍ର ପ୍ରଧାନ
ବିହାର ନିର୍ବାଚନ ଓ ନୂଆପଡ଼ା ଉପନିର୍ବାଚନରେ ଐତିହାସିକ ସଫଳତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍
• ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି. ନଡ୍ଡା, ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତୀଶ କୁମାରଙ୍କୁ ଧନ୍ୟବାଦ ଜଣାଇଲେ •…
ସ୍ୱଚ୍ଛସାଥୀଙ୍କୁ ଅସଦାଚରଣ କରିବା ମହଙ୍ଗା ପଡିଲା
୧ବର୍ଷ ସଶ୍ରମ କାରାଦଣ୍ଡ ସଜା ଭୋଗିବେ ଅଭିଯୁକ୍ତ -
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମାଜରେ ମହିଳାଙ୍କ ପ୍ରତି ଦିନକୁ ଦିନ ଅତ୍ୟାଚାର ବଢ଼ିବାରେ ଲାଗିଛି। ଏଥିମଧ୍ୟରେ ଏକ ଆଶ୍ୱସ୍ତିକର ଖବର ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ନ୍ୟାୟାଳୟରୁ ଆସିଛି। ସୂଚନାଯୋଗ୍ୟ, ତା ୦୬-୦୭-୨୦୨୧…
ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା- ୨୦୨୫
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା- ୨୦୨୫ । କାର୍ଯ୍ୟକ୍ରମରେ ମାନ୍ୟବର ଏନଏସି ସଭାପତି ଜୁନାଗଡ ଶ୍ରୀଯୁକ୍ତ ହିମନ୍ଦ୍ରି ନାଏକ , ମାନନୀୟ ବ୍ଲକ ସଭାପତି…
ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ମାଧ୍ୟମରେ ସ୍ଥାୟୀ ବିକାଶ ଲକ୍ଷ୍ୟ
ପୁରୀ (ଅନିମେଶ ପଟ୍ଟନାୟକ ): ସ୍ଥାୟୀ ବିକାଶ ଲକ୍ଷ୍ୟ ବା ସସ୍ଟେନେବଲ୍ ଡେଭେଲ୍ପମେଣ୍ଟ ଗୋଲ ସମ୍ପର୍କରେ ଏକ ବିଜ୍ଞାନ ପ୍ରଦର୍ଶନୀ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ୫୧ ଟି ବିଜ୍ଞାନ ପ୍ରକଳ୍ପ…
ସଞ୍ଚୟ ପକ୍ଷ ପାଳନ ଅବସରରେ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକ ମାନଙ୍କର ମାଗଣା ସ୍ବାସ୍ଥ୍ୟ ସେବା ଶିବିର ।
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା 14.11.2025- ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ତରଫରୁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ର ସହଯୋଗରେ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ଦିନିକିଆ ମାଗଣା ସ୍ବାସ୍ଥ୍ୟ ଶିବିର ଆଜି ସ୍ଥାନୀୟ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ…
ସଂପର୍କ ପକ୍ଷରୁ ଶିଶୁ ସୁରକ୍ଷା ଓ ଶିଶୁ ଅଧିକାର କର୍ମଶାଳା ଅନୁଷ୍ଠିତ
ପୁରୀ (ଅନିମେଶ ପଟ୍ଟନାୟକ) : ଶିଶୁ ଦିବସ ଅବସରରେ ବିଶ୍ବମ୍ଭର ବିଦ୍ୟାପୀଠ ଠାରେ ଶିଶୁ ସୁରକ୍ଷା ଓ ଶିଶୁ ଅଧିକାର ସମ୍ପର୍କରେ ଏକ କର୍ମଶାଳା ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି ।ଶିଶୁ ସୁରକ୍ଷା ୟୁନିଟ ଓ ସଂପର୍କ ଅନୁଷ୍ଠାନ ପକ୍ଷରୁ ବିଶ୍ୱମ୍ଭର ବିଦ୍ୟାପୀଠରେ ଆୟୋଜିତ ଏହି…
ଆହତ ମାଖନା ହାତୀକୁ ଟ୍ରାଙ୍କୁଲାଜିଙ୍ଗ୍ କରି ଚିକିତ୍ସା କଲା ବନବିଭାଗ।।
କେନ୍ଦୁଝର,ତା୧୪/୧୧- କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବନ୍ଧନଝରୀ ସଂରକ୍ଷିତ ଜଙ୍ଗଲରେ ଦୁଇ ମାସ ତଳେ ଦନ୍ତା ହାତୀ ଆକ୍ରମଣରେ ଆହତ ହୋଇଥିବା ମାଖନା ହାତୀର ଚିକିତ୍ସା କରାଯାଉଛି,ବନ ବିଭାଗର ଏକ ସ୍ବତନ୍ତ୍ର ଚିକିତ୍ସାକାରୀ ଦଳ ଟ୍ରାଙ୍କୁଲାଇଜିଙ୍ଗ୍…