Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭଞ୍ଜନଗର ପ୍ରେସ୍ କ୍ଲବ ତରଫରୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ସମ୍ବର୍ଦ୍ଧନା
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଗଞ୍ଜାମ ଜିଲ୍ଲା ଭଞ୍ଜଭୂମି ଭଞ୍ଜନଗର ପ୍ରେସ୍ କ୍ଲବ ତରଫରୁ ନୂତନ ଭାବେ ଯୋଗଦେଇଥିବା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକଙ୍କୁ ଆଜି ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଆଜିର କାର୍ଯ୍ୟକ୍ରମ ଟି ପ୍ରେସ୍ କ୍ଲବର ସଭାପତି…
୬୯ତମ ରାଜ୍ୟସ୍ତରୀୟ ବିଦ୍ୟାଳୟସମୂହ କ୍ରିକେଟ ପ୍ରତିଯୋଗିତା ୨୦୨୫-୨୬ରେ ବାଳକ ବିଭାଗରେ ଗଜପତି ଏବଂ ବାଳିକା ବିଭାଗରେ…
ଜଗତସିଂହପୁର,ତା-୧୧.୧୨.୨୦୨୫/ସୁମନ୍ତକୁମାରଦାସ: ଜଗତସିଂହପୁର ପରିସରସ୍ତ ନବକୃଷ୍ଣ ଚୌଧୁରୀ ଷ୍ଟାଡିଅମ ଠାରେ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ, ଭୁବନେଶ୍ୱର ଓ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ଜଗତସିଂହପୁର ସୌଜନ୍ୟରୁ ୬୯ତମ ରାଜ୍ୟସ୍ତରୀୟ ୧୭ବର୍ଷରୁ କମ କ୍ରିକେଟ…
ଜିଲ୍ଳା ପ୍ରଶାସନ ପକ୍ଷରୁ ଓଡ଼ିଶା ପ୍ରଶାସନିକ ସେବା-୨୦୨୩ ରେ ଜିଲ୍ଳାରୁ ଉତ୍ତୀର୍ଣ୍ଣ କୃତୀ ଅଧିକାରୀ ମାନଙ୍କୁ…
ଜଗତସିଂହପୁର,ତା ୧୧.୧୨.୨୦୨୫/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସଦଭାବନା ସଭାଗୃହ ଠାରେ ଓଡ଼ିଶା ପ୍ରଶାସନିକ ସେବା-୨୦୨୩ ରେ ଜଗତସିଂହପୁର ଜିଲ୍ଲାରୁ ଉତ୍ତୀର୍ଣ୍ଣ ନୂତନ ପ୍ରଶାସନିକ ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ସଭାରେ ମୁଖ୍ୟ ଅତିଥି…
କୁରୁଜଙ୍ଗାରେ ମଣ୍ଡଳ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ‘ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ’ ୨୦୨୫-୨୬ ଉତ୍ସାହମୟ…
କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): କେନ୍ଦ୍ରାପଡା ଜିଲ୍ଲା କୁରୁଜଙ୍ଗା ଠାରେ ଥିବା ଡେରାବିଶ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଆଜି ମଣ୍ଡଳ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ 'ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ' ୨୦୨୫-୨୬ କାର୍ଯ୍ୟକ୍ରମ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି…
ଭଞ୍ଜନଗର ଡାକ ବଙ୍ଗଳା ରେ ଭାରତୀୟ ବିକାଶ ପରିଷଦର ସାମ୍ବାଦିକ ସମ୍ମିଳନୀ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଭାରତୀୟ ବିକାଶ ପରିଷଦ ତରଫରୁ ଆଜିର ସାମ୍ବାଦିକ ସମ୍ମିଳନୀକୁ ଉଦବୋଧନ ଦେଇ ସଭାପତି ଶ୍ରୀ ସୁରେନ୍ଦ୍ର ପାଣିଗ୍ରାହୀ ନିମ୍ନ ପ୍ରସ୍ତାବ ଗୁଡିକ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । ଗଞ୍ଜାମ ଜିଲ୍ଲାକୁ ତତ୍କାଳୀନ ବିଜୁ ପଟ୍ଟନାୟକ ସରକାର ୧୯୯୨ ମସିହାରେ…
ଅପରେସନ ଚକ୍ର ଅଭିଯାନ ; ୪ ମାସରେ ୧୬୪ ନାବାଳିକା-ବାଳକ ଉଦ୍ଧାର
ପୁରୀ, (ଅନିମେଶ ପଟ୍ଟନାୟକ): ପୁରୀ ପୋଲିସର ଅପରେସନ ଚକ୍ର ଅଭିଯାନରେ ଜିଲ୍ଲାରେ ହଜିଯାଇଥିବା ନାବାଳିକା ଓ ନାବାଳକ ଏବଂ ପ୍ରାପ୍ତ ବୟସ୍କଙ୍କ ପୁଅ ଓ ଝିଅ ଉଦ୍ଧାରରେ ଏକ ସଫଳତା ମିଳିଛି। ପୁରୀ ପୁଲିସର ନିରନ୍ତର ଚେଷ୍ଟା, ସମସ୍ତ ଥାନା ଆଇଆଇସି ବା ଓଆଇସିଙ୍କ ଦୃଢ଼ ପଦକ୍ଷେପ ଓ ସମ୍ପୃକ୍ତ…
ଡିସେମ୍ବର ୧୩ରେ ଅନୁଷ୍ଠିତ ହେବ ଟିପିସିଓଡିଏଲ୍ର ଲୋକ ଅଦାଲତ
ଭୁବନେଶ୍ୱର, ୧୧ ଡିସେମ୍ବର ୨୦୨୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), ପକ୍ଷରୁ ଆସନ୍ତା ୧୩ ଡିସେମ୍ବର ୨୦୨୫ରେ ଚତୁର୍ଥ ଜାତୀୟ ଲୋକ ଅଦାଲତ ଓ ସମାଧାନ ଶିବିର ଆୟୋଜିତ ହେବ। ଅନଧିକୃତ ବିଦ୍ୟୁତ…
ଲିଙ୍ଗଗତ ବୈଷ୍ୟମତା, ହିଂସା ଦୂରୀକରଣ ଲାଗି ସଖୀ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ।
କେନ୍ଦୁଝର,ତା୧୧/୧୨(ଦିଲ୍ଲୀପ ସାହୁ )- ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ସଖୀ ୱାନ ଷ୍ଟପ ସେଣ୍ଟର ପକ୍ଷରୁ ବାଂଶପାଳ ବ୍ଲକ ଅନ୍ତର୍ଗତ ତରମାକାନ୍ତ ଗ୍ରାମରେ ଲିଙ୍ଗଗତ ବୈଷମ୍ୟତା ଓ ହିଂସା ଦୂରୀକରଣ ଲାଗି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଶ୍ରେଣୀ ଲୋକ ଓ…
ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଓଡିଶା ମାଷ୍ଟର୍ସ 2025
କଟକ ସିଟି / ନିରଞ୍ଜନ ଆଚାର୍ଯ୍ୟ: କଟକ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା "ଓଡିଶା ମାଷ୍ଟର୍ସ ୨୦୨୫"ର ମହିଳା ସିଙ୍ଗଲସ, ପୁରୁଷ ସିଙ୍ଗଲସ, ମହିଳା ଡବଲସ, ପୁରୁଷ ଡବଲସ ଏବଂଡ ମିକ୍ସଡ଼ ଡବଲସ ସମସ୍ତ ବିଭାଗର ୭୬ଟି ମ୍ୟାଚ ଅନୁଷ୍ଠିତ…
ଅମଳ ଧାନ ସମ୍ପର୍କ ରେ ଚାଷୀ ଙ୍କ ସହ ଆଲୋଚନା କଲେ ପାରଳା ବିଧାୟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡ଼ା ଗ୍ରାମ ର ଚାଷୀମାନେ ଧାନ ଅମଳ କରି ରାସ୍ତା ପାର୍ଶ୍ୱ ରେ ଶୁଖେଇ ଥିବା ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ଦେଖି ସେମାନଙ୍କ ସମସ୍ୟା ବୁଝିଥିଲେ। ଚାଷୀ ମାନଙ୍କ ସହିତ ଆଲୋଚନା…