Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାରେ ନିକି ଡ୍ୟାନ୍ସ ଗ୍ରୁପ କଳାକାରଙ୍କ ସୁନ୍ଦର ନୃତ୍ୟ ପରିବେଷଣ।
କେନ୍ଦୁଝର,ତା୬/୧- ସ୍ଥାନୀୟ ଧରଣୀଧର ବିଶ୍ଵବିଦ୍ୟାଳୟର ଖେଳ ପଡିଆରେ ଅନୁଷ୍ଠିତ ଜିଲ୍ଲା ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମେଳା -୨୦୨୫ର ସାଂସ୍କୃତିକ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାର ପ୍ରତିଷ୍ଠିତ ନୃତ୍ୟ ଅନୁଷ୍ଠାନ "ନିକି ଡ୍ୟାନ୍ସ ଗ୍ରୁପ"ର କଳାକାର ମାନଙ୍କ ଦ୍ଵାରା ସୁନ୍ଦର ନୃତ୍ୟ…
ରାଜ୍ୟ ସରକାର ନିର୍ଦ୍ଦେଶ କ୍ରମେ ଜଗନ୍ନାଥପୁର୍ ପଞ୍ଚାୟତରେ ପାଣି ପଞ୍ଚାୟତ କାର୍ଯ୍ୟକ୍ରମ ପାଳନ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ରାଜ୍ଯ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପାଣି ପଞ୍ଚାୟତ କାର୍ଯ୍ୟକ୍ରମ ପାଳିତ ହୁଏ । ପ୍ରତିଟି ପଞ୍ଚାୟତ ର କିଛି ସଦସ୍ୟ, ସଦସ୍ୟା ଓ କୃଷକ ମାନଙ୍କୁ ନେଇ ଗଠିତ ହୋଇଛି ପ୍ରତିଟି ପଞ୍ଚାୟତ ରେ ପାଣି ପଞ୍ଚାୟତ। ପାଣି ପଞ୍ଚାୟତ ପକ୍ଷ ଜଳ ପରିଚାଳନା,…
ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା “ଶିଶୁ ବିବାହ ନୁହେଁ, ଶିକ୍ଷା ହିଁ ଭବିଷ୍ୟତ”, “ମାଦକକୁ ନା- ଜୀବନକୁ ହଁ” ଉପରେ…
ରାୟଗଡା: ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା-୦୬.୦୧.୨୦୨୬ ରିଖ ମଙ୍ଗଳବାର ଦିନ ସକାଳ ଘ.୧୦.୩୦ମି ରେ ସ୍ଥାନୀୟ…
ପlଣି ପଞ୍ଚାୟତ ଜନସଚେତନତା ରଥ ଶୁଭାରମ୍ଭ କଲେ ଜିଲ୍ଲାପାଳ l
ରାୟଗଡ: (ସରୋଜ କୁମାର ସାହୁ) ପାଣି ପଞ୍ଚାୟତ ପକ୍ଷ ପାଳନ ନିମନ୍ତେ ସଚେତନତା ରଥ ଶୁଭାରମ୍ଭ କରିଛନ୍ତି ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣି , ଭା.ପ୍ର.ସେl ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏହି ରଥ ଶୁଭାରମ୍ଭ କରି ସପ୍ତାହ ବ୍ୟାପି ଏହି ରଥ ଜିଲ୍ଲାର ବିଭିନ୍ନ…
ପଞ୍ଚଦିବସୀୟ ଜିଲ୍ଲାସ୍ତରୀୟ କୄଷି ମହୋତ୍ସବ ଏବଂ କୃଷି ଯନ୍ତ୍ରପାତି ମେଳା – ୨୦୨୫ ଉଦ୍ଘାଟିତ
ରାୟଗଡ଼:-ତା. ୬/୦୧/୨୦୨୬- କୄଷି ଓ କୄଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ପଞ୍ଚଦିବସୀୟ ଜିଲ୍ଲାସ୍ତରୀୟ କୄଷି ମହୋତ୍ସବ ଏବଂ କୃଷି ଯନ୍ତ୍ରପାତି ମେଳା –୨୦୨୫ ସ୍ଥାନୀୟ ଜି. ସି. ଡି ଉଚ୍ଚ ବିଦ୍ୟାଳୟ ପଡ଼ିଆ, ରାୟଗଡ଼ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି l ଜାନୁଆରୀ ୬ ତାରିଖରୁ ୧୦ ତାରିଖ…
ସାମ୍ୱାଦିକା ଶୀଲା ପଟ୍ଟନାୟକଙ୍କ ଅକାଳ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଲା ବିଜେଡି
ଭୁବନେଶ୍ୱର-ପୁରୀ ରାଜପଥରେ ପଡ଼ିଥିବା ଅବୈଧ ବାଲି ଯୋଗୁଁ ଦୁର୍ଘଟଣାଜନିତ ମୃତୁ୍ୟ
ଅବୈଧ ବାଲି ଚୋରି ଯୋଗୁଁ ଚାଲିଗଲା ୨ ମୂଲ୍ୟବାନ ଜୀବନ
ଚୋରା ବାଲି ସହିତ ଦ୍ରୁତ ଗତିରେ ବସ୍ ଚାଳନା ଯୋଗୁଁ ଦୁର୍ଘଟଣା
ଭୁବନେଶ୍ୱର, ୦୬/୦୧/୨୦୨୬: ଭୁବନେଶ୍ୱରରୁ ପୁରୀ ଯିବାବେଳେ ପିପିଲି…
ଶିଶୁ ଅଧିକାର ସଚେତନତା ଆୟୋଜନ କଲେ କଟକ ଡିସିପି
କଟକରୁ ନିରଞ୍ଜନ ଆଚାର୍ଯ୍ୟଙ୍କ ରିପୋର୍ଟ- ଅପରାଧ ନିୟନ୍ତ୍ରଣ ଅପେକ୍ଷା ବିଭିନ୍ନ ଅପରାଧୀକ ଆଇନ୍ ଓ ଦଣ୍ଡବିଧାନ ଉପରେ ଗୁରୁତ୍ବ ଦେଉଛି କମିଶନରେଟ୍ ପୋଲିସ। ବର୍ତମାନ ସମୟରେ ପିଲା ଠାରୁ କିଶୋର ପର୍ଯ୍ୟନ୍ତ ସମସ୍ତ ଶିଶୁମାନଙ୍କୁ ସୁରକ୍ଷା ଦେବା ପାଇଁ ଶ୍ରମ ନିରୋଧ, ଯୌନ ଉତ୍ପୀଡନ , ବାଲ୍ୟ…
ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡ ରେ ଦଣ୍ଡିତ କଲେ ମାନ୍ୟବର କୋର୍ଟ।
ଜିଲ୍ଲାରେ ପ୍ରଥମ ଫାଶୀ ଦଣ୍ଡାଦେଶ ।
ବରଗଡ଼:- ବରଗଡ଼ ଜିଲ୍ଲା ପଦ୍ମପୁର ପୋକ୍ସୋ କୋର୍ଟ ଆଜି ଜଣେ ୬ ବର୍ଷର ନାବାଳିକାଙ୍କ ଦୁଷ୍କର୍ମ ଓ ନିର୍ମମ ହତ୍ୟା ସଂପର୍କିତ ଏକ ଅତ୍ୟନ୍ତ ସମ୍ବେଦନଶୀଳ ମାମଲାରେ ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଏହି ମାମଲାରେ ଅଭିଯୁକ୍ତ ପ୍ରଶାନ୍ତ ବାଗ ଓରଫ ବରିହାକୁ…
ନବରଙ୍ଗପୁର ଠାରେ ଜିଲ୍ଲାସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ
ନବରଙ୍ଗପୁର : ତା ୦୬.୦୧.୨୦୨୬ -ଅଶୋକ ସାହୁ,ଜିଲ୍ଲା ସଦର ମହକୁମା ନବରଙ୍ଗପୁରଠାରେ ଆସନ୍ତା ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ…
ଘଟଣାରେ ସମ୍ପୃକ୍ତ ବଡ଼ ମୁଣ୍ଡ ମାନଙ୍କୁ ଖସାଇ ଦେବାକୁ ଉଦ୍ୟମ ହେଉଛି: ବିଜେଡି
ପୋଲିସ ଏସ୍ଆଇ ନିଯୁକ୍ତି ମାମଲାରେ ସିବିଆଇର ପ୍ରାଥମିକ ଆରୋପପତ୍ର ପ୍ରସଙ୍ଗ
ଓପିଆରବିର ବିନା ଜ୍ଞାତସାରରେ ଏହି ଦୁର୍ନୀତି ହୋଇଛି ବୋଲି କହିବା ଅର୍ଥ ଧର୍ମକୁ ଆଖିଠାର ସଦୃଶ୍ୟ
ସିବିଆଇ ଯେତିକି ପଦାକୁ ଆଣିଛି ତା ଠାରୁ ଅଧିକ ଲୁଚାଉଛି
ଆଉଟସୋର୍ସିଂ ପାଇଁ ଅନୁମତି ଦେଇଥିବା…