Browsing Category

ରାଜ୍ୟ

ବିବେକନନ୍ଦ ଶିକ୍ଷା କେନ୍ଦ୍ର,ନରଣପୁରରେ ମାତୃ ସମ୍ମିଳନୀ ଓ ସରସ୍ବତୀ ପୂଜା।

କେନ୍ଦୁଝର,ତା୨୪/୧-ନରଣପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଅନୁଷ୍ଠାନରେ ବହୁ ଆଡ଼ମ୍ବର ଓ ଉତ୍ସାହର ସହିତ ସରସ୍ଵତୀ ପୂଜା ଓ ମାତୃ ସମ୍ମିଳନୀ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗୀୟ ଅଧିକାରୀ…

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କବିତ୍ରାର ବାର୍ଷିକ ଉତ୍ସବ ଉଦଯାପିତ

କେନ୍ଦୁଝର, ତା୨୪/୧- ବୋଦାପଳସା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଵିତ୍ରାର ୨୦୨୫-୨୬ ଶିକ୍ଷାବର୍ଷର ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି।ଏହି ଅବସରରେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ତଥା ବିଆରସିସି ମାନସ ରଞ୍ଜନ ମିଶ୍ରଙ୍କ ସଭାପତିତ୍ବରେ ସଭା…

ଜିଆଇଇଟି ବିଶ୍ୱବିଦ୍ୟାଳୟରେ ତୃତୀୟ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଯାପିତ

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):  ଗୁଣୁପୁର, ୨୪/୧/୨୬- ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟ ପରିସରରେ ଆଜି ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଅଧିନସ୍ତ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଆୟୋଜିତ ହୋଇ ଥିବା ଦୁଇଦିନିଆ " ଇଣ୍ଟରନେଟ ରେ ପରବର୍ତ୍ତୀ…

ଉଦଘାଟନ ହେଲା ବସନ୍ତ ମହୋତ୍ସବ

#୫୦ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା ଥିଲା ମୁଖ୍ଯ ଆକର୍ଷଣ (ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର-ସ୍ଥାନୀୟ ସହର ପାଇଁ ବିଭିନ୍ନ କ୍ଷେତ୍ରରେ ଅବଦାନ ରହିଥିବା ୫୦ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା କରି ଆରମ୍ଭ ହୋଇଛି ଚତୁର୍ଦ୍ଦଶ ରାଜ୍ୟ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ।…

ବାପାଙ୍କ ଶେଷ ଇଚ୍ଛାଥିଲା ଜିଲ୍ଲାବାସୀଙ୍କୁ ସମସ୍ତ ପ୍ରକାର ସ୍ବାସ୍ଥ୍ୟ ସେବା ଯୋଗାଇବା: ବିଶାଳ ଓ ଦିପାଳୀ

ଝାରସୁଗୁଡା: ଆଜି ନବ ଦାସ ଫାଉଣ୍ଡେସନ ତରଫରୁ ଏକ ବିଶାଳ ସ୍ବାସ୍ଥ୍ୟ ଶିବିର ବଡ଼ମାଳ ସ୍ଥିତ ଏକ ଘରୋଇ ହୋଟେଲ ପାଖ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ୩ୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପୂର୍ବତନ ବିଧାୟକ ଦିପାଳୀ ଦାସ ଓ ଭାଇ ବିଶାଳ ଦାସଙ୍କ ଅଧ୍ୟକ୍ଷତାରେ…

ରାଜଗାଙ୍ଗପୁର ଲ୍ୟାମ୍ପସ: ପରିଶୋଧ କରିଥିବା ଚାଷୀଙ୍କୁ(ପୁନର୍ବାର ଋଣ )ମିଳୁନଥିବା ଅଭିଯୋଗ

ରାଜଗାଙ୍ଗପୁର,୨୩-୦୧-୨୬. ରାଜଗାଙ୍ଗପୁର ଲ୍ୟାମ୍ପସରେ ଚାଷୀମାନେ ହଇରାଣ ହେଉଥିବା ଅଭିଯୋଗ ଉଠୁଛି। ଯେଉଁ ଚାଷୀ ପୂର୍ବରୁ ନେଇଥିବା ଋଣ ପରିଶୋଧ କରିସାରିଛନ୍ତି, ସେମାନଙ୍କୁ ପୁନରାୟ ଋଣ ମିଳୁନାହିଁ। ଚାଷୀଙ୍କଠାରୁ ଋଣ ଆଦାୟ କରାଯାଇ ଉକ୍ତ ଅର୍ଥକୁ ବ୍ୟାଙ୍କକୁ ପରିଶୋଧ ନକରି ଲ୍ୟାମ୍ପସର…

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡ଼ରେ ସରସ୍ବତୀ ପୂଜା ଓ ମାତୃ ସମ୍ମିଳନୀ

କେନ୍ଦୁଝର,ତା୨୪/୧- ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓ ବିଦ୍ୟାମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଜେଲରୋଡ଼, କେନ୍ଦୁଝରଗଡ଼ଠାରେ ସରସ୍ଵତୀ ପୂଜା ଓ ଶିଶୁବାଟିକା ବିଭାଗର ବିଦ୍ୟାରମ୍ଭ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଯଜ୍ଞ ପ୍ରାରମ୍ଭରେ ଶିଶୁବାଟିକାର ଉଦୟ ବିଭାଗ ଶିଶୁଙ୍କ ଦ୍ବାରା ଏକ ଶୋଭାଯାତ୍ରା…

ସବୁଠାରେ ପୂଜା ପାଇଲେ ବାଗଦେବୀ ମା’ ସରସ୍ଵତୀ।

କେନ୍ଦୁଝର,ତା୨୪/୧-ଇଂରାଜୀ ନବବର୍ଷର ପ୍ରଥମ ମାସର ଶ୍ରୀପଞ୍ଚମୀରେ ପୁରରୁ ପଲ୍ଲୀ ସବୁଠାରେ ପୂଜା ପାଇଲେ ବିଦ୍ୟାଦାୟିନୀ ବାଗଦେବୀ ମା' ସରସ୍ଵତୀ। ଢେଙ୍କିକୋଟ ନିକଟବର୍ତ୍ତୀ ପ୍ରତ୍ୟେକ ସରକାରୀ,ବେସରକାରୀ ଶିକ୍ଷାନୁଷ୍ଠାନ ସମେତ କ୍ଲବ, ସଂଘରେ ଧୁମଧାମରେ ପୂଜା କରାଯାଇଛି। ମୁଖ୍ୟତଃ…

୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ସମୀକ୍ଷା କରିବା ସହ କ୍ରୀଡା ଛାତ୍ରାବାସ ବୁଲି ଦେଖିଲେ ଜିଲ୍ଲାପାଳ

କଟକ ତା ୨୩.୦୧.୨୦୨୬ ରିଖ – କଟକ ଜିଲ୍ଳାସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାର ଅବ୍ୟବହିତ ପୂର୍ବରୁ ଆଜି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ…

ସରସ୍ଵତୀ ପୂଜା , ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପାରଳାଖେମୁଣ୍ଡି ଠାରେ ୩୬ତମ ସରସ୍ଵତୀ ପୂଜା ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରାତଃ ସମୟରେ ଛାତ୍ରଛାତ୍ରୀ ତଥା ପୁରୋହିତଙ୍କ ଦ୍ଵାରା ମାଆଁଙ୍କ ଆବାହନ , ପୂଜନ ଏବଂ ହୋମ , ପୂଷ୍ପାଞ୍ଜଳି…