Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଓଡ଼ଗାଁ ଏନ୍ଏସିରେ ଭ୍ରାମ୍ୟମାଣ ସହାୟତା କେନ୍ଦ୍ରର ଶୁଭାରମ୍ଭ,
ସହର ହିତାଧିକାରୀଙ୍କୁ ଦ୍ବାରଦେଶରେ ସେବା ପ୍ରଦାନ
ଓଡ଼ଗାଁ,୧୨।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)ଓଡ଼ଗାଁ ସହରାଞ୍ଚଳରେ ବସବାସ କରୁଥିବା ଆର୍ଥିକ ଅନଗ୍ରସର ହିତାଧିକାରୀଙ୍କୁ ସରକାରୀ ଯୋଜନା ସହିତ ଯୋଡ଼ିବା ନିମନ୍ତେ ଏନ୍ଏସି ତରଫରୁ ସହଯୋଗ…
କୋମଣ୍ଡ ଉଦୟପୁର ମାଙ୍କଡ଼ା ପଥର ଖଣିରେ ଚଢ଼ାଉ,ଗୋଟିଏ ଟ୍ରାକ୍ଟର ଜବତ୍
ଓଡ଼ଗାଁ,୧୨।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୋମଣ୍ଡ ରାଜସ୍ୱ ଅଞ୍ଚଳର ଉଦୟପୁର ମାଙ୍କଡ଼ା ଖଣିରେ ନୟାଗଡ଼ ଜିଲ୍ଲା ଖଣି ବିଭାଗ ବୁଧବାର ରାତିରେ ଚଢ଼ାଉ କରିବା ବେଳେ ଏକ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟରକୁ ଜବତ୍ କରି ଓଡ଼ଗାଁ ଥାନା ଜିମାରେ ଦେଇଥିଲେ । ଏଠାରେ…
ବିଭିନ୍ନ ବାମପନ୍ଥୀ ସଂଗଠନ ର ଭାରତ ବନ୍ଦ ଡାକରା
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ବାମପନ୍ଥି ଦଳମାନଙ୍କର ପାଖାପାଖି ୧୦ଟି ଶ୍ରମିକ ସଂଗଠନମାନେ ଶ୍ରମିକ ବିରୋଧି ୪ଶ୍ରମ କୋଡ୍ ବାତିଲ କରିବା, ସ୍କିମ, ଠିକା ଓ ଆଉଟସୋର୍ସିଙ୍ଗ ନିଯୁକ୍ତି ବନ୍ଦ କରିବା, ମଣ୍ଡି ଅବ୍ଯବସ୍ଥା ଦୂର କରିବା, ରାଷ୍ଟ୍ରୀୟ ଉଦ୍ଯୋଗକୁ ଘରୋଇକରଣ ବନ୍ଦ…
ଜଳବାୟୁ ପରିବର୍ତ୍ତନ ସହନଶୀଳତା ଦିଗରେ ପାରମ୍ପରିକ ଦେଶୀୟ ବିହନର ଭୂମିକା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ମୋହନା ବ୍ଲକ ଅଧୀନରୁ ପାଲକୁଆ ଗ୍ରାମରେ VIEWS NGO ଦ୍ବାରା DASRA ସଂଗଠନର ସହଯୋଗରେ ଜଳବାୟୁ ସହନଶୀଳ କୃଷି ବିଷୟରେ ଏକ ପରାମର୍ଶ କାର୍ଯ୍ୟକ୍ରମ ସହ ଦେଶୀ ବିହନ ମେଳା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା…
ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର କବିରାଜ ସେଠୀ
ବେଲଗୁଣ୍ଠା/ -(ଶିବରାମ ଚୌଧୁରୀ )--ଗଞ୍ଜାମ ଜିଲ୍ଲାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବେଲଗୁଣ୍ଠା ଅତିରିକ୍ତ ତହସିଲଦାର କବିରାଜ ସେଠୀଙ୍କୁ ଆଜି ଓଡ଼ିଶା ଭିଜିଲାନ୍ସ ଲାଞ୍ଚ ନେବା ଅଭିଯୋଗରେ ରଙ୍ଗେ ହାତ ଗିରଫ କରିଛି। ଜଣେ ବାଲି ବୋଝେଇ…
କୁରକୁରେ ଚିପ୍ସ ଦେବା ନାଁରେ ଶିଶୁକୁ ଅପହରଣ ସହ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ମୁଖ୍ୟ ଅଭିଯୁକ୍ତ
ଭୋଗିବେ ୨୦ ବର୍ଷର ସଶ୍ରମ କାରାଦଣ୍ଡ -
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଏକ କୋମଳମତି ଶିଶୁକୁ କୁରକୁରେ ଚିପ୍ସ ଦେବା ନାଁରେ ଘରୁ ଅପହରଣ କରି ଦୁଷ୍କର୍ମ କରିବା ଭଳି ସମ୍ବେଦନଶୀଳ ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା ମାନ୍ୟବର ଅତିରିକ୍ତ ଜିଲ୍ଲା ସେସନ ଜଜ୍ ବିଭୁ ପ୍ରସାଦ…
ବାଲି ମୁଣ୍ଡା ରେ ରମାକାନ୍ତ ସେବା ଫାଉଣ୍ଡେସନ ର ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା କାର୍ଯ୍ୟ କ୍ରମ।
ବାସୁଦେବପୁର - ଧିରେ ଧିରେ ବାସୁଦେବପୁର ରେ ବଢ଼ି ବଢ଼ି ଚାଲିଛି ରମାକାନ୍ତ ସେବା ଫାଉଣ୍ଡେସନ, ନାୟକାନିଡିହି ରୁ ରତିକାନ୍ତ ପ୍ରଧାନ ପିଣ୍ଟୁ ବାବୁ ଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏହି ସଂଗଠନ ବିଭିନ୍ନ ପଞ୍ଚାୟତ ଓ ପୌର ରେ ବଢ଼ି ଚାଲିଛି ସଦସ୍ୟ ମାନଙ୍କ ସଂଖ୍ୟା। ଏହି କ୍ରମ ରେ ଭଦ୍ରକ…
ବାପାଙ୍କର ଦୁର୍ଘଟଣାରେ ମୃତ୍ୟୁ : ଦେଢ଼ ବର୍ଷର ଶିଶୁ କନ୍ୟା ଭବିଷ୍ୟତ ଅନ୍ଧାରରେ ।
ଖୋର୍ଦ୍ଧାରୁ ( ସେକ ଜାଫର ): ଏକ ସଡ଼କ ଦୃଘଟଣାରେ ଅକାଳରେ ଚାଲିଗଲା ପରିବାରକୁ ଭାତହାଣ୍ଡି ଯୋଗାଇ ଦେଉଥିବା ରୋଜଗାରିଆ ଯୁବକର ଜୀବନ । ଆଜ୍ଞା ହଁ ଆମେ ଦେଖାଉଛୁ ବେଗୁନିଆ ବ୍ଲକ, ଅନ୍ତର୍ଗତ ଗଡମାଣତ୍ରି ଗ୍ରାମର ରବିନ୍ଦ୍ର ବିଶ୍ଵାଳ ଙ୍କର 24 ବର୍ଷର ଭେଣ୍ଡିଆ ପୁଅ ଚନ୍ଦ୍ରଶେଖର ବିଶ୍ଵାଳ ଙ୍କର…
ମା ବୀଣାପାଣି ଟେନିସ ବଳ କ୍ରିକେଟ ଟୁର୍ନାମେଣ୍ଟର ଦ୍ୱିତୀୟ ଦିବସ ଅନୁଷ୍ଠିତ
ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସାନବାଉସେନ ଖେଳ ପଡ଼ିଆରେ ଆୟୋଜିତ ମା ବୀଣାପାଣି ଟେନିସ ବଳ କ୍ରିକେଟ ଟୁର୍ନାମେଣ୍ଟର ଦ୍ୱିତୀୟ ଦିବସ ସମ୍ପନ୍ନ ହୋଇଯାଇଛି। ପାଞ୍ଚଦିନିଆ ଏହି କ୍ରିଡ଼ା ଆସରରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ପ୍ରତିଦିନ ରୋମାଞ୍ଚକର ମ୍ୟାଚ୍…
୪ ଶ୍ରମିକ ବିରୋଧୀ ଶ୍ରମ କୋଡ଼ ବାତିଲ ଲାଗି ବିଭିନ୍ନ ଶ୍ରମିକ ସଂଗଠନର ଧର୍ମଘଟ।
କେନ୍ଦୁଝରରେ ଦୋକାନ ବଜାର ବନ୍ଦ ରହିଲା।
କେନ୍ଦୁଝର,ତା୧୨/୨- ପୂର୍ବ ଘୋଷଣା ମୁତାବକ ଆଜି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଶ୍ରମିକ ବିରୋଧୀ ଚାରି ଶ୍ରମ କୋଡ଼ ବାତିଲ ଦାବି କରି ଦେଶ ବ୍ୟାପୀ ହରତାଳ ପାଳିତ ହୋଇଯାଇଛି। କେନ୍ଦୁଝର ସହରରେ ସକାଳୁ ଶ୍ରମିକ ସଂଗଠନ କର୍ମକର୍ତ୍ତା…