Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅଗ୍ରଗାମୀ ତରଫରୁ ରାଜ୍ୟସ୍ତରୀୟ ମହିଳା ପ୍ରାକୃତିକ ଚାଷୀ ସମ୍ମିଳନୀ ଅନୁଷ୍ଠିତ
ନବରଙ୍ଗପୁର, ତାରିଖ: ୧୭.୦୨.୨୦୨୬, ଅଶୋକ ସାହୁ: ଆଜି ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର, ନବରଙ୍ଗପୁର ଠାରେ ଅଗ୍ରଗାମୀ ଏନଜିଓ ତରଫରୁ ଏକ ରାଜ୍ୟ ସ୍ତରୀୟ ମହିଳା ପ୍ରାକୃତିକ ଚାଷୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀ ରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ମହେଶ୍ୱର ସ୍ୱାଇଁ ମୁଖ୍ୟ…
“ଚାଷୀଙ୍କ ଧାନ କିଣିବା ସହ ଲାପ୍ସ ଟୋକନ୍ ନବୀକରଣ କରାଯାଉ”
ମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ ବିଧାୟିକା ଦୀପାଳି ଦାସ
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ବାକି ରହିଯାଇଥୁବା ଚାଷୀଙ୍କ ଧାନ କିଣିବା ଏବଂ ଲାପ୍ସ ହୋଇଯାଇଥିବା ଟୋକନ୍ର ନବୀକରଣ ପାଇଁ ପୂର୍ବତନ ବିଧାୟିକା ଦୀପାଳି ଦାସ ସୋମବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ…
ଜୟଦେବ ଭବନରେ ଗୁଞ୍ଜିଉଠିଲା “ସଲାମ୍”: ପୁଲୱାମା ଶହୀଦମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର: ପୁଲୱାମା ଆକ୍ରମଣରେ ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ବୀର ଶହୀଦମାନଙ୍କୁ ସ୍ମରଣ କରି ଟାଇମ୍ ଟୁ ଶାଇନ୍ ପକ୍ଷରୁ “ସଲାମ୍” ନାମକ ଏକ ଗମ୍ଭୀର ଓ ଭାବବିହ୍ୱଳ କାର୍ଯ୍ୟକ୍ରମ ଜୟଦେବ ଭବନରେ ଅନୁଷ୍ଠିତ ହୋଇଥିଲା। ସଂସ୍ଥାପିକା ଲିନା ନନ୍ଦିତା ପରିଡାଙ୍କ ନେତୃତ୍ୱରେ ଆୟୋଜିତ ଏହି…
ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଟେଙ୍କରକୁ ଧକ୍କା : ୩ ବାଇକ ଆରୋହୀଙ୍କ ଦୁଃଖଦ ମୃତ୍ୟୁ
କାଶୀପୁର ରୁ ବୈକୁଣ୍ଠ ଦୁରିଆ : ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ଥାନା ଅଞ୍ଚଳରେ ଘଟିଥିବା ଏକ ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣ ବାଇକ ଆରୋହୀଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ନଟରାଜ ପେଟ୍ରୋଲ ପମ୍ପ ନିକଟରେ ବିଳମ୍ବିତ ରାତିରେ ଘଟିଥିବା ବେଳେ, ସମଗ୍ର ଅଞ୍ଚଳରେ…
କିଟ୍ ବିଶ୍ୱବିଦ୍ୟାଳୟର ୨୨ତମ ପ୍ରତିଷ୍ଠା ଦିବସ: ବିଶ୍ୱର ୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ କିଟ୍ ଜୀବନବ୍ୟାପୀ ସାଧନା…
ଭୁବନେଶ୍ୱର, ୧୬ ।୨: ସୋମବାର କିଟ ବିଶ୍ୱବିଦ୍ୟାଳୟ ୨୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଲମ୍ବିଆ ହସପିଟାଲିଟି ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଜନ୍ ଓପେନହାଇମର; କଲମ୍ବୋ ହୁନୁପିଟିଆ ଗଙ୍ଗାରାମାୟ ମନ୍ଦିରର ମୁଖ୍ୟ ପଦାଧିକାରୀ ଡ କିରିଣ୍ଡେ ଆସାଜି ନାୟକ ଥେରୋ; ଦି…
ରାଜ୍ୟ ମହିଳା କମିଶନର ୩୩ତମ ପ୍ରତିଷ୍ଠା ଦିବସ ଅବସରରେ ସମ ନର୍ସିଂ ସୁପରିଟେଣ୍ଡେଂଟ ସମ୍ମାନିତ
ଭୁବନେଶ୍ୱର, ଫେବୃଆରୀ ୧୬: ରାଜ୍ୟ ମହିଳା କମିଶନର ୩୩ତମ ପ୍ରତିଷ୍ଠା ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲର ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ମିନତୀ ମିଶ୍ରଙ୍କୁ ସମ୍ମାନିତ କରାଯାଇଛି । ଶ୍ରୀମତି ମିଶ୍ରଙ୍କୁ…
ଉତମ ରୋଗୀ ସେବା, ଉତ୍କର୍ଷ ଚିକିତ୍ସା ଯୋଗାଇ ଦେବା ପାଇଁ ସୋଆ ବଦ୍ଧପରିକର: ସୋଆ ଉପସଭାପତି
ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ କ୍ୟାମ୍ପସ୍-୩ର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ
ବ୍ରହ୍ମପୁର, ଫେବୃଆରୀ ୧୬ : ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଥିବା ବେଳେ ଏହା ଉତମ ଓ ଉଚ୍ଚମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନେଇ…
ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୮ତମ ରାଜ୍ୟ ସ୍ତରୀୟ ଜୟନ୍ତ ପାଳିତ
https://youtu.be/pEdCQqNxSVo
ପାରଳାଖମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସାହିତ୍ୟ ଏକାଡେମୀ , ଭୁବନେଶ୍ୱର ଏବଂ ଆପନ୍ନା ପରିଚ୍ଛା ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୮ତମ ରାଜ୍ୟ ସ୍ତରୀୟ ଜନ୍ମୋତ୍ସବ ପାରଳାଖେମୁଣ୍ଡିର ସର୍ବପୁରାତନ ସାରସ୍ୱତ…
କାର୍ଯ୍ୟକ୍ଷମ ହେଲା ସମନ୍ଵିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର
ସହରରେ ଟ୍ରାଫିକ୍ ବ୍ୟବସ୍ଥାର ସୁପରିଚାଳନା ସହ ଅପରାଧିକ ଗତିବିଧି ଉପରେ ନଜର ରଖିବାରେ ହେବ ସହାୟକ
ରାଉରକେଲା,(ବସନ୍ତ କୁମାର ଜେନା ): ରାଉରକେଲା ୱାନ ପରିସରରେ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ତରଫରୁ ନିର୍ମିତ ସମନ୍ଵିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ରର (ଇଣ୍ଟିଗ୍ରେଟେଡ କମାଣ୍ଡ…
ରାଜଗାଙ୍ଗପୁର ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି
ରାଜଗାଙ୍ଗପୁର/ସୁନ୍ଦରଗଡ଼ (ବସନ୍ତ କୁମାର ଜେନା/ ): ରାଜଗାଙ୍ଗପୁର ବ୍ଲକ ପରିସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅମ୍ରିତ ପାଲ କୌର ଯୋଗ ଦେଇ ଜନସାଧାରଣଙ୍କର…