Browsing Category

ରାଜ୍ୟ

ବଳଦେବ ଜୀଉଙ୍କ ରଥ ନିର୍ମାଣ ଲାଗି ଏକ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ

ସୁରୁଖୁରୁରେ ସମ୍ପର୍ଣ୍ଣ ହେବ ରଥଯାତ୍ରା ଓ ନୀତିକାନ୍ତି ଭୁବନେଶ୍ୱର ୨୫/୦୨/୨୦୨୬: କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ବଳଦେବ ଜୀଉଙ୍କ ନୂତନ ବ୍ରହ୍ମ ତାଳଧ୍ୱଜ ରଥର ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ମଞ୍ଜୁର ହୋଇଛି । ଏଥିନେଇ ଆଇନ, ପୂର୍ତ୍ତ ଓ…

ଦୁର୍ବୃତ୍ତଙ୍କ ଆତଙ୍କ, ପୋଲିସର ନିରବତା! ୪ ଦିନ ପରେ ମଧ୍ୟ ଫେରାର ଆସାମୀ,ନ୍ୟାୟ ଅପେକ୍ଷାରେ ପୀଡିତ ଓ ଗ୍ରାମବାସୀ ।

କେନ୍ଦ୍ରାପଡା:୨୫/୦୨(ପ୍ରଫୁଲ୍ଲ କୁମାର ମଲ୍ଲ) ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଡେରାବିଶ ଅଞ୍ଚଳରେ ଘଟିଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ଦୁର୍ବୃତ୍ତଙ୍କ ଆତଙ୍କ ସହ ପୋଲିସର ନିସ୍କ୍ରିୟତା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ଦୀର୍ଘ ଦିନର ଜମି ବିବାଦ ନେଇ ରବିବାର ଦିନ କିଛି ଦୁର୍ବୃତ୍ତ ମିଶି…

କୋଟି କୋଟି ଖର୍ଚ୍ଚ ପରେ ମଧ୍ୟ ଦୀର୍ଘସ୍ଥାୟୀ ନୁହେଁ ରାସ୍ତା : ଘେଁସ ବଡଯୋର–ପଡ଼ାଛକ ୧୫ କିମି ରାସ୍ତାରେ ଅନିୟମିତତା…

ବିଜେପୁର :-ବରଗଡ଼ ଜିଲ୍ଲାର ଘେଁସ ବଡଯୋର ଠାରୁ ପଡ଼ାଛକ ପର୍ଯ୍ୟନ୍ତ ପ୍ରାୟ ୧୫ କିଲୋମିଟର ଦୈର୍ଘ୍ୟରେ ନିର୍ମିତ ନୂତନ ରାସ୍ତାର ନିମ୍ନମାନ ନିର୍ମାଣ କାମକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଛି। ସରକାର କୋଟି କୋଟି ଟଙ୍କା ବ୍ୟୟ କରି ଉନ୍ନୟନ କାମ କରୁଥିବା ସତ୍ତ୍ୱେ ନିର୍ମାଣର…

ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ ନୂଆପଡ଼ା ଏନ୍‌ଏସି ଚେୟାରମ୍ୟାନ ଆଦମ୍ ଖାନ

 ଅଧ୍ୟକ୍ଷଙ୍କ ସମତେ ୮ କାଉନ୍‌ସିଲର ଓ ଏନ୍‌ଏସିର ବହୁ ସଦସ୍ୟ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଲେ ନୂଆପଡ଼ା/ଭୁବନେଶ୍ୱର, ତା.୨୪/୦୨: ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ। ଦେଶର ୨୧ ରାଜ୍ୟରେ ବିଜେପି ଏବଂ ଏନ୍‌ଡିଏ ସରକାର ଅଛି। ସାଂସଦ, ବିଧାୟକଙ୍କଠାରୁ ଆରମ୍ଭ କରି…

ଟେରାକୋଟା କୃତି ପ୍ରସ୍ତୁତିରେ ବିଶ୍ଵ ରେକର୍ଡ଼: ପୂର୍ବ ରେକର୍ଡ଼କୁ ଭାଙ୍ଗିଲେ ୭ ଜଣ ଟେରାକୋଟା କାରିଗର

ଏକ ଘଣ୍ଟାରେ ୩୧୦ ଟି ଗ୍ଳାସ୍ ପ୍ରସ୍ତୁତ କରି ରେକର୍ଡ଼ କଲେ ବରଗଡ଼ର ସେବକ ରଣା ଭୁବନେଶ୍ୱର, ତା୨୪ /୨ /୨୦୨୬ : ଟେରାକୋଟା କୃତି ପ୍ରସ୍ତୁତିରେ ବିଶ୍ଵ ରେକର୍ଡ଼ କରିଛି ଓଡ଼ିଶା । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ “ଭବ୍ୟ ଟେରାକୋଟା କୃତି ପ୍ରସ୍ତୁତି” ପ୍ରତିଯୋଗିତାରେ…

୨୦୨୬-୨୭ ବର୍ଷ ପାଇଁ ଲୋକାଭିମୁଖୀ ବଜେଟ: ଝାରସୁଗୁଡ଼ା, ବଲାଙ୍ଗୀର ଓ ପିପିଲିରୁ ଜନସାଧାରଣ ଆସି ମୁଖ୍ୟମନ୍ତ୍ରୀଙ୍କୁ…

ଉପକୂଳରୁ ପଶ୍ଚିମାଞ୍ଚଳ ସମସ୍ତଙ୍କ ପାଇଁ ଖୁସି ଆଣିଛି ବଜେଟ୍ ଭୁବନେଶ୍ୱର,୨୪ ଫେବୃଆରୀ ୨୦୨୬: ଆଜି ସନ୍ଧ୍ୟାରେ ଭୁବନେଶ୍ୱର ରାଜ୍ୟ ଅତିଥିଭବନ ଠାରେ ଝାରସୁଗୁଡ଼ା, ପୁରୀ ଜିଲ୍ଲାର ପିପିଲି ଏବଂ ବଲାଙ୍ଗୀର ଜିଲ୍ଲାରୁ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ଆସି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…

ବାଲ୍ୟ ବିବାହ ନିଷେଧ ସମ୍ପର୍କିତ ସଚେତନତା

ଜଗତସିଂହପୁର,ତା-୨୪. ୦୨. ୨୦୨୬/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧୀକରଣର ତରଫରୁ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣ ଅଧ୍ଯକ୍ଷ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଜାତୀୟ ଆଇନ ସେବା…

ମାର୍ଚ୍ଚ ୧ରେ ନୟାଗଡ଼ ଜିଲ୍ଲା “ବିକଶିତ ଭାରତ ଯୁବ ସଂସଦ” କାର୍ଯ୍ୟକ୍ରମ

ଓଡ଼ଗାଁ, ୨୪।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷ ପରିସରରେ ଜାତୀୟ ସେବା ଯୋଜନା ୟୁନିଟ୍ ପକ୍ଷରୁ ଜିଲ୍ଲାସ୍ତରୀୟ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ନିମନ୍ତେ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।…

ସ୍ୱାଧୀନତା ସଂଗ୍ରାମୀ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ଓଡ଼ଗାଁ,୨୪।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ଏକାଦଶାହ ଅବସରରେ ଓଡ଼ଗାଁ କଲ୍ୟାଣ ମଣ୍ଡପରେ କମ୍ରେଡ ବିଶ୍ୱନାଥ ମହାପାତ୍ରଙ୍କ ସଭାପତିତ୍ୱରେ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବନ୍ଧୁ–ପରିଜନ, ସ୍ଥାନୀୟ…

ଜାରି ରହିଛି ବେଆଇନ ମାଙ୍କଡା ଚାଲାଣ : ଟ୍ରକ୍, ଟ୍ରାକ୍ଟର ଜବତ

ଓଡ଼ଗାଁ, ୨୪।୨ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପୋଲିସ ସୋମବାର ରାତିରେ ପାଟ୍ରୋଲିଂ କରୁଥିବା ବେଳେ ମଙ୍ଗଳବାର ପ୍ରଭାତ ସମୟରେ ରବି ଗାଡ଼ିଆ ପଞ୍ଚାୟତ ବଳଭଦ୍ରପୁରରୁ ଓଡି ୦୨ ବିକେ ୫୭୫୭ ମାଙ୍କଡ଼ା ପଥର ବୋଝେଇ ଟ୍ରକକୁ ଜବତ କରିଥିଲେ । ସେହିପରି ଓଡି ୫ଜି ୭୮୬୭…