Browsing Category

ରାଜ୍ୟ

ଓଡ଼ିଶାର ବିଭିନ୍ନ ସ୍ଥାନର ଅପଭ୍ରଂଶ ଇଂରାଜୀ ନାମ ବଦଳିବ ; ମୂଳ ଓଡ଼ିଆ ନାମର ହେବ ପୁନରୁଦ୍ଧାର

ପ୍ରସ୍ତାବ ନିମନ୍ତେ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜସ୍ୱ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବ୍ରିଟିଶ୍ ଶାସନ ସମୟରୁ ପ୍ରଚଳିତ ଭୁଲ୍ ବନାନ୍ ସଂଶୋଧନ ହେବ ୨୮ ଫେବୃୟାରୀ , ୨୦୨୬ : ଓଡ଼ିଶାର ଯେଉଁ ସ୍ଥାନଗୁଡ଼ିକରେ ସରକାରୀ ଭାବରେ ବ୍ୟବହୃତ ଇଂରାଜୀ ନାମଗୁଡ଼ିକ ସେମାନଙ୍କର…

ମହୋଦଧିରେ ଗୋବିନ୍ଦ ଦ୍ୱାଦଶୀ ବୁଡ଼ରେ ସାମିଲ ହେଲେ ଶ୍ରଦ୍ଧାଳୁ

ପୁରୀ, ୨୮/୨ (ଅନିମେଶ ପଟ୍ଟନାୟକ) :- ଫାଲଗୁନ ଶୁକ୍ଳ ଦ୍ୱାଦଶୀ ତିଥିରେ ଶନିବାର ଶ୍ରୀମନ୍ଦିର ସିଂହଦ୍ଵାର ଏମାର ମଠ ଚକଡା ଠାରୁ ସାଧୁସନ୍ଥ, ସେବାୟତ ଓ ଭକ୍ତ ମାନେ ଶୋଭାଯାତ୍ରାରେ ବାହାରି ସ୍ବର୍ଗଦ୍ବାର ସ୍ଥିତ ମହୋଦଧିର ଶ୍ରୀନାରାୟଣ ବିଜେଘାଟ ଠାରେ ପବିତ୍ର ଗୋବିନ୍ଦ ଦ୍ୱାଦଶୀ ବୁଡ଼…

ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ଥିବା ନବଜାତ ଶିଶୁର ଜୀବନ ବଂଚାଇଲେ ସମ୍ ଡାକ୍ତର

ଭୁବନେଶ୍ୱର, ଫେବୃଆରୀ ୨୮: ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ୍ ନେଇଥିବା ଏକ କମ୍ ଓଜନର ଶିଶୁ କନ୍ୟାର କ୍ଷୁଦ୍ରାନ୍ତ୍ରର ପ୍ରଥମ ଭାଗ ଅବରୋଧ (ଡୁ୍ୟଓଡେନାଲ୍ ଆଟ୍ରିସିଆ) ହୋଇ ରହିଥିବା ସହ ଡାଉନ୍ ସିଣ୍ଡେ୍ରାମ୍ ଭଳି ସମସ୍ୟା ଥାଇ ମଧ୍ୟ ଏଠାରେ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ…

ସହରୀକରଣ ରାଜ୍ଯ ଜିଡିପିର ଏକ ତୃତୀୟାଂଶ ଅଭିବୃଦ୍ଧି କରିବ: ଶ୍ରୀମତୀ ଉଷା ପାଢୀ

ଭୁବନେଶ୍ୱର, ୨୭ ଫେବୃଆରୀ ୨୦୨୬: ‘ବିକାଶ ମନ୍ଥନ ୧.୦ – ଗଭର୍ଣ୍ଣାନ୍ସ ଇନ୍ ଆକ୍ସନ’ର ଚତୁର୍ଥ ପ୍ଲେନାରୀ ଅଧିବେଶନ ‘ସମୃଦ୍ଧ ଓଡ଼ିଶା’ରେ ରାଜ୍ୟକୁ ଏକ ଉଚ୍ଚ-ଅଭିବୃଦ୍ଧିଶୀଳ ଓ ଭବିଷ୍ୟତ-ପ୍ରସ୍ତୁତ ଅର୍ଥନୀତି ଦିଗରେ ଆଗେଇ ନେବା ପାଇଁ ଏକ ମହତ୍ୱାକାଂକ୍ଷୀ ତଥା ସମନ୍ୱିତ ରୋଡମ୍ୟାପ୍ ପ୍ରଦର୍ଶିତ…

ଓଡ଼ଗାଁ ତହସିଲ କାର୍ଯ୍ୟାଳୟ ବଡ଼ ବାବୁଙ୍କ ଅବସର ଗ୍ରହଣ

ଓଡ଼ଗାଁ,୨୮।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ ବଡ଼ବାବୁ ପ୍ରାଣକୃଷ୍ଣ ରଥ ତାଙ୍କ ସରକାରୀ କାର୍ଯ୍ୟରୁ ଶନିବାର ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ତହସିଲଦାର ମାନସ ରଞ୍ଜନ ଭୋଇଙ୍କ ଉଦ୍ୟମରେ ଓଡ଼ଗାଁ ରାମ ସାଗର ପାର୍କ ଠାରେ ଶୁକ୍ରବାର ସନ୍ଧ୍ୟାରେ ଏକ ବିଦାୟ…

ଓଡ଼ଗାଁ ମିନି ଷ୍ଟାଡିୟମରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ

ପ୍ରଥମ ସେମିଫାଇନାଲରେ ସେବାୟତ ଏକାଦଶ ଫାଇନାଲକୁ  ଏବଂ ବ୍ଳକ ବ୍ଳାଷ୍ଟର ସେମି ଫାଇନାଲକୁ ଉନ୍ନୀତ ଓଡ଼ଗାଁ, ୨୮।୨ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ମିନି ଷ୍ଟାଡିୟମରେ ଆୟୋଜିତ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଶନିବାର ଦିନ ରୋମାଞ୍ଚକର ମ୍ୟାଚ୍…

ବିଜେପୁରକୁ ସବ୍-ଡିଭିଜନ ମାନ୍ୟତା ଦାବୀରେ ବିରାଟ ସାଧାରଣ ସଭା

ବିଜେପୁର :-ରାଜ୍ୟରେ ପ୍ରଶାସନିକ ପୁନର୍ଗଠନ ନେଇ ଚର୍ଚ୍ଚା ଚାଲିଥିବାବେଳେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଝାରୀ କହିଛନ୍ତି ଯେ ସରକାରଙ୍କ ନିକଟକୁ ୬୬ଟି ନୂତନ ସବ୍-ଡିଭିଜନ ଗଠନ ପାଇଁ ପ୍ରସ୍ତାବ ଆସିଛି। ଏହି ପରିପ୍ରେକ୍ଷିତରେ ବିଜେପୁର ଅଞ୍ଚଳକୁ ସ୍ୱତନ୍ତ୍ର ସବ୍-ଡିଭିଜନ ମାନ୍ୟତା ଦେବା ଦାବୀ…

ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର

 କେନ୍ଦୁଝର,ତା୨୮/୨- ଆଜି ଘଟଗାଁ ଥାନା ଅନ୍ତର୍ଗତ ଭୋଳବେଡ଼ା ପଞ୍ଚାୟତ ନିକଟବର୍ତ୍ତୀ ଠାକୁରାଣୀ ଶାଳ ନିକଟରେ ଥିବା ବୁଲାଣି ରାସ୍ତାରେ ବାଇକ୍ ସହିତ ବାଇକ୍ ଧକ୍କାରେ ସାନ୍ତରାପୁର ପଞ୍ଚାୟତ ଅନ୍ତର୍ଗତ ପାରାଭାଡି ସାହିର ଚିନ୍ତାମଣି ନାୟକ ( ୪୩ )ଙ୍କ ମୃତ୍ଯ ଘଟିଛି। ଖବରପାଇ ଢେଙ୍କିକୋଟ…

ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ଭାରତ ସରକାରଙ୍କର ଏକ…

ମା ଉତ୍ତରାୟଣୀଙ୍କ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟ ବରପୁରଠାରେ ମାଁ ଉତ୍ତରାୟଣୀଙ୍କ ତ୍ରୈବାର୍ଷିକ ଠାକୁରାଣୀ ଯାତ୍ରା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଗାଙ୍ଗପୁର ଥାନାଧିକାରୀ ବନବିହାରୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଯାତ୍ରା କମିଟି…