Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭଞ୍ଜନଗରରେ ବିଶ୍ଵ ଖାଊଟି ଦିବସ ପାଳିତ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ବିଶ୍ଵ ଖାଊଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବାର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ଭଞ୍ଜନଗର ସ୍ଥିତ କାରଗିଲ୍ ଭବନ ଠାରେ ଗ୍ରାହକ ଦିବସ ପାଳନ କରିଥିଲେ। ଏଥିରେ ସଭାପତିତ୍ଵ କରିଥିଲେ ଏମ୍ କେ ସ୍ଵାଇଁ…
ଡିଜିଏମ୍ଏସ୍ ବାର୍ଷିକ ଖଣି ସୁରକ୍ଷା ପକ୍ଷରେ ବେଦାନ୍ତ ଆଲୁମିନିୟମ ଜାମଖାନି କୋଇଲା ଖଣିର ରେକର୍ଡ
ସର୍ବଶ୍ରେଷ୍ଠ ଖଣି, ଏମଡିଓ, ସୁରକ୍ଷା ପରିଚାଳନା ଏବଂ ଖଣି ଆଲୋକୀକରଣ ବର୍ଗର ସମସ୍ତ ପୁରସ୍କାର ହାସଲ
ଭୁବନେଶ୍ୱର୧୭/୦୩/୨୦୨୬ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ସମ୍ବଲପୁରରେ ଆୟୋଜିତ ବାର୍ଷିକ ଖଣି ସୁରକ୍ଷା ପକ୍ଷ (ଏଏମ୍ଏସ୍ଏଫ୍) ପୁରସ୍କାର ସମାରୋହରେ ନିଜର…
ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ ।
ଭୁବନେଶ୍ୱର, ୧୭ ମାର୍ଚ୍ଚ, ୨୦୨୬: ବର୍ଦ୍ଧିତ ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀମାନଙ୍କୁ ନିରନ୍ତର ଓ ସୁବିଧାଜନକ ଯାତ୍ରା ସେବା ଯୋଗାଇବା ଉଦ୍ଦେଶ୍ୟରେ, ଭାରତୀୟ ରେଳବାଇ ପୂର୍ବରୁ ସ୍ୱତନ୍ତ୍ର (ସ୍ପେଶାଲ୍) ଟ୍ରେନ୍ ଭାବରେ ଚାଲୁଥିବା କିଛି ଟ୍ରେନକୁ ନିୟମିତ କରିବା ପାଇଁ ଅନୁମୋଦନ…
ଯିଏ ବିଜୁ ବାବୁଙ୍କ ସହ ବିଶ୍ୱାସଘାତ କରିଥିଲେ, ତାଙ୍କ ପୁଅ ନବୀନ ବାବୁଙ୍କ ସହ ବିଶ୍ୱାସଘାତ କଲେ
"ମୁଖ୍ୟମନ୍ତ୍ରୀ ଘୋଡ଼ା ବେପାରରେ ସମ୍ପୃକ୍ତ"
ରାଜ୍ୟସଭା ନିର୍ବାଚନ ଗଣତନ୍ତ୍ର ପାଇଁ କଳାଦିନ: ବିଜେଡି
ବିଜୁ ବାବୁଙ୍କ ବିଚାରଧାରାକୁ ପ୍ରତିଦିନ ହତ୍ୟା କରୁଥିବା ଦଳ ନିକଟରେ ନିଜକୁ ବିଜୁ ଲିଗାସୀ କହୁଥିବା ବ୍ୟକ୍ତିମାନେ ବିକି୍ର ହୋଇଗଲେ
୩ ମାସ ତଳୁ ବିଜେଡିକୁ ଭାଙ୍ଗିବା…
ଡ୍ରେନ ସଫେଇ ହେଉ ନଥିବାରୁ ଡ୍ରେନ ପାଣି ଦୋକାନରେ ପଶିଲା।
ପୌର ଅଧ୍ୟକ୍ଷାଙ୍କ ବାପଘର ମାର୍କେଟ କମ୍ପ୍ଲେକ୍ସ ଭିତରେ ପଚା ପାଣି ଲହଡି ମାରିଲା।
କେନ୍ଦୁଝର,ତା୧୭/୩- ବର୍ଷା ପାଣିର ପ୍ରକୃତି ତଳ ମୁଣ୍ଡକୁ ଗଡ଼ିବା, ଯେମିତି ହେଲେ ସେ ଗଡ଼ିଯିବ। ଏହିକଥା କାଲି ରାତି ଅଧିଆ ବର୍ଷା ପରେ ଘଟିଛି ତେଣୁ ଟିଭିଏସ ସୋରୁମ ତଳେ ଥିବା ଗୁରୁମେତ ସିଂହ ମାର୍କେଟ…
ଐତିହାସିକ ବାରୁଣୀ ସ୍ନାନଯାତ୍ରା ଭଞ୍ଜନଗର ବ୍ଳକ୍ ରାଇପଲ୍ଲି ଠାରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଯୋଗଦାନ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ:ପବିତ୍ର ଚୈତ୍ର କୃଷ୍ଣ ପକ୍ଷ ଦ୍ଵାଦଶୀ ତିଥିରେ ଅର୍ଥାତ୍ ଅଦ୍ୟ ମାର୍ଚ୍ଚ ମାସ ୧୭ ତାରିଖ ପବିତ୍ର ଚୈତ୍ର ମାସ ମଙ୍ଗଳ ବାର ଦିନ ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ କୁଲାଡ ପଞ୍ଚାୟତ ର ରାଇପଲ୍ଲି ବଡନଦୀ ର ତ୍ରିବେଣୀ ସଙ୍ଗମ ସ୍ଥଳରେ ଐତିହାସିକ ବାରୁଣୀ…
ନୀତା ଅମ୍ବାନୀଙ୍କ ପରିଧାନରେ ସମ୍ବଲପୁରୀ ଶାଢ଼ୀ: ବରପାଲି ବୁଣାକାରଙ୍କ କଳାକୃତିକୁ ଜାତୀୟ ସ୍ୱୀକୃତି
ବରପାଲି :-ଜାତୀୟ ପୁରସ୍କାରପ୍ରାପ୍ତ ବୁଣାକାର ସୁକାନ୍ତି ମେହେରଙ୍କ ଦ୍ୱାରା ବୁଣାଯାଇଥିବା ଏକ ସୁନ୍ଦର ସମ୍ବଲପୁରୀ ଶାଢ଼ୀ, ନୀତା ଅମ୍ବାନୀଙ୍କ ପରିଧାନ ପରେ ଜାତୀୟ ସ୍ତରରେ ବିଶେଷ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ଏହି ଘଟଣା କେବଳ ଏକ ଶାଢ଼ୀର ସୌନ୍ଦର୍ଯ୍ୟକୁ ନୁହେଁ, ବରଂ ଓଡ଼ିଶାର ବରଗଡ଼…
ପବିତ୍ର ବାରୁଣୀ ଯାତ୍ରାରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଇଲେ।
ବସ୍ତା ୧୭/୩:ବସ୍ତା ଥାନା ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତର ଵେଣାପୁରା ଗ୍ରାମ ସ୍ଥିତ ସୁବର୍ଣ୍ଣରେଖା ନଦୀରେ ପାରମ୍ପାରିକ ପବିତ୍ର ବାରୁଣୀ ସ୍ନାନ ଉପଲକ୍ଷେ ଆଜି ବହୁ ଶ୍ରଦ୍ଧାଳୁ ବୁଡ ପକାଇଥିଲେ।ବେଣାପୁରା ଠାରେ ଥିବା ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ଓ ମହାଦେବ ପୀଠରେ ପାରମ୍ପାରିକ ପୂଜା…
ମିଳିମିଳା ସଚେତନା ଓ ସ୍ଵାସ୍ଥ୍ୟ ଶିବିର
ବ୍ରହ୍ମପୁର, ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ମିଳିମିଳା ରୋଗ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ଏହି ରୁତୁରେ କିଛି ଶିଶୁଙ୍କୁ ମସୁର ପରି କିଛି ଚିହ୍ନ ଦେଖାଗଲେ ପରିବାର ଲୋକ ସନ୍ଦେହରେ ବସନ୍ତ ଭାବି…
ଜାତୀୟ ଓ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ।
ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଜାତୀୟ ମହିଳା ଆୟୋଗ ଓ ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି l ଏହି ଜନଶୁଣାଣୀ ଶିବିରରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ୨୯ଗୋଟି ମୋକଦ୍ଦମା ଦାୟର ହୋଇଥିଲା l ତନ୍ମଧ୍ୟରୁ ଉଭୟ ଦଳ ପକ୍ଷରୁ ୮ଗୋଟି,ଏକ…