Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗୁଡାରିରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ତା.୧୮-୦୫-୨୦୨୬ରିଖ ଦିନ ଗୁଡରି ବ୍ଲକ ସଭାଗୃହରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତା ରେ…
ଜିଲ୍ଲା ସଙ୍କଟ ପରିଚାଳନା କମିଟିର ବୈଠକ
ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଉପରେ ବିଶେଷ ଆଲୋଚନା
ଖାଉଟି ଆତଙ୍କିତ ନ ହେବାକୁ ପରାମର୍ଶ।
ନବରଙ୍ଗପୁର ୧୮.୫.୨୦୨୬: ଅଶୋକ ସାହୁ,ନବରଙ୍ଗପୁର ଜିଲ୍ଲାରେ ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣର ମହଜୁଦ ରହିଛି ଏବଂ ସ୍ଥିତି ସ୍ୱାଭାବିକ ଅଛି।ତେଣୁ ସାଧାରଣ…
ନନ୍ଦାହାଣ୍ଡି ଠାରେ ଜିଲ୍ଲାପାଳଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର…
ନବରଙ୍ଗପୁର ତା ୧୮.୦୫.୨୦୨୬:ଅଶୋକ ସାହୁ,ନନ୍ଦାହାଣ୍ଡି ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ଵର ସ୍ୱାଇଁ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ…
ଏନଏସଇ ପକ୍ଷରୁ ଇଲେକ୍ଟ୍ରୋନିକ ଗୋଲ୍ଡ ରିସିପ୍ଟରେ ଟ୍ରେଡିଂ ଆରମ୍ଭ
ଭୁବନେଶ୍ୱର,: ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନଏସଇ) ପକ୍ଷରୁ ଆଜିଠାରୁ ଇଲେକ୍ଟ୍ରୋନିକ ଗୋଲ୍ଡ ରିସିପ୍ଟ (ଇଜିଆର) ସେଗ୍ମେଂଟରେ ଲାଇଭ୍ ଟ୍ରେଡିଂ ଆରମ୍ଭ କରାଯାଇଛି । ଗତ ଶନିବାର, ମେ’ ୧୬ ତାରିଖରେ ୨୦୨୬ରେ ଏକ ବିସ୍ତୃତ ମକ୍ ଟ୍ରେଡିଂ କରାଯିବା ପରେ ଆଜି ଏହାର ଔପଚାରିକ…
ଚାନ୍ଦିପୁଟ କଲେଜରେ ଛାତ୍ରଛାତ୍ରୀଙ୍କ ସଫଳତା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଚାନ୍ଦିପୁଟ ସ୍ନାତକ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ଅପୂର୍ବ ସଫଳତା ହାସଲ କରିଛନ୍ତି। ନିକଟରେ ସ୍ନାତକ ପରୀକ୍ଷାର ଆଇଆରପିଏମ୍ ବିଭାଗରେ ପ୍ରଥମ ଦଶ ଜଣ ମଧ୍ଯରୁ ୫ ଜଣ ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ତୃତୀୟ ସ୍ଥାନରେ…
ଜିଲ୍ଲାପାଳଙ୍କ ବିଭିନ୍ନ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ; ଜିଲ୍ଲାରେ ଶିକ୍ଷାର ମାନ ଓ ଭିତ୍ତିଭୂମି ବିକାଶର ସମୀକ୍ଷା
ଝାରସୁଗୁଡ଼ା:ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଆଜି ଜିଲ୍ଲାର ଶିକ୍ଷା ବ୍ୟବସ୍ଥାର ସୁଧାର, ଶିକ୍ଷାଦାନର ମାନ ଏବଂ ଭିତ୍ତିଭୂମିର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ପାଇଁ ବିଭିନ୍ନ ବିଦ୍ୟାଳୟ ଗସ୍ତ କରିଛନ୍ତି। ଆଜି ଲଇକେରା ବ୍ଲକରେ ଆୟୋଜିତ ଯୁଗ୍ମ ଜନ ଶୁଣାଣି ଶିବିର ପରେ ଜିଲ୍ଲାପାଳ…
ଲଇକେରା ବ୍ଲକରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ
୩୭ ଗୋଟି ଅଭିଯୋଗର ଶୁଣାଣି
ରେଡକ୍ରସ ପାଣ୍ଠିରୁ ୨୦,୦୦୦ ଟଙ୍କାର ସହାୟତା ପ୍ରଦାନ
ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଜିଲ୍ଲାପାଳଙ୍କ ପରାମର୍ଶ
ଜନସାଧାରଣଙ୍କ ସମସ୍ୟାର ତ୍ଵରିତ ପଦକ୍ଷେପ ଗ୍ରହଣରେ କୌଣସି ପ୍ରକାର ଅବହେଳା କିମ୍ବା ବିଳମ୍ବକୁ ପ୍ରଶାସନ ତରଫରୁ…
ଶ୍ରୀ ଭେଙ୍କଟେଶ୍ବର ସ୍ନାତକ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ କୃତିତ୍ୱ : ପ୍ରଥମ ୧୦ ଟି ସ୍ଥାନ ରେ ସ୍ଥାନିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ସ୍ଥିତ ଶ୍ରୀ ଭେଙ୍କଟେଶ୍ବର ସ୍ନାତକ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଦ୍ୱାରା ଆୟୋଜିତ ପରୀକ୍ଷା ରେ କୃତିତ୍ୱ ହାସଲ କରି ଶ୍ରେଷ୍ଠ ୧୦ ଟି ସ୍ଥାନ ରେ ରହି କଲେଜ ତଥା କାଶୀନଗର ବ୍ଲକ…
ନୂଆଦିଲ୍ଲୀରେ ସୋଆକୁ ସିଏସ୍ଆର୍ ସମ୍ମାନ
ଭୁବନେଶ୍ୱର, ମେ ୧୮ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଇଂରାଜୀ ପତ୍ରିକା ‘କମ୍ପିଟିସନ୍ ସକ୍ସେସ୍ ରିଭ୍ୟୁ’ ପକ୍ଷରୁ ସିଏସ୍ଆର୍ ସମ୍ମାନ ପ୍ରଦାନ କରାଯାଇଛି । ରବିବାର ନୁଆଦିଲ୍ଲୀ ଠାରେ ଆୟୋଜିତ ସିଏସ୍ଆର୍ ସମ୍ମାନ ଉତ୍ସବରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ…
ଅଖିଲ ଅଘରିଆ ସମାଜର ବୈଠକ
କୋଲାବିରା: କୋଲାବିରା ବ୍ଳକ ଭାଲୁମାଲ ଶିବ ମନ୍ଦିର ମଣ୍ଡପରେ ଅଖିଳ ଅଘରିଆ ସମାଜ ଆଞ୍ଚଳିକ ଲଇଡ଼ା ସମିତିର ବୈଠକ ଅନୁଷ୍ଠିତ ହୋଇଛି। ଆଞ୍ଚଳିକ ଲଇଡ଼ା ସଭାପତି ବିନୟ ଚୌଧୁରୀଙ୍କ ସଭାପତିତ୍ଵରେ ଆୟୋଜିତ ବୈଠକରେ ସମାଜର ସାମଗ୍ରିକ ବିକାଶ, ପରମ୍ପରା, ସମାଜର ରୀତିନିତି, ନିୟମ ପାଳନ, ଅନ୍ୟ ଜାତି…