Browsing Category

ରାଜ୍ୟ

ମାଲକାନଗିରିରେ ପରିବହନ ବିଭାଗ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍: ନିୟମ ମାନିଲେ ଚକୋଲେଟ୍, ଅମାନିଆଙ୍କୁ ଫାଇନ୍

ରାଜ୍ୟ ପରିବହନ ପ୍ରାଧିକରଣ ବା STAଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଛି ସ୍ପେଶାଲ ଏନଫୋର୍ସମେଣ୍ଟ ଡ୍ରାଇଭ୍। ସଡ଼କ ସୁରକ୍ଷାକୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ପରିବହନ ବିଭାଗ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି। ଯେଉଁମାନେ ହେଲମେଟ୍ ପିନ୍ଧି ଓ ସମସ୍ତ ନିୟମ ମାନି…

ଶ୍ରୀମତୀ ମିନା କୁମାରୀ ଟହଲ ଓ ଶ୍ରୀମତୀ ସ୍ବର୍ଣ୍ଣ ପ୍ରଭା ପାଠୀ ଙ୍କୁ ଡକ୍ଟରେଟ ଇନ୍ ଲିଟ୍ରେଚର ସମ୍ମାନ ପ୍ରଦାନ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ୱର ସ୍ଥିତ କଳିଙ୍ଗ ହସ୍ପିଟାଲ ନିକଟ ଆର ସିଏ ମ କଲେଜ ସଭା କକ୍ଷରେ ଓମେନ ପ୍ରୋଟେକସନ୍ ଏଣ୍ଡ ଏମପାୱାରମେଣ୍ଟ ୱାଇଲ୍ଡ ଫାଉଣ୍ଡେସନ ପକ୍ଷରୁ ଇଣ୍ଡିଆନ ଆୱାଡସ ସେରମନି ଉତ୍ସବ ରେ ଭାଷା କଳା ସାହିତ୍ୟ ସଂସ୍କୃତି ଦିଗରେ ବିଶେଷ ଅବଦାନ ପାଇଁ…

ଭାଜପା ପକ୍ଷରୁ ପୌରାଞ୍ଚଳ ମିଶ୍ରଣ ପର୍ବ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଖଞ୍ଜା ସାହି ଠାରେ ଭାରତୀୟ ଜନତା ପାର୍ଟିର ନୂତନ କାର୍ଯ୍ୟାଳୟ ଠାରେ ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ନବ କିଶୋର ଶବରଙ୍କ ସଭାପତିତ୍ୱ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ…

ଜିଲ୍ଲାପାଳଙ୍କ ଜନଶୁଣାଣି: ୮୦ଟି ଆବେଦନ ମଧ୍ୟରୁ ଅନେକ ସମସ୍ୟାର ତୁରନ୍ତ ସମାଧାନ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ଏବଂ ସରକାରୀ ସେବାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ମାଥିଲି ବ୍ଲକ ଅନ୍ତର୍ଗତ କମାରପଲ୍ଲୀ ଗ୍ରାମ ପଞ୍ଚାୟତ ପରିସରରେ ଆଜି ଏକ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି…

ମାଲକାନଗିରିରେ ଜନଗଣନା-୨୦୨୭ ପ୍ରସ୍ତୁତି ଜୋରଦାର

ଏନୁମେରେଟର ଓ ସୁପରଭାଇଜରଙ୍କ ତାଲିମ ଶିବିର ଆରମ୍ଭ ମାଲକାନଗିରି, ୨୩/୦୩/୨୦୨୬: ଦେଶର ପ୍ରଥମ ସମ୍ପୂର୍ଣ୍ଣ ଡିଜିଟାଲ ଜନଗଣନା-୨୦୨୭ କୁ ସଫଳ କରିବା ପାଇଁ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି କ୍ରମରେ…

ଜୁନିଅର ରେଡକ୍ରସ ର ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ

"ଶିଶୁ ହସିଲେ ଦୁନିଆ ହସେ " ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତୀୟ ରେଡକ୍ରସ ଓଡିଶା ରାଜ୍ୟ ଶାଖା ଭୁବନେଶ୍ୱର ଓ ଗଜପତି ଜିଲ୍ଲା ଜୁନିଅର ରେଡକ୍ରସର ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସଦର ନିକଟସ୍ଥ ମହେନ୍ଦ୍ରଗିରି ମୁନିସିପାଲିଟି ଉଚ୍ଚ ବିଦ୍ୟାଳୟ ରେ ଏକ ଦିବସୀୟ ମେକ୍ ଏ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ ,…

ବ୍ରହ୍ମାକୁମାରୀ ତରଫରୁ ରାଉରକେଲାରେ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ

ରାଉରକେଲା,(ବସନ୍ତ କୁମାର ଜେନା): ବ୍ରହ୍ମାକୁମାରୀଜ୍ ରାଜଯୋଗ ଧ୍ୟାନ କେନ୍ଦ୍ର, ସେକ୍ଟର ୫ ଗୋଲଘର ଠାରେ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା। ଏହାକୁ ଆଇଏମଏ ରାଉରକେଲା ସିଟି ବ୍ରାଞ୍ଚ ଓ ଆରଜିଏଚ ଡାକ୍ତରମାନଙ୍କ ସହଯୋଗରେ ସଫଳଭାବେ ପରିଚାଳିତ ହୋଇଥିଲା ।ଏହି…

ଉଗ୍ରତାରା ଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ମହିଳାଙ୍କ ଜଳଯାତ୍ରା

  ବେଲଗୁଣ୍ଠା -:23/03/26(ଶିବରାମ ଚୌଧୁରୀ )--: ଘୁ. ନୂଆଗାଁ ଓଧୁମୁଛାଇଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ମାଁ ଉଗ୍ରତାରା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲୁରହିଛି । ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିବସରେ ଖୋର୍ଦ୍ଧା ଜିଲ୍ଲାଭୁସୁଣ୍ଡୁପାଳ ମାଁ ଉଗ୍ରତାରା ମନ୍ଦିରରୁ ଆଜ୍ଞାମାଳ ଅଣାଯାଇ…

ପ୍ରକୃତି ବନ୍ଧୁ ସୁମନ୍ତ ଜେନାଙ୍କ ଦ୍ଵାରା ବେଳାଭୂମି ସଫେଇ କାର୍ଯକ୍ରମ

ବାଲେଶ୍ବର : ୨୧/୩ ବାଲେଶ୍ବର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କଷାଫଳ ବେଳାଭୂମି ସ୍ଥିତ ବାରୁଣୀ ମେଳା ପଡିଆରେ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ସୁରେନ୍ଦ୍ର ନାଥ ଜେନା ସ୍ମୃତି କମିଟି ପକ୍ଷରୁ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ କଷାଫଳ ବାରୁଣୀ ଘାଟକୁ ଓଡିଶା ସମେତ…