Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଲଇକେରା ବ୍ଲକରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ
୩୭ ଗୋଟି ଅଭିଯୋଗର ଶୁଣାଣି
ରେଡକ୍ରସ ପାଣ୍ଠିରୁ ୨୦,୦୦୦ ଟଙ୍କାର ସହାୟତା ପ୍ରଦାନ
ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଜିଲ୍ଲାପାଳଙ୍କ ପରାମର୍ଶ
ଜନସାଧାରଣଙ୍କ ସମସ୍ୟାର ତ୍ଵରିତ ପଦକ୍ଷେପ ଗ୍ରହଣରେ କୌଣସି ପ୍ରକାର ଅବହେଳା କିମ୍ବା ବିଳମ୍ବକୁ ପ୍ରଶାସନ ତରଫରୁ…
ଶ୍ରୀ ଭେଙ୍କଟେଶ୍ବର ସ୍ନାତକ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ କୃତିତ୍ୱ : ପ୍ରଥମ ୧୦ ଟି ସ୍ଥାନ ରେ ସ୍ଥାନିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ସ୍ଥିତ ଶ୍ରୀ ଭେଙ୍କଟେଶ୍ବର ସ୍ନାତକ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଦ୍ୱାରା ଆୟୋଜିତ ପରୀକ୍ଷା ରେ କୃତିତ୍ୱ ହାସଲ କରି ଶ୍ରେଷ୍ଠ ୧୦ ଟି ସ୍ଥାନ ରେ ରହି କଲେଜ ତଥା କାଶୀନଗର ବ୍ଲକ…
ନୂଆଦିଲ୍ଲୀରେ ସୋଆକୁ ସିଏସ୍ଆର୍ ସମ୍ମାନ
ଭୁବନେଶ୍ୱର, ମେ ୧୮ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଇଂରାଜୀ ପତ୍ରିକା ‘କମ୍ପିଟିସନ୍ ସକ୍ସେସ୍ ରିଭ୍ୟୁ’ ପକ୍ଷରୁ ସିଏସ୍ଆର୍ ସମ୍ମାନ ପ୍ରଦାନ କରାଯାଇଛି । ରବିବାର ନୁଆଦିଲ୍ଲୀ ଠାରେ ଆୟୋଜିତ ସିଏସ୍ଆର୍ ସମ୍ମାନ ଉତ୍ସବରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ…
ଅଖିଲ ଅଘରିଆ ସମାଜର ବୈଠକ
କୋଲାବିରା: କୋଲାବିରା ବ୍ଳକ ଭାଲୁମାଲ ଶିବ ମନ୍ଦିର ମଣ୍ଡପରେ ଅଖିଳ ଅଘରିଆ ସମାଜ ଆଞ୍ଚଳିକ ଲଇଡ଼ା ସମିତିର ବୈଠକ ଅନୁଷ୍ଠିତ ହୋଇଛି। ଆଞ୍ଚଳିକ ଲଇଡ଼ା ସଭାପତି ବିନୟ ଚୌଧୁରୀଙ୍କ ସଭାପତିତ୍ଵରେ ଆୟୋଜିତ ବୈଠକରେ ସମାଜର ସାମଗ୍ରିକ ବିକାଶ, ପରମ୍ପରା, ସମାଜର ରୀତିନିତି, ନିୟମ ପାଳନ, ଅନ୍ୟ ଜାତି…
ବ୍ଲକ ସ୍ତରୀୟ ସମ୍ବର୍ଦ୍ଧନା ସଭା,କୃତୀ ଛାତ୍ରଛାତ୍ରୀ ଓ ଶିକ୍ଷକ ସମ୍ମାନିତ
କୋଲାବିରା: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୋଲାବିରା ବ୍ଲକର ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କୃତୀ ବିଦ୍ୟାର୍ଥୀ ଓ ବିଦ୍ୟାଳୟଗୁଡ଼ିକୁ ଶିକ୍ଷା ବିଭାଗ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ବ୍ଲକର ମୋଟ ୨୮ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡ୍ ପାଇଥିବା ବେଳେ ୧୨ଟି ବିଦ୍ୟାଳୟ ଶତପ୍ରତିଶତ ପାସ୍ ହାର…
ଜନ ଭାଗିଦାରୀ – ସବୁଠାରୁ ଦୂର, ସର୍ବ ପ୍ରଥମେ” ଅଭିଯାନର ଶୁଭାରମ୍ଭ
ଝାରସୁଗୁଡ଼ା: ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗଙ୍କ ମିଳିତ ଆନୁକୂଲ୍ୟରେ ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ସମ୍ମିଳନୀ କକ୍ଷଠାରେ ଦେଶବ୍ୟାପୀ ଜନଜାତୀୟ ଗରିମା ଉତ୍ସବ, ୨୦୨୬ ଅନ୍ତର୍ଗତ "ଜନ…
ଚାନ୍ଦୋଳରେ ଯୁବକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ—ସଦର ଥାନା ପୋଲିସର ତଦନ୍ତ ଆରମ୍ଭ ।
କେନ୍ଦ୍ରାପଡ଼ା:18/05(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟି ଚଞ୍ଚଳତା ସୃଷ୍ଟି କରିଛି। ଚାନ୍ଦୋଳ ସ୍ଥିତ ଟିଭିଏସ ଶୋ-ରୁମ୍ ନିକଟରେ ରାସ୍ତା କଡରେ ଜଣେ ଯୁବକଙ୍କ ମୃତ ଦେହ ପଡିଥିବା ଅବସ୍ଥାରେ ମିଳିଥିବାରୁ…
ବଡ଼ବିଲ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ : ସାର୍ବଜନୀନ ସ୍ଥାନରେ ଖୋଲାଖୋଲି ମଦ ଆଡ୍ଡା ଉପରେ ଚଢ଼ାଉ
ବଡ଼ବିଲ : କେନ୍ଦୁଝର ଆରକ୍ଷୀ ଅଧୀକ୍ଷକ (ଏସପି)ଙ୍କ ନିର୍ଦ୍ଦେଶକ୍ରମେ ବଡ଼ବିଲ ପୋଲିସ ସାର୍ବଜନୀନ ସ୍ଥାନରେ ଖୋଲାଖୋଲି ଭାବେ ମଦ୍ୟପାନ କରିବା ବିରୋଧରେ ଏକ ସ୍ୱତନ୍ତ୍ର ଅଭିଯାନ ଚଲାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ସମୟରେ ପୋଲିସ ବଡ଼ବିଲ ଅଞ୍ଚଳର ବିଭିନ୍ନ ନିଛାଟିଆ ସ୍ଥାନରେ ମଦ…
ପୁର୍ବ ସରକାରରେ ସାମ୍ନା କରିଥିଲେ ମୁଖ୍ୟମନ୍ତ୍ରୀ ଓ ଏବେ ମୁଁ – ସତ୍ୟଜିତ୍ ଗମାଙ୍ଗ
ବିରୋଧୀ ବିଧାୟକଙ୍କୁ ପ୍ରଶାସନିକ ଅବହେଳା ଅଭିଯୋଗ
ରାତିରେ ଚିଠି ସକାଳେ ବୈଠକକୁ ନେଇ ବର୍ଷିଲେ କଂଗ୍ରେସ ବିଧାୟକ
ଭୁବନେଶ୍ୱର; ତା 17.5 ରିଖ ରାୟଗଡ଼ା ଜିଲ୍ଲାରେ ଜିଲ୍ଲା ପ୍ରଶାସନର ଜନ ପ୍ରତିନିଧି ମାନଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ଆଣି ସାମ୍ବାଦିକ ସମ୍ମିଳନୀ ରେ…
୧୯୦ ଦେଶରେ ପାଳନ ହେଲା ତ୍ରୟୋଦଶ ଅନ୍ତର୍ଜାତୀୟ ଆର୍ଟ୍ ଅଫ୍ ଗିଭିଂ ଦିବସ
ଭୁବନେଶ୍ୱର, ୧୭ ।୫: ଶିକ୍ଷାବିତ୍ ଓ ସମାଜସେବୀ ତଥା ଆର୍ଟ ଅଫ୍ ଗିଭିଂ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଆହ୍ୱାନ କ୍ରମେ ଚଳିତବର୍ଷ ତ୍ରୟୋଦଶ ଅନ୍ତର୍ଜାତୀୟ ଆର୍ଟ୍ ଅଫ୍ ଗିଭିଂ ଦିବସ ବିଶ୍ୱର ୬ଟି ମହାଦେଶର ଭାରତ ସମେତ ୧୯୦ ଦେଶରେ ପାଳିତ ହୋଇଯାଇଛି। ଏହା ସହିତ ୨୨୨ଟି ଏଫ୍ଆଇଭିବି ସଦସ୍ୟ…