Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଓଡ଼ିଆ ପକ୍ଷ ୨୦୨୬ ପାଳନ ଅବସରରେ ନବରଙ୍ଗପୁର ଡିଗ୍ରୀ ମହାବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ସ୍ଵେଚ୍ଛାକୃତ ରକ୍ତଦାନ…
ନବରଙ୍ଗପୁର ତା ୮.୪.୨୨୬: ଅଶୋକ ସାହୁ: ନବରଙ୍ଗପୁର ମହାବିଦ୍ୟାଳୟ ପରିସରରେ "ଓଡ଼ିଆ ପକ୍ଷ ୨୦୨୬" ପାଳନ ଅବସରରେ ଏକ ଜିଲ୍ଲାସ୍ତରୀୟ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ ମୁଖ୍ୟ…
ଏସଏସବି ପକ୍ଷରୁ ପିଜି ପ୍ରବେଶିକା ପରୀକ୍ଷା ସୂଚୀ ପ୍ରକାଶିତ
ମେ' ୫ରୁ ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପ୍ରବେଶିକା ପରୀକ୍ଷା
୫୦ଟି ସ୍ନାତକୋତ୍ତର ବିଷୟ ପାଇଁ ହେବ ପ୍ରବେଶିକା ପରୀକ୍ଷା
୩୧,୯୧୫ଟି ପିଜି ସିଟ୍ ନିମନ୍ତେ ଆବେଦନ କରିଛନ୍ତି ୫୮,୭୦୮ଜଣ ଛାତ୍ରଛାତ୍ରୀ
ଭୁବନେଶ୍ୱର. ୮ ଏପ୍ରିଲ, ୨୦୨୬ ଆସନ୍ତା ମେ' ମାସ ୫ ତାରିଖରୁ ଆରମ୍ଭ…
୭ମ ଦିନରେ ପୁରୀବାସୀଙ୍କୁ ଶ୍ରୀମନ୍ଦିର ସ୍ୱତନ୍ତ୍ର ଦର୍ଶନ ଦାବି ଆନ୍ଦୋଳନ
ବଢ଼ୁଛି ସାଧାରଣ ଲୋକଙ୍କ ଅକୁଣ୍ଠ ସମର୍ଥନ
ପୁରୀ, (ଅନିମେଷ ପଟ୍ଟନାୟକ): ପୁରୀ ସହର ଓ ସଦର ଅଞ୍ଚଳର ବାସିନ୍ଦାମାନଙ୍କୁ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଦାବିରେ ଚାଲିଥିବା ସଚେତନତା ଯାତ୍ରା ଆଜି ସପ୍ତମ ଦିନରେ ପ୍ରବେଶ କରିଛି। ଏହି ଯାତ୍ରାକୁ…
ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳନ ଅବସରରେ ଆଇ.ଏସ.ଆର.ଡି. ଓ ଜନସ୍ୱାସ୍ଥ୍ୟ ଅଭିଯାନ ଭାରତ ପକ୍ଷରୁ ପାରଳାଖେମୁଣ୍ଡି ରେଳ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ “ସୁସ୍ଥ କାର୍ଯ୍ୟସ୍ଥଳ ଓ ପରିବେଶ ପାଇଁ ମନୋଭାବ ଓ କାର୍ଯ୍ୟଶୈଳୀର ପରିବର୍ତ୍ତନ ଆରମ୍ଭ” ବାଣୀକୁ ଆଧାର କରି ଆଇ.ଏସ.ଆର.ଡି. ଓ ଜନ ସ୍ୱାସ୍ଥ୍ୟ ଅଭିଯାନ ଭାରତର ମିଳିତ ସହଯୋଗରେ ପାରଳାଖେମୁଣ୍ଡି ରେଳୱେ…
ସି.ୟୁ.ଟି.ଏମ. ରେ ଜୀବନ ରକ୍ଷାକାରୀ କୌଶଳ ଉପରେ ଗୁରୁତ୍ୱ ଦେଇ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ସେଞ୍ଚୁରିଆନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟ (ସି.ୟୁ.ଟି.ଏମ) ର ନର୍ସିଂ ସ୍କୁଲ , ହେଲ୍ଥ କ୍ଲବ୍ ସି.ଏ.ଏସ.ଆର ସହିତ ମିଳିତ ଭାବରେ , ମୌଳିକ ଜୀବନ ସହାୟତା…
ବାରିପଟ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ
ନୟାଗଡ଼(ବିଶ୍ୱଜିତ ନାୟକ):- ନୟାଗଡ଼ ସଦରଥାନା ଅନ୍ତର୍ଗତ ଖଣ୍ଡୁଗାଁ ଗ୍ରାମରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରୀ ହୋଇଛି। ଉକ୍ତ ଗ୍ରାମର ସ୍ବର୍ଗତ ଶିକ୍ଷକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଘରୁ ଚୋରି ହୋଇଛି। ରବିବାର ରାତିରେ ଚୋରି ହୋଇଥିବା ଅନୁମାନ କରାଯାଉଛି। ଗତ କିଛି ଦିନ ହେବ…
ଗୋରକ୍ଷା ପରିବାର କୁ ସହଯୋଗର ହାତ ବଢାଇଲେ ସମାଜସେବୀ ସୁମନ ଦାସ।
ନୀଳଗିରି, ୦୭/୦୪ : ଗୋରକ୍ଷା କରିବାକୁ ଯାଇ ନିଜ ଜୀବନ କୁ ଉତ୍ସର୍ଗ କରିଥିବା ବାଲେଶ୍ବର ଜିଲ୍ଲା କସବା ଜୟପୁର ପଞ୍ଚାୟତ ଅଳସୁଆଁ ଗ୍ରାମର ଗୋରକ୍ଷକ ସାନଭାଇ କୃପାସିନ୍ଧୁ ବେହେରା ଏବଂ ଏଥିସହିତ ଏହି ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଅନ୍ୟତମ ଗୋରକ୍ଷକ ଭାଇ ଲମ୍ବୁ ମହାପାତ୍ର,…
ଗୁଣାତ୍ମକ ଶିକ୍ଷା ପ୍ରାପ୍ତି ହିଁ ଏକମାତ୍ର ଲକ୍ଷ୍ୟ
ବିଜେପୁରରେ ଶିକ୍ଷା ସଚେତନତା ରଥକୁ ସମ୍ବର୍ଦ୍ଧନା
ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସପ୍ତାହ ବ୍ୟାପୀ ବ୍ଲକକୁ ପରିକ୍ରମା କରୁଥିବା ଶିକ୍ଷା ସଚେତନତା ରଥକୁ ମଙ୍ଗଳବାର ବିଜେପୁର ଓ ଜାରିଂ କ୍ଲଷ୍ଟର ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପାଞ୍ଚ…
ମାଲକାନଗିରି ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା
କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଜିଲ୍ଲାର ବିକାଶ ପ୍ରକ୍ରିୟାକୁ ଅଧିକ ଗତିଶୀଳ କରିବା ପାଇଁ ଆଜି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ…
ଚାନ୍ଦୋଳ ବଜାରରେ ଗ୍ୟାସ କଳାବଜାରୀ ଉପରେ ଛାପା, ୩୯ଟି ସିଲିଣ୍ଡର୍ ଜବତ ।
କେନ୍ଦ୍ରାପଡା:୦୭/୦୪/୨୬(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅଧୀନ ଚାନ୍ଦୋଳ ବଜାରରେ ଗ୍ୟାସ କଳାବଜାରୀକୁ ନେଇ ସିଭିଲ ସପ୍ଲାଏ ବିଭାଗ ପକ୍ଷରୁ ବଡ଼ ଧରଣର ଛାପାମାରି କାର୍ଯ୍ୟ ଚାଲିଛି। ବିଶେଷ ସୂତ୍ରରୁ ମିଳିଥିବା ଖବର ଆଧାରରେ ଏହି ଚଢ଼ାଉ କରାଯାଇଥିବା ବେଳେ,…