Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶୋଚନୀୟ ଅବସ୍ଥାରେ ବେଲଗୁଣ୍ଠା ଏନଏସି ଅଞ୍ଚଳରେ ସୌନ୍ଦର୍ଯ୍ୟକରଣ ଲାଇଟ୍ ବ୍ୟବସ୍ଥା
ବେଲଗୁଣ୍ଠା, ୧୬/୦୪,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ସହର ସୌନ୍ଦର୍ଯ୍ୟକରଣ ପାଇଁ ସ୍ଥାପିତ ହୋଇଥିବା ଲାଇଟ୍ ଗେଟ୍ ଓ ବୋଟ୍ର ଆଲୋକ ବ୍ୟବସ୍ଥା ପ୍ରାୟ ଛଅ ମାସ ହେବ ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି। ବେଲଗୁଣ୍ଠା ପିତଳ ମାଛର ସହର ଭାବେ ପରିଚିତ ଥିବା…
ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଆଲୋଚନା ଚକ୍ର
ବେଲଗୁଣ୍ଠା,୧୬/୦୪-(ଶିବରାମ ଚୌଧୁରୀ )-,କ୍ଷତ୍ରିୟବରପୁରସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ " ଜୈବ ବିବିଧତା " ଶୀର୍ଷକ ଆଲୋଚନା ଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଗିରିଧାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସେ ତାଙ୍କର ଅଭିଭାଷଣରେ ଜୈବ…
ଓଡ଼ିଆ ପକ୍ଷ ପାଳନ ଅବସରରେ ମୁଖ୍ୟ ମନ୍ତ୍ରୀଙ୍କ ଦ୍ୱାରା ଛାତ୍ରୀ ପୁରସ୍କୃତ
ବେଲଗୁଣ୍ଠା, ୧୬/୦୪-(ଶିବରାମ ଚୌଧୁରୀ )),ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ତୃତୀୟ ବର୍ଷର ଛାତ୍ରୀ କାଜଲ୍ ସ୍ଵାଇଁ ଓଡ଼ିଆ ପକ୍ଷ ପାଳନ ଅବସରରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଓଡ଼ିଆ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ କୃତିତ୍ୱ…
ସିବିଏସଇ ଦଶମ ବୋର୍ଡ ପରୀକ୍ଷାରେ ଏବିପିଏସ୍ ଛାତ୍ରଛାତ୍ରୀଙ୍କ କୃତିତ୍ୱ
. ଶୁଭଶ୍ରୀ ଦାସ ୯୯.୪% ଅଙ୍କ ରଖି ଜିଲ୍ଲାରେ ଟପ୍ପର
ରାୟଗଡା, ୧୬/୪: ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ଦ୍ୱାରା ପରିଚାଳିତ ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ୍ (ଏବିପିଏସ୍), ରାୟଗଡା, ସିବିଏସଇ ଦ୍ଵାରା ଅନୁଷ୍ଠିତ ଦଶମ ବୋର୍ଡ…
ସରକାର ବଦଳିଲା, ବଦଳିଲା ଚିତ୍ର: ୨୫ ବର୍ଷ ପରେ ୪ କି.ମି. ରାସ୍ତା ଉନ୍ନତି କାମର ଶୁଭାରମ୍ଭ
ବିଜେପୁର :-ସରକାର ବଦଳିବା ସହିତ ଗ୍ରାମୀଣ ଉନ୍ନୟନର ଚିତ୍ରରେ ଧୀରେଧୀରେ ପରିବର୍ତ୍ତନ ଆସୁଥିବା ଦେଖିବାକୁ ମିଳୁଛି। ବରଗଡ଼ ଜିଲ୍ଲାର ବିଜେପୁର ଅଞ୍ଚଳରେ ଏହାର ଏକ ସ୍ପଷ୍ଟ ଉଦାହରଣ ଦେଖାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବାଦିପାଳିରୁ କେ.ନୂଆପାଲି ଭୟା କନପୁରୀ ପର୍ଯ୍ୟନ୍ତ ପ୍ରାୟ ୪…
ନବରଙ୍ଗପୁର ଠାରେ “ନାରୀ ଶକ୍ତି ବନ୍ଦନ ଉତ୍ସବ “କାର୍ଯକ୍ରମ
ନବରଂଗପୁର ତା ୧୬.୪.୧୦୧୬, ଅଶୋକ ସାହୁ : ନବରଙ୍ଗପୁର ଜିଲ୍ଲାରେ ନାରୀ ଶକ୍ତି ବନ୍ଦନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । "ସଶକ୍ତ ନାରୀ ର ସମର୍ଥ ରାଷ୍ଟ୍ର, ସଶକ୍ତ ନାରୀ ସମର୍ଥ ଭାରତ" "ନାରୀଙ୍କ ସମ୍ମାନ ଦେଶର ସ୍ଵାଭିମାନ", "ମହିଳା ଙ୍କ ଅଧିକାର ଦେଶର ଆଧାର "ସ୍ଲୋଗାନ ଦେଇ ଏକ…
୨୧ କିଲୋ ଗଞେଇ, ଗୋଟିଏ ଅଟୋ ଓ ତିନି ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।
ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ବ୍ରହ୍ମପୁର ରେଳ ଷ୍ଟେସନ ୪ ନଂ ପ୍ଲାଟଫର୍ମ ରେ ଚଢାଉ କରି ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ଗୋଟିଏ ପାସେଞର୍ ଅଟୋରେ ମହଜୁଦ ଥିବା ୨୧ କିଲୋ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତ ୩ ଜଣ ଅଭିଯୁକ୍ତ ଓ ୩ଟି ଦାମୀ ମୋବାଇଲ ଫୋନ ଜବତ…
ମୋଟରସାଇକେଲ ଧକ୍କାରେ ବରିଷ୍ଠ ନାଗରିକ ମୃତ।
ପାଟପୁର ଥାନା ଅର୍ନ୍ତଗତ ଖଲିଙ୍ଗି ଗୁଣ ସାଗର ଗ୍ରାମର ବରିଷ୍ଠ ନାଗରିକ ଭାସ୍କର ନାୟକ ଚା ପିଇବା ପାଇଁ ନିକଟସ୍ଥ ଦୋକାନକୁ ଯାଉଥିବା ବେଳେ ଏକ ମୋଟରସାଇକେଲ ଧକ୍କା ଦେଇ ଚାଲିଯାଇଥିଲା। ଉପସ୍ଥିତ ଲୋକେ ଗୁରୁତର ଭାସ୍କର କୁ ଚିକିତ୍ସା ପାଇଁ ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି…
ପିକ୍ଅପ ଭ୍ୟାନ୍ କୁ ଧକ୍କା ଦେଇ ମୋଟରସାଇକେଲ ଚାଳକ ମୃତ।
ବଡ଼ବଜାର ଥାନା ଅନ୍ତର୍ଗତ ଡୁଡୁମା କଲୋନୀ ବସଷ୍ଟାଣ୍ଡ ସାମ୍ନାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଅମୁଲ୍ୟ ସିଂ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ଅମୁଲ୍ୟ କୌଣସି କାମରେ ଦିଗପହଣ୍ଡି ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ରେ ଥିବା ଏକ ପିକ୍ଅପ୍ ଭ୍ୟାନ୍ କୁ ଧକ୍କା ଦେଇ…
ନାବାଳିକାକୁ ଅସଦାଚରଣ ଅଭିଯୋଗ ରେ ପୁର୍ବତନ ଅଧ୍ୟାପକ କୋର୍ଟ ଚାଲାଣ।
ଆସ୍କା ବସଷ୍ଟାଣ୍ଡରୁ କୋଦଳା ଅଭିମୁଖେ ଯାଉଥିବା ଏକ ମିନି ବସ୍ ରେ ଜନୈକା ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ରେ ଅବସରପ୍ରାପ୍ତ ଅଧ୍ୟାପକ ପ୍ରମୋଦ କୁମାର ରଥ ଗିରଫ ହୋଇ ଜେଲ୍ ଯାଇଛନ୍ତି। ପ୍ରକାଶ ଥାଉକି ଅଧ୍ୟାପକ ଜଣକ କୋଦଳା ଶୁଣ୍ଢି ସାହିର ଓ ସେ ଉକ୍ତ ବସ୍ ରେ ଗାଁ କୁ ଯିବା ବେଳେ ପାଖ ସିଟ୍…