Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମିତ ମାତ୍ର ୭୭୨ ଗ୍ରାମ ଓଜନର ଶିଶୁକୁ ନୂଆ ଜୀବନ ଦେଲା ସମ୍ ନବଜାତ ଶିଶୁରୋଗ ବିଭାଗ
ଭୁବନେଶ୍ୱର, ଏପ୍ରିଲ ୧୬: ଜନ୍ମ ହେବାର ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬ ସପ୍ତାହରେ ଜନ୍ମିତ ମାତ୍ର ୭୭୨ ଗ୍ରାମ ଓଜନର ଶିଶୁ କନ୍ୟାର ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲର ନବଜାତ ଶିଶୁରୋଗ ବିଭାଗର ଡାକ୍ତରୀ ଟିମ୍ ।ଶିଶୁକନ୍ୟା ଜନ୍ମ…
ଡିଜିଟାଲ ଜନଗଣନା–୨୦୨୭ ଆରମ୍ଭ: ଘରେ ଘରେ ପହଞ୍ଚିଲେ ଗଣନାକାରୀ
ଓଡ଼ଗାଁ, ୧୬।୪(ଶ୍ରୀକାନ୍ତ କୁମାର ମିଶ୍ର): ଭାରତର ପ୍ରଥମ ଡିଜିଟାଲ ଜନଗଣନା–୨୦୨୭ ଗୁରୁବାର ଠାରୁ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକରେ ଆରମ୍ଭ ହୋଇଛି। ଏହା ସହିତ ଗୃହ ତାଲିକା ପ୍ରସ୍ତୁତି ଓ ଗୃହ ଗଣନା କାର୍ଯ୍ୟ ମଧ୍ୟ ଶୁଭାରମ୍ଭ ହୋଇଛି। ଏହି ଅବସରରେ ଗଣନାକାରୀମାନେ ଘରେ ଘରେ ଯାଇ ସୂଚନା…
ଓଡ଼ଗାଁରେ ପ୍ରଥମ ଅଣ୍ଡର–୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ରଘୁନାଥ ଆଥେଲେଟିକ ଆସୋସିଏସନ ଚମ୍ପିୟାନ,
ଓଡ଼ଗାଁ, ୧୬।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ମିନି ଷ୍ଟାଡିୟମରେ ରଘୁନାଥ ଆଥେଲେଟିକ ଆସୋସିଏସନ (ଆରଏଏ) ଆନୁକୂଳ୍ୟରେ ଆୟୋଜିତ ପ୍ରଥମ ଅଣ୍ଡର–୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ରୋମାଞ୍ଚକର ମ୍ୟାଚରେ ଓଡ଼ଗାଁର ରଘୁନାଥ…
ମହୁମାଛି ଆକ୍ରମଣରେ ତିନିଜଣ ଶିକ୍ଷକ ଗୁରୁତର, ଜଣେ ଛାତ୍ରୀ ଆହତ
ନୀଳଗିରି-ମହୁମାଛି ଆକ୍ରମଣରେ ତିନିଜଣ ଶିକ୍ଷକ ଗୁରୁତର ହୋଇଥିବା ବେଳେ ଜଣେ ଛାତ୍ରୀ ଆହତ ହୋଇଥିବା ଜଣାପଡିଛି।ବାଲେଶ୍ଵର ଜିଲ୍ଲା ନୀଳଗିରି ଶିଶୁମନ୍ଦିର ରେ ଘଟିଛି ଏଭଳି ଅଘଟଣ।ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଛୁଟିହେଲା ବିଦ୍ୟାଳୟ।ଆଜି ସକାଳୁ ନୀଳଗିରି ଶିଶୁମନ୍ଦିରକୁ ଗୋପୀନାଥପୁର ଅଞ୍ଚଳର…
ଓଡ଼ିଆ ପକ୍ଷ ପାଳନ ଅବସରରେ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ଝାରସୁଗୁଡ଼ା ଠାରେ ରକ୍ତଦାନ ଶିବିର
ଝାରସୁଗୁଡା:ଓଡିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ଓଡିଆ ପକ୍ଷ ପାଳନ ଅବସରରେ ସ୍ଥାନୀୟ ଲଷ୍ମୀନାରାୟଣ ମହାବିଦ୍ୟାଳୟ ପକ୍ଷରୁ ପଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରକୁ କଲେଜ ଅଧ୍ୟକ୍ଷ ପ୍ରଫେସର ଗୋବିନ୍ଦ ଚନ୍ଦ୍ର ସାହୁ ଓ ଜିଲ୍ଲା ରେଡକ୍ରସ ସଂଯୋଜକ କୁଲାବିରା କଲେଜର…
ଯଦି ସୋଫିଆଙ୍କ ସତସାହସ ଅଛି, ଇସ୍ତଫା ଦେଇ ଅନ୍ଯଦଳରୁ ନିର୍ବାଚନ ଲଢନ୍ତୁ
ନିଲମ୍ବତ ବିଧାୟିକା ସୋଫିଆଙ୍କ ବିରୁଦ୍ଧରେ କଟକ କଂଗ୍ରେସର ରଣ ହୁଙ୍କାର
କଟକ: କଟକ ବାରବାଟୀର ନିଲମ୍ବିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋଷ ସଦ୍ଯ ଆତ୍ମ ପ୍ରକାଶ କରିଥିବା ଓଡିଶା ଜନ କଂଗ୍ରେସ ଦଳର ଦଳୀୟ ସମାବେଶ ମଞ୍ଚକୁ ଯାଇ ଭାଷଣ ଦେବା ସାମ୍ବିଧାନିକ ନିୟମର ଉଲଘଂନ ସହିତ କଂଗ୍ରେସର ଆଚରଣ…
ନାରୀଶକ୍ତି ବନ୍ଦନ’ ପଦଯାତ୍ରା
ଜଗତସିଂହପୁର,ତା-୧୬.୦୪.୨୦୨୬/ସୁମନ୍ତକୁମାରଦାସ: ଭାଗିଦାରୀ ନୁହେଁ, ପ୍ରତିନିଧିତ୍ୱ ଦରକାର। ନାରୀ ଶକ୍ତି ବନ୍ଦନ ଅଧିନିୟମ ୨୦୨୩ ଦ୍ଵାରା ସଂସଦ ଏବଂ ବିଧାନସଭାରେ ମହିଳାଙ୍କୁ ୩୩% ସଂରକ୍ଷଣର ଅଧିକାର ମିଳିବାକୁ ଯାଉଛି। ଏହା ଭରତୀୟ ସଂସଦ ର ଏକ ଐତିହାସିକ ଅଧ୍ୟାୟ ଯାହା ୧୯ ସେପ୍ଟେମ୍ବର ୨୦୨୩…
ଗଜପତିରେ ‘ନାରୀ ଶକ୍ତି ବନ୍ଦନା’ କାର୍ଯ୍ୟକ୍ରମ : ୩୦୦ରୁ ଅଧିକ ମହିଳା ଏସଏଚଜି ସଦସ୍ୟାଙ୍କ ବିଶାଳ ସଚେତନତା ଶୋଭାଯାତ୍ରା
ମହିଳାଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋକପାତ :
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ପ୍ରଶାସନ ଓ ମିଶନ ଶକ୍ତିର ମିଳିତ ଆନୁକୁଲ୍ୟରେ ଆଜି ସ୍ଥାନୀୟ ଅଞ୍ଚଳରେ ‘ନାରୀ ଶକ୍ତି ବନ୍ଦନା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି…
କେନ୍ଦ୍ରାପଡାରେ ନାରୀ ଶକ୍ତି ବନ୍ଦନ, ସଚେତନତା ଶିବିର ସହ ପଦଯାତ୍ରା
କେନ୍ଦ୍ରାପଡା: ୧୬/୦୪(ପ୍ରଫୁଲ୍ଲ କୁମାର ମଲ୍ଲ) ମହିଳା ସଶକ୍ତିକରଣ ଯୋଜନା, ଲକ୍ଷପତି ଦିଦି ଉଦ୍ୟମ ଏବଂ ମହିଳାଙ୍କ ଉନ୍ନୟନ ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଉପରେ ଏକ ସଚେତନତା ଶିବିର ସହ “ନାରୀ ଶକ୍ତି ବନ୍ଦନ ପଦଯାତ୍ରା” ଆଜି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଓ ମିଶନ ଶକ୍ତି ବିଭାଗର…
ମାଲକାନଗିରି ଏମ୍ ଭି ୨୬ରେ ଅଗ୍ନିକାଣ୍ଡ କ୍ଷତିପୂରଣକୁ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ତାରିଖ-୧୬/୪/୨୬: ମାଲକାନଗିରି ଜିଲ୍ଲା ଏମ୍ ଭି–୨୬ ଅଞ୍ଚଳରେ ଗତ ଡିସେମ୍ବର ୭ ଓ ୮ ତାରିଖରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡର କ୍ଷତିପୂରଣ ବଣ୍ଟନକୁ ନେଇ ପୁଣିଥରେ ଅସନ୍ତୋଷ ଜାହିର ହୋଇଛି। ଏହାକୁ ନେଇ ପ୍ରଭାବିତ ପରିବାରମାନେ ଆଜି ଜିଲ୍ଲାପାଳଙ୍କ…