Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କେନ୍ଦ୍ରର ୧୨ ବର୍ଷ ଓ ରାଜ୍ୟର ୨ ବର୍ଷର ସଫଳତା ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ : ମନ୍ତ୍ରୀ ଗଣେଶ ରାମ…
କଳାହାଣ୍ଡିରେ ବିଜେପିର ଗଣମାଧ୍ୟମ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ
କଳାହାଣ୍ଡି : କେନ୍ଦ୍ର ସରକାରଙ୍କ ୧୨ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ଯାତ୍ରା ଏବଂ ଓଡ଼ିଶାରେ ବିଜେପି ସରକାରଙ୍କ ୨ ବର୍ଷର ସଫଳ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ…
ସୁବର୍ଣ୍ଣପୁରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ
ସୁବର୍ଣ୍ଣପୁର, ୧୨/୦୬(ପ୍ରକାଶ କୁମାର ହାତୀ ): ଆଜି ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ରାଜ୍ୟର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତଙ୍କୁ ସାମିଲ କରାଯାଇ ସେମାନଙ୍କର ମୁଣ୍ଡପିଛା ୫…
ନବରଙ୍ଗପୁର ଠାରେ “ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା” ର ଶୁଭାରମ୍ଭ
ନବରଙ୍ଗପୁର ତା ୧୨.୬.୨୦୨୬: ଖାଦ୍ୟ ସୁରକ୍ଷା ଅଧିକାରକୁ ଆହୁରି ମଜବୁତ କରିବା ଉଦ୍ଦେଶ୍ୟ ରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା "ମୁଖ୍ୟମନ୍ତ୍ରୀ ଅନ୍ନପୁର୍ଣ୍ଣା ଯୋଜନା" ରାଜ୍ୟରେ ଶୁଭାରମ୍ବ ହୋଇଯାଇଛି।ଏହି ଯୋଜନାରେ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ…
ଝାରସୁଗୁଡ଼ା ଜିଲ୍ଲାରେ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ଭବ୍ୟ ଶୁଭାରମ୍ଭ
୩ ଲକ୍ଷରୁ ଅଧିକ ହିତାଧିକାରୀ ପାଇବେ ଅତିରିକ୍ତ ମାଗଣା ଚାଉଳ
ଝାରସୁଗୁଡ଼ା: ରାଜ୍ୟର ପ୍ରତ୍ୟେକ ଗରିବ ଓ ଅଭାବୀ ପରିବାର ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଓଡ଼ିଶା ସରକାର ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ ଆଜି ଝାରସୁଗୁଡ଼ା ସ୍ଥାନୀୟ ଏମ.ସି.ଏଲ୍…
ବିଜେପିରେ ଯୋଗଦେଲେ ସମାସିଂହା ପଞ୍ଚାୟତର ବହୁ ଯୁବକ
ଝାରସୁଗୁଡ଼ା : ଝାରସୁଗୁଡ଼ା ବିଟିଏମସ୍ଥିତ ବିଜେପି କାର୍ଯ୍ୟାଳୟରେ ଶୁକ୍ରବାର ସାଂସଦ ପ୍ରଦୀପ ପୁରୋହିତ ଓ ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ଉପସ୍ଥିତି ରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ଏଥିରେ କୋଲାବିରା ବ୍ଲକ ସମାସିଂହା ପଞ୍ଚାୟତର ବିଭିନ୍ନ ଦଳର ବହୁ ଯୁବକ ବିଜେପି ର ଉନ୍ନତିମୂଳକ…
ଝାରସୁଗୁଡ଼ା ହୃଦରୋଗ ହସ୍ପିଟାଲ ପଛରେ ନବ ଦାସଙ୍କ ଦୀର୍ଘ ସଂଘର୍ଷ: ଶ୍ରେୟ ନେବା ରାଜନୀତିକୁ ବିଜେଡିର କଟାକ୍ଷ
ଝାରସୁଗୁଡ଼ା: ଝାରସୁଗୁଡ଼ାବାସୀଙ୍କ ବହୁ ପ୍ରତୀକ୍ଷିତ ସ୍ୱପ୍ନ ସାକାର କରି ସ୍ଥାନୀୟ ହୃଦରୋଗ ହସ୍ପିଟାଲ ବର୍ତ୍ତମାନ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଖୁସିର ପରିବେଶ ସୃଷ୍ଟି ହୋଇଥିବା ବେଳେ, ହସ୍ପିଟାଲ ସ୍ଥାପନାର ଶ୍ରେୟ ନେଇ ଚାଲିଥିବା ରାଜନୈତିକ…
ଜନ ଅଭିଯୋଗ ଶୁଣାଣୀ ରେ ଯୋଗ ଦେଲେ ପାରଳା ବିଧାୟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମ ଠାରେ ଆଜି ଜନ ଅଭିଯୋଗ ଶୁଣାଣୀ ରେ ସାମିଲ ହେଲେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ। ପ୍ରାୟ ୨୦ ରୁ ୨୫ ଜଣଙ୍କ ଅଭିଯୋଗ ଶୁଣିଲେ ବିଧାୟକ। ମୁଖ୍ୟତଃ ୩ ମାସ ହେଲା ଭତ୍ତା ନ ପାଇ ବହୁତ କଷ୍ଟ…
ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଶୁଭାରମ୍ଭ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥକୁ ଶୁଭାରମ୍ଭ କରାଯାଇଛି। ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀ ମୁଖ୍ୟ ଅତିଥି ଭାବରେ…
ମହାତ୍ମାଗାନ୍ଧୀ ଚକ୍ଷୁଚିକିତ୍ସାଳୟ ପକ୍ଷରୁ ଡ୍ରାଇଭରମାନଙ୍କୁ ମାଗଣାରେ ଚଷମା ବଣ୍ଟନ।
-ବସ୍ତା ୧୨/୬ :ଶୁକୃବାର ଅମର୍ଦାରୋଡ ଷ୍ଟେସନ ସମ୍ମୁଖରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ସ୍ଥିତ ମହାତ୍ମାଗାନ୍ଧୀ ଚକ୍ଷୁଚକିତ୍ସାଳୟ ପକ୍ଷରୁ ମାଗଣା ଚଷମା ବଣ୍ଟନ କରାଯାଇଛି।ସୂଚନା ଥାଉକି ଯେ,ଶୁକୃବାର ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳାୟ ନିର୍ଦ୍ଦେଶକ ଡ: ଆଦିତ୍ୟ କୁମାର…
ଶିଶୁ ଶ୍ରମିକ ନିରାକରଣ ସଚେତନତା ଅଭିଯାନ ରଥର ଶୁଭ ଉଦ୍ଘାଟିତ
ବାଲେଶ୍ବର ତା ୧୨/୦୬: ବାଲେଶ୍ୱର ଜିଲ୍ଲାରେ ଶିଶୁ ଶ୍ରମିକ ପ୍ରଥାର ସମ୍ପୂର୍ଣ୍ଣ ଉଚ୍ଛେଦ ଏବଂ ଏହି ସମ୍ବନ୍ଧିତ ଆଇନଗତ ବ୍ୟବସ୍ଥା ବିଷୟରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଏକ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର…