Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବର୍ଷା ଦିନିଆ ରୋଗ ସଚେତନା ଓ ସ୍ଵାସ୍ଥ୍ୟ ଶିବିର
ବ୍ରହ୍ମପୁର: ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ବର୍ଷା ଦିନିଆ ରୋଗ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ବର୍ଷାରେ ଭିଜିଲେ ଅଶୁଦ୍ଧ ଜଳ ପାନ କଲେ ଥଣ୍ଡା, ସର୍ଦ୍ଦି, ଆକ୍ଷି…
ପ୍ରଗତି ମହିଳା ସଂଗଠନ ତରଫରୁ “ପିତୃ ଦିବସ” ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ୟୁ-ଟେକ୍ କମ୍ପ୍ୟୁଟର ଅନୁଷ୍ଠାନରେ ଅଗ୍ରଣୀ ପ୍ରଗତି ମହିଳା ଅନୁଷ୍ଠାନ ତରଫରୁ "ପିତୃ ଦିବସ" ପାଳନ କରାଯାଇଛି। ଉକ୍ତ ଅନୁଷ୍ଠାନର ସମ୍ପାଦିକା ତନୁଜା ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ଗଜପତି ଜିଲ୍ଲା ପରିଷଦର ମୁଖ୍ଯ…
ବ୍ରହ୍ମପୁରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ।
ବ୍ରହ୍ମପୁରରେ ମହାସମାରୋହରେ ଆନ୍ତର୍ଜାତୀୟ ଯୋଗ ଦିବସ–୨୦୨୬*ପାଳିତ
ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ (BeMC) ଓ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ, ବ୍ରହ୍ମପୁର ଶାଖାର ମିଳିତ ଆନୁକୂଳ୍ୟରେ ରବିବାର ପ୍ରାତଃ ୬ଟାରେ ମହାତ୍ମା ଗାନ୍ଧୀ କ୍ରୀଡାଙ୍ଗନଠାରେ ଭବ୍ୟ ଭାବରେ "ଆନ୍ତର୍ଜାତୀୟ…
ସ୍ବେଚ୍ଛାକୃତ ରକ୍ତଦାନ ଶିବିର,୨୬ ୟୁନିଟ୍ ରକ୍ତ ସଂଗ୍ରହ
ଓଡ଼ଗାଁ ୨୧।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ଜୀବନଧାରା ସେବା ଟ୍ରଷ୍ଟ ଓଡ଼ଗାଁ ଆନୁକୁଲ୍ୟରେ ରବିବାର ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ୨୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ଜିଲ୍ଲା…
ଓଡ଼ଗାଁ ପାଠାଗାର ପ୍ରିମିୟର ଲିଗ୍ (ଓପିପିଏଲ)-୨୦୨୬;
ଓଡ଼ଗାଁ ତହସିଲ ପ୍ରଥମ ଏବଂ ଏସ୍ଆର୍ ଇଲେଭେନ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ
ଓଡ଼ଗାଁ, ୨୧।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ପାଠାଗାର ପଡ଼ିଆରେ ଶନିବାର ସନ୍ଧ୍ୟାରେ ପ୍ରିମିୟର ଲିଗ୍ (ଓପିପିଏଲ)-୨୦୨୬ ସଟ୍ ବାଉଣ୍ଡରି ନାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ…
ଓଡ଼ଗାଁରେ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଓଡ଼ଗାଁ, ୨୧।୬(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଲକ୍ ଏବଂ ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ମିଳିତ ଆନୁକୂଳ୍ୟରେ ଶନିବାର ଓଡ଼ଗାଁ ଇନଡୋର ଷ୍ଟାଡିୟମଠାରେ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି। ତହସିଲଦାର ତଥା ଦଣ୍ଡାଧିକାରୀ ଡ. ମାନସରଞ୍ଜନ ଭୋଇ,…
ଟ୍ରାକ୍ଟର ଚଢ଼ାଇ ଚାଳକ ଫେରାର;ଗୁରୁତର ଯୁବକ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି,
ଓଡ଼ଗାଁ, ୨୧।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଥାନା ଅଞ୍ଚଳରେ ରବିବାର ସନ୍ଧ୍ୟାରେ ଏକ ଟ୍ରାକ୍ଟର ଧକ୍କା ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ହେଲେ କୁରୁମବାଙ୍କତରା ଗ୍ରାମ ବଡ଼ସାହିର ସୌମ୍ୟରଞ୍ଜନ ସାହୁ।ଅଭିଯୋଗ ଅନୁଯାୟୀ, ପାଣ୍ଡେରିପଡା ପଞ୍ଚାୟତ…
ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ : ସମୂହ ଯୋଗରେ ସାମିଲ ହେଲେ ଶତାଧିକ ଯୋଗପ୍ରେମୀ
ଜଗତସିଂହପୁର,ତା-୨୧.୦୬.୨୦୨୬/ସୁମନ୍ତକୁମାରଦାସ: ସ୍ଥାନୀୟ ବହୁମୁଖୀ ଇନ୍ଡୋର ଷ୍ଟାଡିଅମ୍ ପରିସରରେ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ପ୍ରାୟୋଜିତ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ…
ଆଗାମୀ ଓଡିଶା ପକ୍ଷରୁ ପର୍ବତ ବଞ୍ଚାଓ, ଜଙ୍ଗଲ ବଞ୍ଚାଓ ଓ ନଦୀ ବଞ୍ଚାଓ ଚିନ୍ତନ ବୈଠକ l
ପ୍ରସ୍ତୁତ ହେବ ମାନବ ବିକାଶ କୈନ୍ଦ୍ରିକ ବିକାଶର ଭିଜନ ଡକୁମେଣ୍ଟ l
ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଏକାଠି ହେବେ ଓଡ଼ିଶାର ବୁଦ୍ଧିଜୀବୀ l
ଭୁବନେଶ୍ୱର ତା 21 l 6 l ଓଡ଼ିଶାର ଚିନ୍ତାଶୀଳ ଲୋକଙ୍କ ମଞ୍ଚ "ଆଗାମୀ ଓଡିଶା" ପକ୍ଷରୁ ଆଜି ଗୀତଗୋବିନ୍ଦ ସମ୍ମିଳନୀ କକ୍ଷରେ…
କ୍ଷତ୍ରୀୟବରପୁରଠାରେ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ ମିଳିତ ଆନୁକୂଲ୍ୟରେ ଜାତୀୟ ଯୋଗ ଦିବସ
ବେଲଗୁଣ୍ଠା(ଶିବରାମ ଚୌଧୁରୀ )-କ୍ଷତ୍ରୀୟବରପୁରଠାରେ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ ମିଳିତ ଆନୁକୂଲ୍ୟରେ ଆଜି ଜାତୀୟ ଯୋଗ ଦିବସ ଉତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଗିରିଧର ନାୟକଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଅଛି. ଯୋଗ ପ୍ରଶିକ୍ଷକ ସଞ୍ଜୟ କୁମାର ପଣ୍ଡା ଏହି କାର୍ଯ୍ୟକ୍ରମକୁ…