Browsing Category

ରାଜ୍ୟ

ବାଲ୍ୟବିବାହ ରୋକିଲେ ଚାଇଲଡ଼ ହେଲ୍ପ ଲାଇନ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚାଇଲଡ଼ ହେଲ୍ପ ଲାଇନର ଟୋଲ ଫ୍ରେ ନମ୍ବର ୧୦୯୮ କୁ କଲ ଆସିଲା ଯେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ପରିଡା ଗ୍ରାମପଞ୍ଚାୟତର ଗୋଟିଏ ବାଲ୍ୟ ବିବାହ ହେବାକୁ ଯାଉଅଛି। ଏହି ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣାକରିବା ସଙ୍ଗେ ସଙ୍ଗେ ଏକ…

ଗଜପତି ଜିଲ୍ଲା ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥ‌ିବା ଶିଶୁମାନଙ୍କର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ପାସ ହାର ଶତ ପ୍ରତିଶତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାରେ ଥିବା ୫ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥ‌ିବା ଶିଶୁମାନଙ୍କ ମଧ୍ୟରୁ ୩୫ ଜଣ ପିତୃମାତୃହୀନ ଶିଶୁ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ସମସ୍ତ ଶିଶୁ ଶତ ପ୍ରତିଶ୍ରତ କୃତକାର୍ଯ୍ୟ ହୋଇଛନ୍ତି ,…

ଐତିହାସିକ ଭଞ୍ଜନଗର ଠାକୁରାଣୀଯାତ୍ରା ର “କବିସମ୍ରାଟ ରଙ୍ଗମଞ୍ଚ” ରେ କଣ୍ଠଶିଳ୍ପୀ ସତ୍ୟଜିତ୍

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପ୍ରାୟ ଦୁଇଶହ ବର୍ଷ ପୁରାତନ ଯାତ୍ରା ତଥା ଐତିହାସିକ ଭଞ୍ଜନଗର ଠାକୁରାଣୀଯାତ୍ରା ୨୦୨୬ ରେ ଅନୁଷ୍ଠିତ ବିରାଟ କବିସମ୍ରାଟ ରଙ୍ଗମଞ୍ଚ ରେ ସୁନାମଧନ୍ୟ କଣ୍ଠଶିଳ୍ପୀ ସତ୍ୟଜିତ୍ ଙ୍କ ଆକର୍ଷଣୀୟ ଜଗନ୍ନାଥ ଭଜନ ଜଗତରେ…

ସେପ୍ଟେମ୍ବର ୧ ରୁ ପୁରୀରେ ଭାଗବତ କଥା

ପୁରୀ,(ଅନିମେଶ ପଟ୍ଟନାୟକ): ଉତ୍ତରପ୍ରଦେଶ ବୃନ୍ଦାବନ ସ୍ଥିତ ଵାତ୍ସଲ୍ୟ ଗ୍ରାମ ପରମ ଶକ୍ତିପୀଠ ତରଫରୁ ବଳିଆ ପଣ୍ଡା ସ୍ଥିତ  ସେଭେନ ହିଲ ହୋଟେଲ ପରିସରରେ ଚାଳିତ ବର୍ଷ ୧ ସେପ୍ଟେମ୍ବର  ରୁ ୭ ସେପ୍ଟେମ୍ବର ପର୍ଯ୍ୟନ୍ତ ସାପ୍ତାହିକ ଶ୍ରୀମଦ ଭାଗବତ କଥା ଆୟୋଜିତ ହେବାକୁ ଯାଉଛି | କଥା ବ୍ୟାସ…

ପଛରୁ ବାଇକକୁ ପିଟିଲା ବାଇକ୍: ୭ବର୍ଷର ଶିଶୁପୁତ୍ର ଗୁରୁତର।

ନୀଳଗିରି -୩/୫: ଏକ ବାଇକରେ ଦ୍ରୁତଗତିରେ ପଛରୁ ଆସି ଅନ୍ୟଏକ ବାଇକକୁ ଧକ୍କାଦେବା ଫଳରେ ଜଣେ ନାବାଳକ ଶିଶୁପୁତ୍ର ଗୁରୁତର ହେବାସହିତ ଅନ୍ୟମାନେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ନୀଳଗିରି ବ୍ଲକ୍ ବରହମପୁର ଅଞ୍ଚଳର ଅମିତ୍ କୁମାର ଦାସ ନିଜ ପୁଅ, ଝିଅ ଏବଂ ସ୍ତ୍ରୀ ସହିତ ସୋର…

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର

ବେଲଗୁଣ୍ଠା,୦୩/୦୫, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଖଇରପୁଟି ଗ୍ରାମରେ ଜଣେ ମହିଳାଙ୍କୁ ତାଙ୍କ ସ୍ଵାମୀ ଟାଙ୍ଗିଆରେ ହାଣି ମରଣାନ୍ତକ ଆକ୍ରମଣ କରିଥିବା ଗାଙ୍ଗପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଣିଛନ୍ତି ଆହତ ମହିଳାଙ୍କ ବାପା ତଥା ଖଇରପୁଟି ଗ୍ରାମର ଚନ୍ଦ୍ରମଣି…

ମାଟ୍ରିକ ପରୀକ୍ଷା ଫଳ ୨୦୨୬: ଓଡ଼ଗାଁ ବ୍ଲକରେ ବିଷ୍ଣୁ ପ୍ରସାଦ ସାହୁ ବ୍ଲକ ଟପ୍ପର, ୧୦ ଜଣଙ୍କ ଏ-୧ ସଫଳତା,

ଓଡ଼ଗାଁ, ୩।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ପୁଣିଥରେ ଶିକ୍ଷା କ୍ଷେତ୍ରରେ ନିଜ ସ୍ୱତନ୍ତ୍ର ପରିଚୟକୁ ସୁଦୃଢ଼ କରିଛି। ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳରେ ବ୍ଲକର ୧୦ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡ୍‌ରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।…

ନୟାଗଡ଼ ଗ୍ରୀଡ୍‌ରୁ ଓଡ଼ଗାଁ ୩୩ କେଭି ଲାଇନ୍‌ରେ ବାରମ୍ବାର ତ୍ରୁଟି

ମାଛିପଡ଼ାଠାରେ ଅଟକିଛି ନୂଆ ଲାଇନ୍‌, ଓଡ଼ଗାଁରେ ବିଦ୍ୟୁତ୍ ସଙ୍କଟ  ଓଡ଼ଗାଁ,୩।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବିଦ୍ୟୁତ୍ ସେକ୍ସନ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍ ବିଚ୍ଛିନ୍ନ ହେବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ…

ବୃନ୍ଦାବନ ସୁଆର ସ୍ମୃତି ସଂସଦ ତରଫରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବୃନ୍ଦାବନ ସୁଆର ସ୍ମୃତି ସଂସଦ ତରଫରୁ ପାରଳାଖେମୁଣ୍ଡି ସ୍ଥିତ କବିଚନ୍ଦ୍ର ସାହିର କାର୍ଯ୍ୟାଳୟରେ ଆଜି ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସଭାପତି ହର ପ୍ରସାଦ ସୁଆର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିନୋଦିନୀ…

ପ୍ରବଳ ବର୍ଷା ପବନରେ ଗଛପଡି ମୃତ୍ୟୁ ଓ ଗୁରୁତର ହୋଇଥିବା ପରିବାରଙ୍କୁ ଭେଟିଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଘଶାଳା ଗ୍ରାମରେ ଶୁକ୍ରବାର ପ୍ରବଳ ବର୍ଷା ପବନରେ ଗଛ ପଡ଼ି ମୃତ୍ୟୁ ହୋଇଥିବା କେ. ମନ୍ମମଥ ରାଓଙ୍କ ପରିବାରବର୍ଗଙ୍କୁ ଭେଟିଛନ୍ତି ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ କୁମାର ପାଣିଗ୍ରାହୀ।…