Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଓଡ଼ଗାଁ ଆଦର୍ଶ ଶ୍ମଶାନରେ ସୁଲଭମୂଲ୍ୟରେ ମିଳିବ ଜାଳେଣି କାଠ
ଓଡ଼ଗାଁ ୨୯।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି)ଆଦର୍ଶ ଶ୍ମଶାନରେ ସୁଲଭ ମୂଲ୍ୟରେ ମିଳିବ ଜାଳେଣି କାଠ। ସମ୍ପ୍ରତି ଜାଳେଣି କାଠର ଆବଶ୍ୟତା କମିଯାଇଥିବା ବେଳେ ସମୟ ଅସମୟରେ ଶବ ସଂସ୍କାର ନିମନ୍ତେ ଜାଳେଣି କାଠର ଅଭାବ ପରିଲକ୍ଷିତ…
ଗଜାନନ ବେଶରେ ଝଲସିଲେ ଚତୁର୍ଦ୍ଧାମୂର୍ତ୍ତି; ୪ ଲକ୍ଷରୁ ଅଧିକ ଭକ୍ତଙ୍କ ଦୁର୍ଲଭ ଦର୍ଶନ
ପୁରୀ, ୨୯/୬: ପବିତ୍ର ସ୍ନାନପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଭକ୍ତି, ଆଧ୍ୟାତ୍ମିକତା ଓ ପରମ୍ପରାର ଅପୂର୍ବ ସମାଗମ ଦେଖିବାକୁ ମିଳିଛି। ରତ୍ନସିଂହାସନରୁ ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଥିବା ଚତୁର୍ଦ୍ଧାମୂର୍ତ୍ତି ୧୦୮ ଗରା ଅଭିମନ୍ତ୍ରିତ ଅଧିବାସ ଜଳରେ ମହାସ୍ନାନ…
ଅବ୍ୟବସ୍ଥାରେ କାଶୀନଗର ଏନଏସି ଭେଣ୍ଡିଂ ଜୋନ : ପରିଦର୍ଶନ କରି କ୍ଷୋଭ ପ୍ରକାଶ କଲେ ପାରଳା ବିଧାୟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ଅଞ୍ଚଳରେ ବିଭିନ୍ନ ଅବ୍ୟବସ୍ଥା ନେଇ ଅଭିଯୋଗ ହେବା ପରେ ପାରଳା ବିଧାୟକ ଶ୍ରୀ ରୂପେଶ ପାଣିଗ୍ରାହୀ ଏନଏସିର ବିଭିନ୍ନ ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଶେଷ କରି ମୁକ୍ତା ଯୋଜନା…
ସ୍ନାନ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କୁ ୧୦୮ ଅଭିମନ୍ତ୍ରିତ ଅଧିବାସ ଜଳପୂର୍ଣ୍ଣ କୁମ୍ଭରେ ଜଳଲାଗି
ପୁରୀ,୨୯ /୬ : ଆଜି ଜ୍ୟେଷ୍ଟ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି ।ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତି ଙ୍କ ଜନ୍ମଦିନ । ରତ୍ନସିଂହାସନ ରୁ ପହଣ୍ଡି ହୋଇ ସ୍ନାନବେଦୀ ରେ ବିଜେ କରିଛନ୍ତି ଶ୍ରୀବିଗ୍ରହ । ଆଜି ସକାଳ ୫.୧୫ରେ ପହଣ୍ଡି ଆରମ୍ଭ ହୋଇଥିଲା । ଶ୍ରୀବିଗ୍ରହ ଙ୍କ ବିଭିନ୍ନ ନୀତି ଯୋଗୁଁ…
ତ୍ରିନାଥ ଗୁଆଲଙ୍କ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଦାବିରେ ନବୀନଙ୍କୁ ହରିଶ ଗଣତ୍ରାଙ୍କ ପତ୍ର
ଝାରସୁଗୁଡ଼ା, ୨୯/୬: ଝାରସୁଗୁଡ଼ାର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବାର୍ ଆସୋସିଏସନ୍ ସଭାପତି ସ୍ୱର୍ଗତ ତ୍ରିନାଥ ଗୁଆଲଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ଓ ନିରପେକ୍ଷ ତଦନ୍ତ ଦାବି ଜୋର ଧରିଛି। ଏହି ପ୍ରସଙ୍ଗରେ ବିଜୁ ଜନତା ଦଳର ଝାରସୁଗୁଡ଼ା ଜିଲ୍ଲା ସଭାପତି ହରିଶ ଗଣତ୍ରା…
ବେଲଗୁଣ୍ଠାରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା
ବେଲଗୁଣ୍ଠା,୨୯/୦୬, -(ଶିବରାମ ଚୌଧୁରୀ )-ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବେଲଗୁଣ୍ଠା ସହର ସମେତ ଏହି ବ୍ଳକ୍ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ରୀତିନୀତି ମୁତାବକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବେଲଗୁଣ୍ଠାର ପେଣ୍ଠ…
ଜମି ଭାଗ ବଣ୍ଟାକୁ ନେଇ ସାନ ଭାଇକୁ ବଡ଼ ଭାଇର ଆକ୍ରମଣ
ବେଲଗୁଣ୍ଠା,୨୯/୦୬-(ଶିବାରମ ଚୌଧୁରୀ )-, ଜମି ଭାଗବଣ୍ଟାକୁ ନେଇ ବଡ଼ଭାଇର ଆକ୍ରମଣରେ ସାନ ଭାଇ ଗୁରୁତର ହୋଇ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ଆଜି ବାବୁଲା ମେକାପ(୫୦) ନାମକ ଜଣେ ବ୍ୟକ୍ତି ନିଜ ଜମିର ଡିମାର୍କେସନ୍ ବିଷୟରେ ବୁଝାସୁଝା କରିବା…
ମଟନ ଦେବନି ତ ହଣା ଖାଇବ।
ବାଲେଶ୍ୱର ରେମୁଣା: ବିବାହ ଭୋଜିରେ ଅଭାବନୀୟ କାଣ୍ଡ । ମଟନ ବଦଳରେ ଚିକେନ ଦେଲେ ବୋଲି ହାଣିଦେଲେ କ୍ୟାଟରିଂ ବୟର ବେକକୁ ଆକ୍ରମଣ କଲେ ୪ ନାବାଳକ । ବାଲେଶ୍ବର ରେମୁଣା ଥାନା ଅଠାନ୍ତର ଗାଁରେ ଘଟିଛି ଅଭାବନୀୟ ଘଟଣା । ଗୁରୁତର ଯୁବକ ଫକୀରମୋହନ ମେଡ଼ିକାଲ କଲେଜରେ ଭର୍ତ୍ତି ପରେ ସଙ୍କଟାପନ୍ନ…
ଡକାୟତି ଯୋଜନା ବେଳେ ପୋଲିସର ଚଢଉ ।
ବାଲେଶ୍ବର/ ବସ୍ତା: ଡକାୟତି ଯୋଜନା ବେଳେ ପୋଲିସର ଚଢଉ ଦୁଇଟି ବନ୍ଧୁକ ସମେତ 10 ଟି ଅଫୁଟା ଗୁଳି, ଗୋଟିଏ କାର ଜବଦ, 3 ଡକାୟତ ଗିରଫ, କଟୁରୀ, ଶାବଳ, ଛୂରୀ ସମେତ ବିଭିନ୍ନ ମାରଣାସ୍ତ୍ର ଜବଦ । ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବସ୍ତା- ବାଲିଆପାଳ ମୁଖ୍ଯ ରାସ୍ତା ର ପୁଟୁରା ଛକ ରେ…
୨୦ତମ ଜିଲ୍ଲାସ୍ତରୀୟ ଜାତୀୟ ପରିସଂଖ୍ୟାନ ଦିବସ–୨୦୨୬ ପାଳିତ ।
ବିକଶିତ ରାଜ୍ୟ ଓ ବିକଶିତ ରାଷ୍ଟ୍ର ଗଠନରେ ପରିସଂଖ୍ୟାନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ ।
କେନ୍ଦ୍ରାପଡ଼ା:୨୯.୦୬(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ଏକକ, କେନ୍ଦ୍ରାପଡ଼ା ପକ୍ଷରୁ ଆଜି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ୨୦ତମ ଜିଲ୍ଲାସ୍ତରୀୟ ଜାତୀୟ ପରିସଂଖ୍ୟାନ…