Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଓସ୍ଜା ପକ୍ଷରୁ ବିଶ୍ବ କ୍ରୀଡ଼ା ସାମ୍ବାଦିକ ଦିବସ ପାଳିତ
କ୍ରୀଡ଼ାବିତ୍ ଓ କ୍ରୀଡ଼ା ସାମ୍ବାଦିକ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ : କ୍ରୀଡ଼ା ସଚିବ
ଭୁବନେଶ୍ବର,(ଚକ୍ରଧର ମାଝି) : ‘ମାନବିକ ଉତ୍କର୍ଷତା ପାଇଁ କ୍ରୀଡ଼ା ଯେତିକି ଜରୁରୀ କ୍ରୀଡ଼ା ଓ କ୍ରୀଡ଼ାବିତ୍ ବିକାଶରେ କ୍ରୀଡ଼ା ସାମ୍ବାଦିକଙ୍କ ଭୂମିକା ସେତିକି ଗୁରୁତ୍ବପୂର୍ଣ୍ଣ। କ୍ରୀଡ଼ାବିତ୍ ଓ…
ପୁରୀ ରଥଯାତ୍ରା ୨୦୨୬ ପାଇଁ ଟିପିସିଓଡିଏଲର ବ୍ୟାପକ ପ୍ରସ୍ତୁତି: ଭରସାଯୋଗ୍ୟ ବିଦ୍ୟୁତ ସେବା ଯୋଗାଇବାକୁ…
ଭୁବନେଶ୍ୱର, ଜୁଲାଇ ୦୨, ୨୦୨୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ମିଳିତ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍), ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ୨୦୨୬ ସମୟରେ ସୁରକ୍ଷିତ, ଭରସାଯୋଗ୍ୟ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇଦେବା ପାଇଁ…
ଗାୟତ୍ରୀ ବିଦ୍ୟାମନ୍ଦିରରେ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ
ଓଡ଼ଗାଁ, ୨।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ମଶାବାରୀସ୍ଥିତ ଗାୟତ୍ରୀ ବିଦ୍ୟାମନ୍ଦିରର ପ୍ରତିଷ୍ଠା ଦିବସ ଅବସରରେ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଯଜ୍ଞରେ ସାର୍ଥକ ଷଡ଼ଙ୍ଗୀ ଓ ତାଙ୍କ ପତ୍ନୀ…
୪ ମାସ ହେଲା କିଶୋରୀଙ୍କୁ ମିଳୁନି ଅଣ୍ଡା, ପୁଷ୍ଟିକର ଖାଦ୍ୟ ଯୋଜନା ପ୍ରଭାବିତ,
ଓଡ଼ଗାଁ, ୨।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକରେ ସମନ୍ୱିତ ଶିଶୁ ବିକାଶ ସେବା (ICDS) ଅଧୀନରେ ୧୫ରୁ ୧୯ ବର୍ଷ ବୟସର କିଶୋରୀମାନଙ୍କୁ ପ୍ରଦାନ କରାଯାଉଥିବା ପୁଷ୍ଟିକର ଖାଦ୍ୟ ଯୋଜନା ବର୍ତ୍ତମାନ ବ୍ୟାହତ ହୋଇଛି। ଗତ ୪ ମାସ ଧରି କୈଶୋରୀମାନଙ୍କୁ ଅଣ୍ଡା ବଣ୍ଟନ ବନ୍ଦ…
ଚୋରି ମାମଲାରେ ୩ ଗିରଫ, ସୁନା-ରୂପା ଅଳଙ୍କାର ଜବତ
ରାଉରକେଲା,(ବସନ୍ତ କୁମାର ଜେନା) : ସେକ୍ଟର-୭ ଥାନା ପୋଲିସ ଏକ ଚୋରି ମାମଲାର ତଦନ୍ତ କରି ଦୁଇ ଜଣ ଅଭିଯୁକ୍ତ ଏବଂ ଚୋରି ସାମଗ୍ରୀ କିଣିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ତିନି ଜଣଙ୍କୁ ଅଦାଲତକୁ ଚାଲାଣ କରାଯାଇଛି।
ସୂଚନା ଅନୁଯାୟୀ, ଗତ ମେ ୪ ତାରିଖରେ ସେକ୍ଟର-୭ ଅଞ୍ଚଳର…
ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠ, ନାଟଙ୍ଗା ଠାରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ
ବେଲଗୁଣ୍ଠା, ୦୨/୦୭,(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠରେ ଗୁରୁବାର ଦିନ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଡୋକି ସରୋଜିନୀଙ୍କ ନେତୃତ୍ୱରେ ବିଦ୍ୟୁତ୍ ସୁରକ୍ଷା ଏବଂ ଏହାର…
ଗ୍ରାମ ବିକାଶରେ ଦେଶର ବିକାଶ: ସାଲେପାଲିରେ ‘ବିକଶିତ ଭାରତ ଗ୍ରାମୀଣ’ କାର୍ଯ୍ୟକ୍ରମ
ସୁନ୍ଦରଗଡ଼,(ବସନ୍ତ କୁମାର ଜେନା) : ବିକଶିତ ଭାରତ ଗ୍ରାମୀଣ ଗ୍ୟାରେଣ୍ଟି ରୋଜଗାର ଯୋଜନା ଏବଂ ଅଜୀବିକା ମିଶନ ଗ୍ରାମୀଣ (VB-G RAM G)ର ଜାତୀୟସ୍ତରୀୟ ଶୁଭାରମ୍ଭ ଆଜି ହୋଇ ଯାଇଛି । ଏହି ଅବସରରେ ସୁନ୍ଦରଗଡ଼ ଡିପିଆରସି ଭବନରେ ଆଭାସୀ ମାଧ୍ୟମରେ ଜିଲ୍ଲା ପ୍ରଶାସନର ଅଧିକାରୀ, ଜନପ୍ରତିନିଧି ,…
ଦିଅରର ଆକ୍ରମଣରେ ଭାଉଜ ମୃତ ଘଟଣା ; ସ୍ବାମୀ ସ୍ତ୍ରୀ କୋର୍ଟ ଚାଲାଣ,ଟାଙ୍ଗିଆ, କତୁରୀ କାତି ଜବତ,
ବେଲଗୁଣ୍ଠା,୦୨/୦୭-(ଶିବରାମ ଚୌଧୁରୀ )-, ଗତକାଲି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମର ଦୁଇ ପରିବାର ମଧ୍ୟରେ ହଣାକଟା ଘଟି ଜଣେ ମହିଳା ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଥିବା ଘଟଣାରେ ମୃତ ବାସନ୍ତୀ ପ୍ରଧାନଙ୍କ ସ୍ବାମୀ ଗୌରାଙ୍ଗ…
ବିଦାୟକାଳୀନ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶିକ୍ଷକ ଶ୍ରୀ ରାମ ଶଙ୍କର ଗନ୍ତାୟତଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ବନ୍ଧୁ ବର୍ଗ , ପରିବାର , ପୋଡ଼ଶୀ , ଶୁଭେଛୁ ମାନଙ୍କ ଗହଣରେ ବିଧିବିଧ , ଭାବପୂର୍ଣ୍ଣ ଓ ବର୍ଣ୍ଣାଢ୍ୟ ଢଙ୍ଗରେ ରାତ୍ରିକାଳୀନ ନିଜସ୍ୱ ବାସଭବନରେ ଅନୁଷ୍ଠିତ ହୋଇଯାଇଥିଲା।…
“ଓମସା” ଡାକ୍ତର ମାନଙ୍କ ଧର୍ମଘଟ ଯୋଗୁଁ ରୋଗୀ ସ୍ୱାସ୍ଥ୍ୟ ଚିକିତ୍ସା ସେବା ସମ୍ପୂର୍ଣ୍ଣ ଭାବେ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ମେଡିକାଲ ସର୍ଭିସେସ ଏସୋସିଏସନ (ଓମସା) ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଶାଖା ଡାକ୍ତର ମାନେ ବିଭିନ୍ନ ନ୍ୟାଯ୍ୟ ଦାବୀ ଗୁଡିକ ପୂରଣ ନେଇ ଧର୍ମଘଟ ଚଲାଇ ଥିବା ଯୋଗୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର…