Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ତ୍ରିସ୍ତରୀୟ ନିର୍ବାଚନ ଓ ବ୍ଲକ ଅଫିସ ଘେରାଉ ପାଇଁ କଂଗ୍ରେସର ପ୍ରସ୍ତୁତି ବୈଠକ
କାଶୀପୁର: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ଜୁଲାଇ ୨୯ ତାରିଖରେ କାଶୀପୁର ବ୍ଲକ ଅଫିସ ଘେରାଉ କାର୍ଯ୍ୟକ୍ରମକୁ ସଫଳ କରିବା ଲକ୍ଷ୍ୟରେ କାଶୀପୁର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ!-->!-->!-->…
ସାରା ରାଜ୍ୟରେ ସାରପାଇଁ ହାହାକାର, ପ୍ରଶାସନିକ ବିଫଳତା ଓ ସାର କଳାବଜାରୀ ଯୋଗୁଁ ଚାଷୀ ହନ୍ତସନ୍ତ: ବିଜେଡି
"ଡବଲ ଇଞ୍ଜିନ ସରକାର’ ଓଡ଼ିଶାର ଚାଷୀଙ୍କ ପାଇଁ "ଟ୍ରବୁଲ ଇଞ୍ଜିନ ସରକାର’ରେ ପରିଣତ ହୋଇଛି
-ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ ଡବଲ ଇଞ୍ଜିନ ସରକାର ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ସଦୃଶ-ସରକାର ତୁରନ୍ତ ଚାଷୀକୂଳକୁ ନିରବଚ୍ଛିନ୍ନ ସାର ଯୋଗାଇ ଦିଅନ୍ତୁ
ଭୁବନେଶ୍ୱର, ୨୨/୦୭/୨୦୨୬:!-->!-->!-->!-->!-->…
‘ଦଳ ବଦଳାଇଛନ୍ତି, ଇତିହାସ ବଦଳାନ୍ତୁ ନାହିଁ’
ଭର୍ତ୍ତୁହରିଙ୍କୁ ଅରୁଣଙ୍କ ଟାର୍ଗେଟ୍
ନୟାଗଡ଼(ବିଶ୍ୱଜିତ ନାୟକ) :- ଦିଲ୍ଲୀ ଛାତ୍ର ଆନ୍ଦୋଳନକୁ ସମର୍ଥନ କରିଥିଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ଏନେଇ ପ୍ରତିକ୍ରିୟା ରଖିଥିଲେ ବିଜେପି ସାଂସଦ ଭର୍ତ୍ତୃହରି ମହତାବ । ମହତାବଙ୍କୁ କାଉଣ୍ଟର କରିଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର!-->!-->!-->…
ବିଶ୍ୱ ମସ୍ତିଷ୍କ ଦିବସ ପାଳନ ଅବସରରେ ଆପୋଲୋ ହସ୍ପିଟାଲ୍ସ ରାଉରକେଲାର ସଚେତନତା କାର୍ଯ୍ୟକ୍ରମ
ତିନିଟି ବିଦ୍ୟାଳୟରେ ୨୫୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ
ରାଉରକେଲା, ଜୁଲାଇ ୨୨,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ବିଶ୍ୱ ମସ୍ତିଷ୍କ ଦିବସ ଅବସରରେ ଆପୋଲୋ ହସ୍ପିଟାଲ୍ସ, ରାଉରକେଲା ପକ୍ଷରୁ ତିନିଟି ବିଦ୍ୟାଳୟରେ ମସ୍ତିଷ୍କ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।!-->!-->!-->…
ପଦ୍ମଶ୍ରୀ ଡ. ସତ୍ଯନାରାୟଣ ରାଜଗୁରୁ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ସ୍ଥାନୀୟ ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ବାସଭବନରେ ପଦ୍ମଶ୍ରୀ ଡ. ସତ୍ଯନାରାୟଣ ରାଜଗୁରୁଙ୍କ ୧୨୪ତମ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ ହୋଇଯାଇଛି।ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଆସନ୍ତା ଅଗଷ୍ଟ ୧୯!-->…
ଚୁଡୁଙ୍ଗପୁରରେ ଆୟୋଜିତ ଜନ ଅଭିଯୋଗ ଶୁଣାଣୀରେ ଲୋକଙ୍କ ଗୁହାରି ଶୁଣିଲେ ବିଧାୟକ
୧୦୫ ବର୍ଷ ବୃଦ୍ଧା ଙ୍କୁ ମାତ୍ର ଏକ ହଜାର ଟଙ୍କା ପେନଶନ ପାଉଥିବା ଜାଣି ଦୁଃଖ ପ୍ରକାଶ କଲେ ବିଧାୟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ହାଦଭାଙ୍ଗି ପଞ୍ଚାୟତର ବିଭିନ୍ନ ଗ୍ରାମକୁ ନେଇ ଅନୁଷ୍ଠିତ ହୋଇଯାଇଛି ଏକ ବଡ଼ ଧାରଣର ଜନ ଅଭିଯୋଗ!-->!-->!-->!-->!-->!-->!-->…
ଖିମଜୀ ଫାଉଣ୍ଡେସନ ପକ୍ଷରୁ ରଥଯାତ୍ରା ୨୦୨୬ରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ସେବା
ଖରା ଓ ଆର୍ଦ୍ରତାରୁ ଆଶ୍ୱସ୍ତି ପାଇଁ ବଡ଼ଦାଣ୍ଡରେ ଜଳ ସିଞ୍ଚନ ଯନ୍ତ୍ର ନିୟୋଜିତ
ପୁରୀ ସମୁଦ୍ର କୂଳରେ ମାଗଣା ରାତ୍ରି ଆଶ୍ରୟସ୍ଥଳରେ ଶ୍ରଦ୍ଧାଳୁଙ୍କ ପାଇଁ ସୁରକ୍ଷିତ ରହିବା ସୁବିଧା ପ୍ରଦାନ
ଭୁବନେଶ୍ୱର: ଓଡ଼ିଶାର ଅନ୍ୟତମ ବିଶ୍ୱସ୍ତ ଓ ପ୍ରସିଦ୍ଧ ଅଳଙ୍କାର ବ୍ରାଣ୍ଡ!-->!-->!-->!-->!-->!-->!-->!-->!-->!-->!-->…
ଆଇନ ଶୃଙ୍ଖଳା, ସୁରକ୍ଷା କ୍ଷେତ୍ରରେ କୌଣସି ସାଲିସ କରାଯିବ ନାହିଁ
ବାହୁଡା ଯାତ୍ରା ପ୍ରସ୍ତୁତି ସମୀକ୍ଷା ବୈଠକ
ଭିଡ ପରିଚାଳନା ଓ ସୂଚନା ସଞ୍ଚାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ଓ ପୋଲିସର ମାର୍ଗଦର୍ଶିକା ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ
ଭୁବନେଶ୍ୱର, ୨୨ ଜୁଲାଇ,!-->!-->!-->!-->!-->!-->!-->!-->!-->!-->!-->…
ନିଟ୍-ୟୁଜି ୨୦୨୬ ପରୀକ୍ଷାର୍ଥୀଙ୍କୁ ନ୍ୟାୟ ଦେବା ବଦଳରେ ପୋଲିସର ବର୍ବରତା ଦୁର୍ଭାଗ୍ୟଜନକ: ବିଜେଡି
-ଶାନ୍ତିପୂର୍ଣ୍ଣ ଭାବେ ଆନେ୍ଦାଳନ କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ୍ର ଅମାନୁଷିକ କାର୍ଯ୍ୟାନୁଷ୍ଠାନକୁ ବିଜେଡି କଡ଼ା ନିନ୍ଦା କରୁଛି-ଯୁବପିଢ଼ିଙ୍କ ସ୍ୱପ୍ନକୁ ପୋଲିସ୍ ବର୍ବରତା ଦ୍ୱାରା ଚାପି ଦିଆଯାଇପାରିବ ନାହିଁ
ଭୁବନେଶ୍ୱର, ୨୧/୦୭/୨୦୨୬: ନିଟ୍-ୟୁଜି ୨୦୨୬ ପରୀକ୍ଷାରେ ହୋଇଥିବା!-->!-->!-->…
ଟିପିଡବ୍ଲୁଓଡିଏଲ୍ର ‘ଗ୍ରାମୀଣ କ୍ରୀଡ଼ା ବିକାଶ କାର୍ଯ୍ୟକ୍ରମ’ ଛୁଇଁଲା ସଫଳତାର ନୂଆ ଶିଖର,
ସୁନ୍ଦରଗଡ଼ ଜିଲ୍ଲାରେ ୫୦୦ରୁ ଅଧିକ ଯୁବ କ୍ରୀଡ଼ାବିତ୍ ହେଲେ ସାମିଲ
୪୦ ପ୍ରତିଶତରୁ ଅଧିକ ଝିଅଙ୍କ ଅଂଶଗ୍ରହଣ, ମୁଖ୍ୟମନ୍ତ୍ରୀ ଟ୍ରଫି ଓ ଏସ୍ଜିଏଫ୍ଆଇ ଜାତୀୟ ଚାମ୍ପିଅନସିପ୍ରେ ସଫଳତା ।
ସୁନ୍ଦରଗଡ଼, ୨୧ ଜୁଲାଇ ୨୦୨୬:ଆରମ୍ଭ ହେବାର ବର୍ଷକ ମଧ୍ୟରେ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା!-->!-->!-->!-->!-->!-->!-->…