Browsing Category

ସମ୍ପାଦକୀୟ

 ବିକାଶର ସୂତ୍ର – ଅ-ଆ-ଇ-ଉ

ପଞ୍ଚାନନ କାନୁନଗୋ ମହାମାରୀ କରୋନାର ଏକ ଅତ୍ୟାଧୁନିକ ଆଲୋଚନା ଉତ୍ସଟି ଇଂରେଜୀରେ ୱେବ୍ନାର ଯାହା ଏକ ସେମିନାରର ରୂପାନ୍ତର ବୋଲି ଧରାଯାଉଛି । ଏକ ସମୟରେ ଘରେ ବସି ଜୁମ୍ ସଜାଡ଼ି ଲିଙ୍କ ବ୍ୟବହାରରେ ଦେଶର ବିଭିନ୍ନ ପ୍ରାନ୍ତରେ ଥାଇ ମଧ୍ୟ ଆଲୋଚନାରେ ଅଂଶ ଗ୍ରହଣ କରି ହେଉଛି । ସଂଯୋଜକ ବା…

ନାରୀଟିଏ ସ୍ୱାଧିନରେ  ବଞ୍ଚିରହୁ 

 ସାବିତ୍ରୀ' ଗୋଟେ ନାରୀର ଡାକ ନା ହୋଇପାରେ,ଗୋଟେ ନାରୀ ଏ ସମାଜକୁ ଭେଟି ଦେଉଥିବା ତା ସତୀତ୍ୱର ପ୍ରମାଣ ହୋଇପାରେ , ଗୋଟେ ନାରୀ ସ୍ୱାମୀ ସ୍ତ୍ରୀର ସମ୍ପର୍କକୁ ଦୀର୍ଘାୟୁ,ଓ ସୁଖଦ କରିବାର ଗୋଟେ ପ୍ରାର୍ଥନାର ଅଭିବ୍ୟକ୍ତି ହୋଇପାରେ ,କିମ୍ବା ମନର ମଣିଷ ପ୍ରତି ଥିବା ଢେର୍ ସାରା ଭଲପାଇବାର ଏକ…

ଯଥାଶୀଘ୍ର ମହାମାରୀରୁ ଲୋକେ ମୁକ୍ତି ପାଆନ୍ତୁ :- ବରିଷ୍ଠ ସାମ୍ବାଦିକ ଶ୍ରୀ ବିଜୟ କୁମାର ସାହୁ

 "ରାତ୍ରି ପ୍ରାୟ ୧୧ଟା । ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ସରକାରୀ ଡାକ୍ତରଖାନାର ଦୃଶ୍ୟ ।ଶାନ୍ତପୂର୍ଣ ପରିବେଶ ।ଏଭଲି ମହାମାରୀ ସମୟରେ ସମସ୍ତ ଙ୍କ ମନରେ ଗୋଟିଏ ପ୍ରଶ୍ନ ଡାକ୍ତରଖାନା କିଭଲି ଥିବ । ରୋଗୀ ତାଙ୍କ ପରିଜନ , ଭାଇବନ୍ଧୁ ସମସ୍ତେ କିଭଲି ଥିବେ । ଲୋକମାନେ ଜୀବନ ଆକୁଳରେ ଧାଆ…

ଏମିତି କେହି ହୋଇ ଯାଏନି ଗାନ୍ଧୀ ମହାତ୍ମା ….ଜନଗଣଙ୍କ ହୃଦୟର ନେତା

ଗାନ୍ଧୀ : ସୁଟ୍-ବୁଟ୍ ରୁ ଧୋତି-ଚାଦର, ଚାଷୀ ଆନ୍ଦୋଳନରୁ ମୁକ୍ତି ଆନ୍ଦୋଳନ ଯାଏ ଭୁବନେଶ୍ୱର : "ଏମିତି କେହି ହୋଇ ଯାଏନି ଗାନ୍ଧୀ ମହାତ୍ମା ....ଜନଗଣଙ୍କ ହୃଦୟର ନେତା | ଅକସ୍ମାତ କିଛି ହୋଇଯାଏନି | ଅଚାନକ କେହି କୋଟି ହୃଦୟରେ ରାଜୁତି କରିଯାଏନି | ଅଗ୍ନିପରୀକ୍ଷା ଦେଇ ଯିବାକୁ ହୁଏ |…

କେମିତି କଟିବ ୨୦୨୧!!!

୨୦୨୦ ସମଗ୍ର ବିଶ୍ବକୁ ଏମିତି ସ୍ଥିତିକୁ ଆଣିଦେଲା ଯାହାର କଳ୍ପନା କେହି ବି କରିନଥିଲେ।ଅର୍ଥନୀତି ସହ ଜୀବନଜୀବିକା କୁ ନେଇ ସମଗ୍ର ଦୁନିଆରେ ସଂଘର୍ଷ ଜାରୀ ରହିଛି।ଆଗାମୀ ନୂତନ ବର୍ଷକୁ ନେଇ ସମସ୍ତେ ଆଶା ଆକାଂକ୍ଷା ଉଦବିଗ୍ନତା ମଧ୍ୟରେ ଅଛନ୍ତି।୨୦୨୦ ବିଦାୟ ନେବା ସମୟରେ ମଧ୍ୟ କରୋନାର…

ପୂର୍ବରୁ ମଧ୍ୟ ଦୁଇଟି ପର୍ଯ୍ୟାୟରେ ୧୪ ବର୍ଷ ଧରି ବନ୍ଦ ରହିଥିଲା ବରଗଡ଼ ଧନୁଯାତ୍ରା

ସୁରେନ୍ଦ୍ର ହୋତା କରୋନାର ସଂକ୍ରମଣ ଭୟରେ ଚଳିତ ବର୍ଷ ବରଗଡ଼ ଧନୁଯାତ୍ରାକୁ ବନ୍ଦ ରଖିବାର ନିଷ୍ପତ୍ତି ନେଇଛି ବରଗଡ଼ ଜିଲା ପ୍ରଶାସନ । ନିଶ୍ଚିତ ରୂପେ ଏହା ଏକ ଐତିହାସିକ ତଥା ସମୟଚିତ ପଦକ୍ଷେପ । ତେବେ ଏତଦ୍ୱାରା ପ୍ରଚଳିତ ପରମ୍ପରା ବନ୍ଦ ହୋଇଥିବା କାରଣରୁ କିଛି ଲୋକଙ୍କ ଆକ୍ରୋଶ ବଢ଼ିଛି ।…

କିଟ୍‍ ବିଶ୍ୱବିଦ୍ୟାଳୟ: ଉତ୍କର୍ଷତାରୁ ଶ୍ରେଷ୍ଠତା

୧୬ତମ ସମାବର୍ତ୍ତନ ଉପଲକ୍ଷେ ଅଚ୍ୟୁତ ସାମନ୍ତ ଆନୁଷ୍ଠାନିକ ଶୈକ୍ଷିକ ଜୀବନରେ ସ୍ନାତକ ଶେଷ ସୋପାନ ନୁହେଁ। ଏହା ଜଣଙ୍କ କ୍ୟାରିଅର୍‍ର ଅୟମାରମ୍ଭ। ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ସ୍ନାତକ ହେବାର ଦିନ-ସମାବର୍ତ୍ତନ ଦିବସକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି।…

ଶିବଙ୍କ ସାମ୍ରାଜ୍ୟରେ ଗଞ୍ଜେଇ ଗଞ୍ଜଣା!

ବିଭୂତି ପତି    ଯୁକ୍ତରାଷ୍ଟ୍ର ଆମେରିକାର ଚାପ ସମ୍ଭାଳି ନପାରି ଭାରତ ଗଞ୍ଜେଇକୁ ନିଷିଦ୍ଧ ଘୋଷଣା କରିଦେଲା । ଅଥଚ ଆମେରିକା ଆମର ସମ୍ମାନ ଉପରେ ଆଧିପତ୍ୟ ଜାହିର କରି ବିପୁଳ ଲାଭରେ ତା’ର  ସାମଗ୍ରୀଗୁଡ଼ିକୁ ବିକ୍ରି କଲା । ଜୈବ ସମ୍ବଳର ଏପରି ଲୁଣ୍ଠନ ବନ୍ଦ ହେବା ଆବଶ୍ୟକ  । ଶିବଙ୍କ…

କେନ୍ଦୁଝରର ଅବହେଳିତ ଜନଜାତି     

 ଶ୍ରୀ ଡମ୍ବରୁଧର ଘଣା ଜନଜାତି କହିଲେ ଏକ ଭାଷା, ଏକ ପରିଚୟ,ଏକ ସଂସ୍କୃତି , ସମାନ ଧାର୍ମିକ ବିଶ୍ଵାସ, ସମାନ ରୋଜଗାର ପନ୍ଥା , ସମାନ ସାମାଜିକ ନୀତି, ନିଜି ଶିକ୍ଷାପଦ୍ଧତିକୁ ନେଇ ଆଦିମକାଳରୁ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ବାସକରି ଆସୁଥିବା ଗୋଷ୍ଠୀକୁ ବୁଝାଇଥାଏ । ଭାରତ ବର୍ଷର ପ୍ରାୟ ସବୁ…

ଜଙ୍ଗଲର ସାମାଜିକ ଜୀବନ !

ବିଭୂତି ପତି  ଏହା ନିଶ୍ଚିତ ସ୍ୱାଗତ ଯୋଗ୍ୟ କେନ୍ଦ୍ର ପରିବେଶ-ଜଙ୍ଗଲ-ଜଳବାୟୁ ପରିବର୍ତନ ମନ୍ତ୍ରୀ  ପରିବେଶ ପ୍ରଭାବ ଆକଳନ (ଇ.ଆଇ.ଏ) ପ୍ରସ୍ତାବିତ ବିଲ୍ ସମ୍ପର୍କରେ ଦିଆଯାଇଥିବା ପ୍ରସ୍ତାବଗୁଡ଼ିକର ପୁନର୍ବିଚାର  କରିବା ପାଇଁ ଚିନ୍ତା କରୁଛନ୍ତି ଏବଂ ଏଥିପାଇଁ ମତାମତ ମଧ୍ୟ…