Browsing Category

ବାଣିଜ୍ୟ

ଆରଏସପିରେ ପ୍ଳାଣ୍ଟ ସ୍ତରୀୟ କ୍ଵାଲିଟି ସର୍କଲ ପ୍ରତିଯୋଗିତା ଆୟୋଜିତ

Rourkela/Susanta Behera : ରାଉରକେଲା ଇସ୍ପାତ କାରଖାନା ନିମନ୍ତେ ପ୍ଳାଣ୍ଟ ସ୍ତରୀୟ କ୍ଵାଲିଟି ସର୍କଲ ପ୍ରତିଯୋଗିତା ଅଗଷ୍ଟ ୩୦ ଓ ୩୧ ତାରିଖରେ ମାନବ ସମ୍ବଳ ବିକାଶ କେନ୍ଦ୍ରଠାରେ ଆୟୋଜିତ ହୋଇଯାଇଛି। ଆରଏସପି ସର୍ଭିସେସ ଓ ୟୁଟିଲିଟିଜ ବିଭାଗର ଜିଏମ ଇନ ଚାର୍ଜ, ଶ୍ରୀ ଗୌତମ ବାନାର୍ଜୀ ଏହି…

ଉତ୍କଳ  ଆଲୁମିନା ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସହାୟତା

ଭୁବନେଶ୍ୱର(Shasak Prashasak):  ହିଣ୍ଡାଲ୍କୋର ଏକ ୟୁନିଟ୍, ଉକ୍ରଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ ପକ୍ଷରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୨୧୦୦ କଲର୍ କୋଡେଡ ବେଡ଼ସିଟ  ହସ୍ତାନ୍ତର କରାଯାଇଛି । କଂପାନିର ସହକାରୀ ଉପସଭାପତି (ଏଚ୍ଆର୍ ଆଣ୍ଡ୍ ଆଇଆର୍) ଶ୍ରୀ ଟି ଏମ୍ ପ୍ରକାଶ…

କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କ ଦ୍ଵାରା ସାର୍ବଜନିକ ଇସ୍ପାତ ଉଦ୍ୟୋଗ ନିମନ୍ତେ କର୍ପୋରେଟ କ୍ରୀଡାନୀତି ଉନ୍ମୋଚିତ 

ରାଉରକେଲା :  ଦେଶର କ୍ରୀଡା ପ୍ରତିଭାଙ୍କ ପୃଷ୍ଠପୋଷଣ ତଥା ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଅଧିକ ସଂଖ୍ୟକ ମେଡାଲ ଆଶାୟୀ କ୍ରୀଡାବିତଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଇସ୍ପାତ ମନ୍ତ୍ରଣାଳୟ ଏହାର ଅଧିନସ୍ଥ ସାର୍ବଜନିକ ଇସ୍ପାତ ଉଦ୍ୟୋଗଗୁଡିକ ନିମନ୍ତେ ପ୍ରଥମ ଥର ପାଇଁ ଏକ…

ଶ୍ରମିକ ନେତା କାହା ସ୍ୱାର୍ଥରେ, ଶ୍ରମିକମାନଙ୍କର ନା ନିଜର!!!

  ଆମ କମ୍ପାନୀ ପରିବାରକୁ ବ୍ଲାକ୍ମେଲ ଓ ବଦନାମ କରିବା ପାଇଁ ଯୋଜନା !- ପି.କେ. ପଣ୍ଡା ପାରାଦୀପ : ବନ୍ଦର ନିଷିଦ୍ଧଞ୍ଚଳରେ  କାର୍ଯ୍ୟବନ୍ଦ ଆନ୍ଦୋଳନ ଶେଷ ହେବାପରେ ପୁଣି ସୋମବାର ଦିନ ବଡପଡିଆ ସ୍ଥିତ ଓଡିଶା ଷ୍ଟିଭେଡର୍ସ ଲିମିଟେଡ୍ (ଓଏସଏଲ୍) ସାମ୍ନାରେ ଶ୍ରମିକମାନେ ଧାରଣାରେ ବସିଛନ୍ତି ।…

ପାଠ୍ୟପୁସ୍ତକ ସହିତ ବାସ୍ତବ ପରିସ୍ଥିତି ଉପରେ ବିଦ୍ୟାର୍ଥୀ ମାନେ ପରିଚିତ ହେବା ଆବଶ୍ୟକ

 ଏସଜିଏଟି ପକ୍ଷରୁ ଯୋଡାରେ ଖଣିଜ ସଚେତନତା କାର୍ଯ୍ୟକ୍ରମ ଯୋଡା,(ସମୀର ନନ୍ଦ) ସୋସାଇଟି ଅଫ୍ ଜିଓସାଇଣ୍ଟିଷ୍ଟ ଆଣ୍ଡ ଆଲଏଜ ଟେକ୍ନୋଲୋାଜିଷ୍ଟ (ଏସଜିଏଟି) ପକ୍ଷରୁ ପ୍ରତିବର୍ଷ ଭୂତତ୍ତ୍ୱ ଓ ଖଣିଜ ଜ୍ଞାନର ଉନ୍ନତି ପାଇଁ ବିଗତ ୨୮ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଥିବା ସଚେତନତା କାର୍ଯ୍ୟକ୍ରମ…

“ସକାରାତ୍ମକ ଫଳାଫଳ ହାସଲ ନିମନ୍ତେ ଅଧିକ ସକ୍ରିୟ ଓ ଦାୟିତ୍ୱଶୀଳ ହୁଅନ୍ତୁ,” ବୋଲି ଆରଏସ.ପି ର ସିଇଓଙ୍କ ଉଲ୍ଲେଖ 

  ରାଉରକେଲା/ସୁଶାନ୍ତ ବେହେରା : “ଆମକୁ ସକାରାତ୍ମକ ଫଳାଫଳ ହାସଲ ନିମନ୍ତେ ନିଜର କାର୍ଯ୍ୟଧାରାରେ ଅଧିକ ସକ୍ରିୟ ଓ ଦାୟିତ୍ୱଶୀଳ ହେବା ଆବଶ୍ୟକ,”  ବୋଲି ମାନବ ସମ୍ବଳ ବିକାଶ କେନ୍ଦ୍ରଠାରେ ଅଗଷ୍ଟ ୨୩ ତାରିଖରେ ଅନୁଷ୍ଠିତ ‘ତାଲମେଲ୍’ର ଷୋଡଶ ଅଧିବେଶନରେ ଉଦବୋଧନ ଦେଇ ରାଉରକେଲା ଇସ୍ପାତ…

ଆରଏସପି କାର୍ଯ୍ୟ ଅଞ୍ଚଳ ଓ ଇସ୍ପାତ ସହରାଞ୍ଚଳର  ଆଇଏସଓ ପ୍ରମାଣପତ୍ର ବୈଧତା ଜାରି ରଖିବା ପାଇଁ ସୁପାରିସ 

ରାଉରକେଲା/ ସୁଶାନ୍ତ ବେହେରା :  ଆରଏସପିରେ କାର୍ଯ୍ୟ ଅଞ୍ଚଳ ଓ ଇସ୍ପାତ ସହରାଞ୍ଚଳରେ ଆଇଏସଓ ୯୦୦୧: ୨୦୧୫ ଓ  ଆଇଏସଓ ୧୪୦୦୧: ୨୦୧୫ ପରିବେଶ ପରିଚାଳନା ବ୍ୟବସ୍ଥା ଓ କ୍ଵାଲିଟି ପରିଚାଳନା ବ୍ୟବସ୍ଥାର ସର୍ଭେଲାନ୍ସ ଅଡିଟ ଅଗଷ୍ଟ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏହି ଅଡିଟ…

ରାଉରକେଲା ଇସ୍ପାତ କାରଖାନାର ଦୀପିକା ଇସ୍ପାତ ଶିକ୍ଷା ସଦନ : ଅବହେଳିତ ବର୍ଗର ପିଲାଙ୍କ ବର୍ତ୍ତମାନ ଓ ଭବିଷ୍ୟତ ଗଢିବା…

  Rourkela/Sushanta Behera : ସେଲ ରାଉରକେଲା ଇସ୍ପାତ କାରଖାନାର ନିଃଶୁଳ୍କ ବିଦ୍ୟାଳୟ, ଦୀପିକା ଇସ୍ପାତ ଶିକ୍ଷା ସଦନକୁ ଯଦି କେହି ଭ୍ରମଣରେ ଯାଆନ୍ତି ଏବଂ  ଛାତ୍ରଛାତ୍ରୀମାନଙ୍କ ସହିତ ବାର୍ତ୍ତାଳାପ କରନ୍ତି, ସେମାନଙ୍କର ପ୍ରତିଭା ସମ୍ପର୍କରେ ଅବଗତ ହୁଅନ୍ତି ଓ ଉଭୟ ପାଠ୍ୟ ତଥା…

ଆରଏସପିର ୬୩ ଜଣ ବରିଷ୍ଠ ଅଧିକାରୀ ୨୫ ବର୍ଷ ସେବା ପୂର୍ତ୍ତି ନିମନ୍ତେ ସମ୍ବର୍ଦ୍ଧିତ   

Sushanta Behera/Rourkela  : ରାଉରକେଲା ଇସ୍ପାତ କାରଖାନାର ସିଇଓଙ୍କ କାର୍ଯ୍ୟାଳୟଠାରେ ଅଗଷ୍ଟ ୯ ତାରିଖରେ ଅନୁଷ୍ଠିତ ଏକ ଉତ୍ସବରେ ଆରଏସପିର ସିଇଓ, ଶ୍ରୀ ଅଶ୍ଵିନୀ କୁମାର ସିନିୟର ମ୍ୟାନେଜର ଓ ତଦ୍ଦୁର୍ଦ୍ଧ୍ଵ ସ୍ତରର ୬୩ ଜଣ ବରିଷ୍ଠ ଅଧିକାରୀଙ୍କୁ ଦୀର୍ଘ କାଳୀନ ସେବା ପୁରସ୍କାର ପ୍ରଦାନ…

ଟାଟାଷ୍ଟିଲ କଳିଙ୍ଗ ନଗର ପକ୍ଷରୁ ବିଶ୍ୱ ଆଦିମ ଅଧିବାସୀ ଦିବସ ପାଳିତ

  କଳିଙ୍ଗନଗର : ଟାଟାଷ୍ଟିଲ ପକ୍ଷରୁ  କଳିଙ୍ଗନଗରର ଗୋବରଘାଟି ଠାରେ ବିଶ୍ୱ ଆଦିମ ଅଧିବାସୀ ଦିବସ ପାଳିତ ହୋଇଯାଇଛି । ୧୯୯୪ରେ ମିଳିତ ଜାତିସଂଘ ପକ୍ଷରୁ ଉକ୍ତ ଦିବସ ପାଳନ ଆରମ୍ଭ କରାଯାଇଥିଲା । ଆଦିମ ଅଧିବାସୀଙ୍କ ଅଧିକାରର ସୁରକ୍ଷା ଓ ଏହାର ପ୍ରସାର ପାଇଁବିଭିନ୍ନ ଦେଶ ଓ ସଂସ୍ଥା…