Sign in
Sign in
Recover your password.
A password will be e-mailed to you.
Browsing Category
ବାଣିଜ୍ୟ
ଟିପିଏସ୍ଓଡିଏଲ୍ ପକ୍ଷରୁ ଅନ୍ତର୍ଜାତୀୟ ଯୁବ ଦିବସ ପାଳନ
ବ୍ରହ୍ମପୁର: ପ୍ରଯୁକ୍ତିବିଦ୍ୟା ଏବଂ କାର୍ଯ୍ୟକ୍ଷେତ୍ର ଦ୍ରୁତ ଗତିରେ ପରିବର୍ତ୍ତିତ ହେଉଥିବାରୁ ଯୁବପିଢ଼ିଙ୍କୁ ନିରନ୍ତର ଭାବେ ନିଜ ଦକ୍ଷତାର ଉନ୍ନତି କରିବା ସହ ନୂତନତ୍ୱକୁ ଆପଣାଇବା ଏବଂ ଉଦୀୟମାନ ସୁଯୋଗ ସହ ନିଜକୁ ଖାପ ଖୁଆଇବା ଆବଶ୍ୟକ । ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ ଗଞ୍ଜାମ!-->!-->!-->…
ତାଳପଦର ସାପ୍ତାହିକ ବଜାର ଶୌଚାଳୟରେ ତାଲା
ବିଜେପୁର: ସରକାରଙ୍କ ପକ୍ଷରୁ ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଯାଉଛି ବିଭିନ୍ନ ପ୍ରକଳ୍ପ। ହେଲେ ନିର୍ମାଣ ପରେ ତାହା ଲୋକଙ୍କ କାମରେ ନ ଲାଗିଲେ ସରକାରୀ ଅର୍ଥ ଖର୍ଚ୍ଚର ଉଦ୍ଦେଶ୍ୟ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ଏଭଳି ଏକ ଘଟଣା!-->!-->!-->…
ଦକ୍ଷିଣ ଓଡ଼ିଶାର ସୌର ଯାତ୍ରାକୁ ସାକାର ରୂପ ଦେଉଛି ପିଏମ୍ ସୂର୍ଯ୍ୟ ଘର ଯୋଜନା
ରୁଫ୍ ଟପ ସୋଲାର ପାଲଟିଛି ଲୋକଙ୍କ ପ୍ରଥମ ପସନ୍ଦ
ରୁଫ୍ ଟପ ସୋଲାର ସ୍ଥାପନରେ ଗଞ୍ଜାମ ସାରା ରାଜ୍ୟରେ ଦ୍ୱିତୀୟ
ବ୍ରହ୍ମପୁର: ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଘର ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ କରି ଅଧିକରୁ ଅଧିକ ପରିବାର ଏବେ ସ୍ୱଚ୍ଛ ଶକ୍ତିକୁ!-->!-->!-->!-->!-->!-->!-->!-->!-->…
୮୬ ବର୍ଷୀୟ ବୃଦ୍ଧଙ୍କ ଜଟିଳ ହୃଦୟ ଚିକିତ୍ସା ସଫଳ
ଆପୋଲୋ ହସ୍ପିଟାଲ୍ସ ରାଉରକେଲାରେ ଉଚ୍ଚ-ଝୁମ୍ପପୂର୍ଣ୍ଣ Left Main PTCA ସଫଳ
ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ଆପୋଲୋ ହସ୍ପିଟାଲ୍ସ ରାଉରକେଲା କ୍ୟାଥଲାବ୍ରେ ଜଣେ ୮୬ ବର୍ଷୀୟ ବୃଦ୍ଧଙ୍କ ଉଚ୍ଚ-ଝୁମ୍ପପୂର୍ଣ୍ଣ ଏବଂ ଅତ୍ୟନ୍ତ ଜଟିଳ ହୃଦୟ ଚିକିତ୍ସା CHIP-PTCA ସଫଳତାର!-->!-->!-->…
ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା
ଐତିହ୍ୟ, କାରିଗରୀ ଓ ପ୍ରଯୁକ୍ତି ଜରିଆରେ ଋଥ ନିର୍ମାଣର ଚିରନ୍ତନ ପରମ୍ପରାକୁ ଅନୁଭବ ଓ ପାଳନ କରିବାକୁ ତଲ୍ଲିନକାରୀ ଅନୁଭୂତି ୧୩,୭୫୦ରୁ ଅଧିକ ଭକ୍ତଙ୍କୁ ସମର୍ଥ କରାଇଲା
ପୁରୀ : ଆଇଟିସିର ଆଶୀର୍ବାଦ ଅଟ୍ଟା ପୁରୀ ରଥ ଯାତ୍ରାରେ ଶହ ଶହ ପୁରାତନ ରଥ ନିର୍ମାଣ ପରମ୍ପରାରେ ଅନୁପ୍ରେରିତ!-->!-->!-->!-->!-->…
ଭାରତୀୟ ନୌସେନାରେ ନୂତନ ରୂପେ ସାମିଲ ଆଇଏନ୍ଏସ୍ ମାଲଭାନକୁ ଦୃଢ଼ତା ପ୍ରଦାନ କରୁଛି ଏଏମ୍/ଏନ୍ଏସ୍ ଇଣ୍ଡିଆର ଇସ୍ପାତ
ଭୁବନେଶ୍ୱର,୦୫ ଅଗଷ୍ଟ ୨୦୨୬: ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ପକ୍ଷରୁ ଆଇଏନ୍ଏସ୍ ମାଲଭାନ ନିର୍ମାଣ ପାଇଁ ଆବଶ୍ୟକ ସ୍ୱତନ୍ତ୍ର ଇସ୍ପାତର ଶତ ପ୍ରତିଶତ ଯୋଗାଇ ଦିଆଯାଇଛି। ଏହା ଭାରତୀୟ ନୌସେନାର ଆଧୁନିକ ତଥା ସ୍ୱଦେଶୀ ନିର୍ମିତ ଆଣ୍ଟି-ସବମେରିନ୍ ୱାରଫେୟାର!-->…
ରୁଫଟପ୍ ସୋଲାର ସଚେତନତାକୁ ପ୍ରତ୍ୟେକ ଘର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଖୋର୍ଦ୍ଧାରେ ପହଞ୍ଚିଲା ସୋଲାର ରଥ ଅଭିଯାନ
ଭୁବନେଶ୍ୱର, ଅଗଷ୍ଟ ୦୪, ୨୦୨୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବା, ଏହାର ପ୍ରସାର କରିବା ଏବଂ ରୁଫଟପ୍ ସୋଲାର!-->!-->!-->…
ଓଡ଼ିଶାରେଜିଓରଏକକୋଟି୮୯ଲକ୍ଷରୁଉର୍ଦ୍ଧ୍ବମୋବାଇଲ୍ଏବଂହୋମ୍ବ୍ରଡବ୍ୟାଣ୍ଡଗ୍ରାହକ; ଜୁନ୍ରେଯୋଡିଛିସର୍ବାଧିକନୂତନଗ୍ରାହକ: …
- ଜୁନ୍ ମାସରେ ଓଡ଼ିଶାରେ ମୋଟ ନୂତନ ମୋବାଇଲ ଗ୍ରାହକଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ଜିଓ ନେଟୱାର୍କରେ ଯୋଗ ଦେଇଛନ୍ତି: ଟ୍ରାଇ ତଥ୍ୟ
-ଜୁନ୍ ମାସରେ ଓଡ଼ିଶାରେ ଜିଓ ସର୍ବାଧିକ ୧.୧୩ ଲକ୍ଷ ନୂତନ ମୋବାଇଲ୍ ଗ୍ରାହକ ଏବଂ ୧୫୦୦୦ ରୁ ଅଧିକ ନୂତନ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡିଛି: !-->!-->!-->!-->!-->…
ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରୁଛି ଉତ୍କଳ ଆଲୁମିନା
ଭୁବନେଶ୍ୱର: ସମାବେଶୀ ଓ ଦୀର୍ଘସ୍ଥାୟୀ ବିକାଶ ନିମନ୍ତେ ନିଜର ପ୍ରତିବଦ୍ଧତାର ଅଂଶ ଭାବରେ ଆଦିତ୍ୟ ବିର୍ଲା ଗ୍ରୁପ୍ର ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ୍)ର ସିଏସ୍ଆର ପ୍ରୟାସସମୂହ ତୃଣମୂଳ ସ୍ତରରେ ଅର୍ଥନୈତିକ ସ୍ୱାବଲମ୍ବନଶୀଳତା ଏବଂ ଔଦ୍ୟୋଗିକତାକୁ ପ୍ରୋତ୍ସାହିତ!-->…
ପିଏମ୍ ସୂର୍ଯ୍ୟ ଘର ଯୋଜନା: ୫୦,୦୦୦ ରୁ ଅଧିକ ଘର ଛାତରେ ରୁଫଟପ୍ ସୋଲାର ସ୍ଥାପନ କଲା ଟିପିସିଓଡିଏଲ୍
ଭୁବନେଶ୍ୱର: ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନା ଅଧୀନରେ ୫୦,୦୦୦ ରୁ ଅଧିକ ରୁଫଟପ୍ ସୋଲାର (ଆରଟିଏସ) ସ୍ଥାପନ କରିବାରେ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ୍) ରାଜ୍ୟର ପ୍ରଥମ ବିଦ୍ୟୁତ ବିତରଣ କମ୍ପାନୀ ଭାବରେ ଓଡ଼ିଶାର ସ୍ୱଚ୍ଛ ଶକ୍ତି!-->!-->!-->…