Browsing Category

ବାଣିଜ୍ୟ

ଆରଏସପି ହଟ ଷ୍ଟ୍ରିପ ମିଲ ବିଭାଗୀୟ ଦଳଙ୍କ ପ୍ରଶଂସନୀୟ ପ୍ରୟାସ ଦ୍ଵାରା ବିପୁଳ ସଞ୍ଚୟ ସାଧନ

            Sushant Behera/ Rourkela : ରାଉରକେଲା ଇସ୍ପାତ କାରଖାନାର ହଟ ଷ୍ଟ୍ରିପ ମିଲର ଏକ ବିଭାଗୀୟ ଦଳ ଫିନିସିଙ୍ଗ ମିଲରେ ସୂଚାରୁ ରୋଲିଙ୍ଗ ସମ୍ପନ୍ନ କରିବା ନିମନ୍ତେ ଆବଶ୍ୟକୀୟ ରୋଲ କୁଲିଙ୍ଗ ୱାଟରର ଅନବରତତା ସୁନିଶ୍ଚିତ କରିବା ପାଇଁ ସଫଳତା ସହକାରେ ଏକ ଅଟୋମେଟେଡ ମନିଟରିଙ୍ଗ…

ରାଉରକେଲା ଇସ୍ପାତ କାରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର:  ୨୫୨ଜଣ ଠିକା ଶ୍ରମିକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସମ୍ପନ୍ନ

ରାଉରକେଲା / ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାର ବ୍ଳାଷ୍ଟ ଫର୍ଣ୍ଣେସ-୫ ଅଞ୍ଚଳରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ପାଇଁ ଜୁଲାଇ ୧୮ ତାରିଖରେ ଏକ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଆୟୋଜିତ ହୋଇଥିଲା । ଏହି ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିରରେ ବ୍ଳାଷ୍ଟ ଫର୍ଣ୍ଣେସ-୫ ଅଞ୍ଚଳରେ କାର୍ଯ୍ୟ…

ଆରଏସପିରୁ ଅବସର ଗ୍ରହଣ କରୁଥିବା କର୍ମଚାରୀଙ୍କ ନିମନ୍ତେ ରୋଶନି କର୍ମଶାଳା

ରାଉରକେଲା/ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାରୁ ଅବସର ଗ୍ରହଣ କରୁଥିବା କର୍ମଚାରୀଙ୍କ ନିମନ୍ତେ ଦୁଇ ଦିନିଆ କର୍ମଶାଳା, “ରୋଶନି- ଏକ ନୂତନ ଦିଗନ୍ତର ଅୟମାରମ୍ଭ” ଏଚଆରଡ଼ି ସେଣ୍ଟର ଠାରେ ଜୁଲାଇ ୧୨ ଓ ୧୩ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏଥିରେ  ୨୦୧୮ ଜୁଲାଇ, ଅଗଷ୍ଟ ଓ…

ହଟ ଷ୍ଟ୍ରିପ ମିଲ ବିଭାଗରେ ହାଉସକିପିଙ୍ଗରେ ଉନ୍ନତି ସାଧନ ନିମନ୍ତେ ଏମଆରଡ଼ି ବିଭାଗର ପ୍ରଶଂସନୀୟ ପ୍ରୟାସ 

ରାଉରକେଲା/ ସୁଶାନ୍ତ ବେହେରା : ଆରଏସପି ହଟ ଷ୍ଟ୍ରିପ ମିଲ ବିଭାଗରୁ କଏଲ ଚାଲାଣକୁ ସୂଚାରୁ କରିବା ନିମନ୍ତେ ମେଟେରିଆଲ ରିକଭରୀ ବିଭାଗ ହଟ ଷ୍ଟ୍ରିପ ମିଲ ବିଭାଗର ରାସ୍ତାପାର୍ଶ୍ଵର ବିଭିନ୍ନ ସ୍ଥାନରେ ପଡିରହି ଯାନବାହନର ମୁକ୍ତ ଯାତାୟାତରେ ବାଧା ସୃଷ୍ଟି କରୁଥିବା ବହୁ ପରିମାଣର ସ୍କ୍ରାପ…

ରାଉରକେଲା ଇସ୍ପାତ କାରଖାନାରେ ଠିକାଶ୍ରମିକଙ୍କ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ‘ଦକ୍ଷ’ ଅନୁଷ୍ଠିତ 

ରାଉରକେଲାରୁ ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାର ଏଚଆରଡ଼ି ସେଣ୍ଟର ଠାରେ ଜୁଲାଇ ୧୨ ତାରିଖରେ ଠିକା ଶ୍ରମିକଙ୍କ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ “ଦକ୍ଷ”ର ଏକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆରଏସପିର ବିଭିନ୍ନ ବିଭାଗରେ କାର୍ଯ୍ୟରତ ୪୧ ଜଣ ଠିକା…

ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ଭୁବନେଶ୍ୱର/କଳିଙ୍ଗନଗର(ଜୟଶଙ୍କର ଦାଶ) : ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସ୍କେ) ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଚାରାରୋପଣ,  ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ ପୋଷ୍ଟର ଓ ଚିତ୍ରାଙ୍କନ ପ୍ରତିଯୋଗିତା, କର୍ମଚାରୀମାନଙ୍କ ମଧ୍ୟରେ କୁଇଜ୍ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ…

କଥା ରଖିଛି ଟାଟା  :  କଳିଙ୍ଗନଗରରେ୨୧ହଜାରରୁ ଅଧିକ  ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ଟାଟା ଷ୍ଟିଲ

କଳିଙ୍ଗନଗରରେ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପିତ କଳିଙ୍ଗନଗର(ଜୟଶଙ୍କର ଦାଶ) : ଶିଳ୍ପାୟନର ଲାଭ ଲୋକଙ୍କ ନିକଟରେ ପହଂଚିବା  ଆରମ୍ଭ ହୋଇଛି । ଏହି କ୍ରମରେ ଟାଟା ଷ୍ଟିଲ କଳିଙ୍ଗନଗର କାରଖାନା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୨୧,୦୦୦ରୁ ଅଧିକ ଲୋକଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି…

ଟାଟା ଷ୍ଟିଲ କଳିଙ୍ଗନଗରକୁ ସର୍ବାଧିକ ସୁରକ୍ଷିତ କାର୍ଯ୍ୟକ୍ଷେତ୍ର ପୁରସ୍କାର

ନିରାପତ୍ତା ସମ୍ମିଳନୀ-୨୦୧୮ କଳିଙ୍ଗନଗର/Jayashankar Dash  : ଟାଟା ଷ୍ଟିଲ କଳିଙ୍ଗନଗରକୁ ବୃହତ ଶିଳ୍ପ ବିଭାଗରେ ‘ସର୍ବାଧିକ ସୁରକ୍ଷିତ କାର୍ଯ୍ୟକ୍ଷେତ୍ର  ’ ପୁରସ୍କାରରେ ସମ୍ମାନିତ କରାଯାଇଛି । ଓଡ଼ିଶା ସରକାରଙ୍କ କାରଖାନା ଓ ବାଷ୍ଫ୍ରିତ ବିଭାଗ ପକ୍ଷରୁ ନର୍ଥ ଓଡ଼ିଶା ଚ୍ୟାମ୍ବର ଅଫ…

  ୟୁବିଆଇର ମୁଖ୍ୟ କ୍ଷେତ୍ରୀୟ ପ୍ରବନ୍ଧକଙ୍କ ଜିଏମ ପାହ୍ୟାକୁ  ପଦୋନ୍ନତି 

ଭୁବନେଶ୍ୱର:  ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଭୁବନେଶ୍ୱର କ୍ଷେତ୍ରର ଉପ-ମହାପ୍ରବନ୍ଧକ ତଥା ମୁଖ୍ୟ କ୍ଷେତ୍ରୀୟ ପ୍ରବନ୍ଧକ ଓ ଓଡ଼ିଶା ରାଜ୍ୟ ପାଇଁ ଆରବିଆଇ  ରାଜ୍ୟ ସରକାରଙ୍କ ସହ ବ୍ୟାଙ୍କର ମୁଖ୍ୟ ସଂଯୋଜକ ମୁକ୍ତି ରଞ୍ଜନ ରାୟ ପଦୋନ୍ନତି ପାଇବା ପରେ ତାଙ୍କୁ ବ୍ୟାଙ୍କର କଲିକତାସ୍ଥିତ…

ଟାଟା ଷ୍ଟିଲ ସହଯୋଗରେ ପୁନର୍ବାସ କଲୋନୀର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ  ପକ୍ଷରୁ ‘ଗାଡ଼ିରେ ଖାଦ୍ୟ’ ବ୍ୟବସାୟ

କଳିଙ୍ଗନଗର,(ଜୟଶଙ୍କର ଦାଶ): ପ୍ରତିଦିନ ସକାଳ ୬.୩୦ ମିନିଟ୍ରେ ଗୋବରଘାଟି ପୁନର୍ବାସ କଲୋନୀର ରାଧାକୃଷ୍ଣ ସ୍ୱଂୟ ସହାୟକ ଗୋଷ୍ଠୀ  (ଏସଏଚ ଜି )ର ମହିଳା ସଦସ୍ୟାଙ୍କ ଏକ ଟିମ୍ ଭ୍ରାମ୍ୟମାଣ ଖାଦ୍ୟ ଯାନରେ ଡୁବୁରୀ ଛକକୁ ଯାତ୍ରା ଆରମ୍ଭ କରିଥାନ୍ତି । ଟାଟା ଷ୍ଟିଲ କଳିଙ୍ଗନଗର କାରଖାନାର…