Browsing Category

ବାଣିଜ୍ୟ

୨୬ ତମ ସିସିକ୍ୟୁସିରେ ଆରଏସପିର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ 

ରାଉରକେଲା/ ସୁଶାନ୍ତ ବେହେରା : ଭାରତୀୟ ଗୁଣବତ୍ତା ମଣ୍ଡଳୀ ଫୋରମ, ରାଉରକେଲା ଶାଖା ଦ୍ଵାରା ସେପ୍ଟେମ୍ବର ୨୨ ଓ ୨୩ ତାରିଖରେ ରିମ୍ସ ଠାରେ ଆୟୋଜିତ ୨୬ ତମ ଚାପ୍ଟର କନଭେନ୍ସନ ଅନ କ୍ଵାଲିଟି କନସେପ୍ଟସରେ ରାଉରକେଲା ଇସ୍ପାତ କାରଖାନାର ୧୬ ଟି ଗୁଣବତ୍ତା ମଣ୍ଡଳୀ ସ୍ଵର୍ଣ୍ଣ ପଦକ ଲାଭ କରିଛନ୍ତି।…

  ଟାଟାଷ୍ଟିଲ ସୁରକ୍ଷା ଦଳ ଓ ଓଡିଶା ପୋଲିସର ମିଳିତ ସହଯୋଗରେ ପୋଲିସ – ବେସରକାରୀ ସୁରକ୍ଷା ମୋଡ୍ୟୁଲ 

ଯୋଡା(ସମୀର ନନ୍ଦ) :  ଟାଟାଷ୍ଟିଲ ଓର ମାଇନ୍ସ ଏବଂ କ୍ୱାରିଜ (ଓଏମକ୍ୟୁ) ଡିଭିଜନ ଓ ଫେରୋଆଲଏଜର ମାଙ୍ଗାନିଜ ଡିଡ଼ିଜନ (ଏଫଏଏମ୍ଡି)ର ସୁରକ୍ଷା ଦଳ ଏବଂ ଓଡିଶା ପୋଲିସର ମିଳିତ ସମନ୍ୱୟରେ ଏକ “ପୋଲିସ – ବେସରକାରୀ ସୁରକ୍ଷା ର ଶୁଭାରମ୍ଭ ହୋଇଯାଇଛି  । ପ୍ରଥମ ଥର ପାଇଁ ଓଡିଶାରେ ଏହା ଏକ ଅଭିନବ…

ରାଷ୍ଟ୍ରର ଭିତ୍ତିଭୂମି ନିର୍ମାଣରେ ସେଲ ନିର୍ଭରଯୋଗ୍ୟ ଇସ୍ପାତ ସହଯୋଗୀ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ଠାରେ ସେପ୍ଟେମ୍ବର ୨୦ ତାରିଖରେ ଅନୁଷ୍ଠିତ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ (ସେଲ)ର ବାର୍ଷିକ ସାଧାରଣ ବୈଠକରେ ଉଦବୋଧନ ଦେଇ ସେଲ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ, ଶ୍ରୀ ସରସ୍ଵତୀ ପ୍ରସାଦ କହିଛନ୍ତି ଯେ,  ପରିଚାଳନାଗତ ଲାଭାର୍ଜ୍ଜନରେ ଉନ୍ନତି ଆଣିବା ପାଇଁ…

 ଇଫକୋ ପାରାଦୀପକୁ ସିଏସଆର ସମ୍ମାନ ପ୍ରଦାନ କଲେ ଅର୍ଥମନ୍ତ୍ରୀ 

ପାରାଦୀପ(ଉପେନ୍ଦ୍ର ଗୁରୁ) : ଭୂବନେଶ୍ୱରଠାରେ ରାଜ୍ୟ ସରକାରଙ୍କ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଦ୍ୱାରା ଇଫକୋ ପାରାଦୀପକୁ ସି.ଏସ୍.ଆର. ସମ୍ମାନ ପ୍ରଦାନ କରାଯାଇଛି । ଇଫକୋର ବିଭିନ୍ନ ସମୟରେ ନିଜର ପାଶ୍ୱର୍ବର୍ତ୍ତି ଅଞ୍ଚଳ ତଥା ଦୁଇଟି ଜିଲ୍ଲାର ନିଜର ପରିବେଶ ଓ ପ୍ରଦୃଷଣ ନିୟନ୍ତ୍ରଣ…

ଆଦାନୀ ଫାଉଣ୍ଡେସନ ଦ୍ୱାରା ଗ୍ରାମ ପୁଷ୍କରିଣୀର ପଙ୍କ ଉଦ୍ଧାର 

 ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) ବିଭିନ୍ନ ପଂଚାୟତଗୁଡ଼ିକରେ ଅପରିତ୍ୟକ୍ତ ପୋଖରୀଗୁଡ଼ିକୁ ପୁନଃ ବ୍ୟବହାରଯୋଗ୍ୟ ଲକ୍ଷ୍ୟ ନେଇ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଦୋସିଙ୍ଗା ପଂଚାୟତର ବାଲିସାହିସ୍ଥିତ ପଂଚାୟତ ପୁଷ୍କରିଣୀକୁ ପଙ୍କ ଉଦ୍ଧାର କରାଯାଇ ଗ୍ରାମବାସୀଙ୍କ ସୁବିଧା ପାଇଁ ଗାଧୁଆ ଘାଟ ନିର୍ମାଣ…

ଖଣି କ୍ଷେତ୍ରରେ ଉତ୍କର୍ଷ  ପାଇଁ ନାଲକୋର ପଞ୍ଚପଟ୍ଟମାଳୀ ଖଣି ପୁରସ୍କୃତ

ଭୁବନେଶ୍ୱର : ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ ନାଲକୋ) ର ପଞ୍ଚପଟ୍ଟମାଳୀ ବକ୍ସାଇଟ୍ ଖଣିକୁ ବିଂଶତମ ମାଇନ୍ସ ଏନଭାଇରନମେଣ୍ଟ  ଆଣ୍ଡ୍ ମିନେରାଲ୍ କଂଜର୍ଭେସନ  ସପ୍ତାହର ଉଦ୍ୟାପନ ଅବସରରେ ୫ଟି ମର୍ଯ୍ୟାଦାଜନକ ପୁରସ୍କାର ମିଳିଛି । ଏହି କାର୍ଯ୍ୟକ୍ରମଟି ଭାରତ ସରକାରଙ୍କ ଇଣ୍ଡିଆନ୍…

ଆରଏସପିରେ ପ୍ଳାଣ୍ଟ ସ୍ତରୀୟ କ୍ଵାଲିଟି ସର୍କଲ ପ୍ରତିଯୋଗିତା ଆୟୋଜିତ

Rourkela/Susanta Behera : ରାଉରକେଲା ଇସ୍ପାତ କାରଖାନା ନିମନ୍ତେ ପ୍ଳାଣ୍ଟ ସ୍ତରୀୟ କ୍ଵାଲିଟି ସର୍କଲ ପ୍ରତିଯୋଗିତା ଅଗଷ୍ଟ ୩୦ ଓ ୩୧ ତାରିଖରେ ମାନବ ସମ୍ବଳ ବିକାଶ କେନ୍ଦ୍ରଠାରେ ଆୟୋଜିତ ହୋଇଯାଇଛି। ଆରଏସପି ସର୍ଭିସେସ ଓ ୟୁଟିଲିଟିଜ ବିଭାଗର ଜିଏମ ଇନ ଚାର୍ଜ, ଶ୍ରୀ ଗୌତମ ବାନାର୍ଜୀ ଏହି…

ଉତ୍କଳ  ଆଲୁମିନା ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସହାୟତା

ଭୁବନେଶ୍ୱର(Shasak Prashasak):  ହିଣ୍ଡାଲ୍କୋର ଏକ ୟୁନିଟ୍, ଉକ୍ରଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ ପକ୍ଷରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୨୧୦୦ କଲର୍ କୋଡେଡ ବେଡ଼ସିଟ  ହସ୍ତାନ୍ତର କରାଯାଇଛି । କଂପାନିର ସହକାରୀ ଉପସଭାପତି (ଏଚ୍ଆର୍ ଆଣ୍ଡ୍ ଆଇଆର୍) ଶ୍ରୀ ଟି ଏମ୍ ପ୍ରକାଶ…

କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କ ଦ୍ଵାରା ସାର୍ବଜନିକ ଇସ୍ପାତ ଉଦ୍ୟୋଗ ନିମନ୍ତେ କର୍ପୋରେଟ କ୍ରୀଡାନୀତି ଉନ୍ମୋଚିତ 

ରାଉରକେଲା :  ଦେଶର କ୍ରୀଡା ପ୍ରତିଭାଙ୍କ ପୃଷ୍ଠପୋଷଣ ତଥା ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଅଧିକ ସଂଖ୍ୟକ ମେଡାଲ ଆଶାୟୀ କ୍ରୀଡାବିତଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଇସ୍ପାତ ମନ୍ତ୍ରଣାଳୟ ଏହାର ଅଧିନସ୍ଥ ସାର୍ବଜନିକ ଇସ୍ପାତ ଉଦ୍ୟୋଗଗୁଡିକ ନିମନ୍ତେ ପ୍ରଥମ ଥର ପାଇଁ ଏକ…