ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଭୁବନୀ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ…

ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟର ଖେଳ ପଡିଆ ଠାରେ ଜୋନାଲ ସ୍ତରୀୟ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପାରଳାଖେମୁଣ୍ଡି ଜୋନ ଅନ୍ତର୍ଗତ ୧୨ ଟି ବିଦ୍ୟାଳୟ ତଥା ମହାବିଦ୍ୟାଳୟର ୧୪ ବର୍ଷରୁ କମ୍…

ଝରିଗାଁ ଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ।

ନବରଙ୍ଗପୁର ୦୮.୦୯.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ: ଝରିଗାଁ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ ମହେଶ୍ଵର ସ୍ୱାଇଁ ଏବଂ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପତଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ…

ଆକାଂକ୍ଷା ମହିଳା ସଙ୍ଗଠନ ପକ୍ଷରୁ ବିଶ୍ଵ ସାକ୍ଷରତା ଦିବସ ପାଳନ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସଦର ମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ଗୁରାଣ୍ଡି ପଞ୍ଚାୟତ ର ମହାଦେଇ ପୁର ଗ୍ରାମ ଠାରେ ଆକାଂକ୍ଷା ମହିଳା ସଙ୍ଗଠନ ତରଫରୁ ବିଶ୍ୱ ସାକ୍ଷରତା ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ…

କଂଗ୍ରେସର ‘ସଙ୍ଗଠନ ସୃଜନ ଅଭିଯାନ: ସହମତିରେ ଚୟନ ହେବେ ଜିଲ୍ଲା ସଭାପତି

 ରାଜଗାଙ୍ଗପୁର: ତୃଣମୂଳସ୍ତରରେ ଦଳ ସଙ୍ଗଠନକୁ ଅଧୂକ ମଜଭୁତ କରିବା ନେଇ କଂଗ୍ରେସର ରାଜ୍ୟ ତଥା ଜିଲ୍ଲା ବ୍ଯାପୀ ସଙ୍ଗଠନ ସୃଜନ ଅଭିଯାନ ଆରମ୍ଭ ଆରମ୍ଭ ହୋଇଛି। ଏହି ଅଭିଯାନରେ ଜିଲ୍ଲା ଲ୍ୟୁ କଂଗ୍ରେସ ସଭାପତି ଚୟନ ପକ୍ରିୟା ଆରମ୍ଭ କର କରାଯାଇଛି। ରାଜଗାଙ୍ଗପୁର ବିଧାୟକ ଜା. ସିଏସ୍ ରାଜନ…

ସ୍ୱନାମଧନ୍ୟ ଶିଶୁ ସାହିତ୍ୟ ସ୍ରଷ୍ଟା ସ୍ବର୍ଗତ ବୀର କିଶୋର ପାଢ଼ୀଙ୍କର ସ୍ମୃତି ସଭା ପାଳନ

ଯାଜପୁର ତା 08.25:  ଓଡିଶା ସାହିତ୍ୟ ଏକାଡେମୀ ଏବଂ ବଉଳଫୁଲ ସାହିତ୍ୟ ସଂସଦ ମିଳିତ ସହଯୋଗରେ ଜାରକା ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପାଠାଗାର ପରିସରରେ ସ୍ବନାମଧନ୍ୟ ଶିଶୁ ସାହିତ୍ୟ ସ୍ରଷ୍ଟା ସ୍ବର୍ଗତ ବୀର କିଶୋର ପାଢ଼ୀଙ୍କର ସ୍ମୃତି ସଭା ପାଳନ କରାଯାଇଥିଲା, କେନ୍ଦ୍ର ବାଲ ସାହିତ୍ୟ…

ଆକାଂକ୍ଷା ମହିଳା ସଙ୍ଗଠନ ପକ୍ଷରୁ ବିଶ୍ଵ ସାକ୍ଷରତା ଦିବସ ପାଳନ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସଦର ମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ଗୁରାଣ୍ଡି ପଞ୍ଚାୟତ ର ମହାଦେଇ ପୁର ଗ୍ରାମ ଠାରେ ଆକାଂକ୍ଷା ମହିଳା ସଙ୍ଗଠନ ତରଫରୁ ବିଶ୍ୱ ସାକ୍ଷରତା ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ…

ସଡ଼କ ଦୁର୍ଘଟଣାରେ ୨ ଯୁବକଙ୍କ ମୃତ୍ୟୁ

ରାଜଗାଙ୍ଗପୁର,ତା: 07-09-25.(ବିଷ୍ଣୁ ଭୋମିକ): ବିଜୁ ଏକ୍ସପ୍ରେସ ରାଜପଥ-୧୦ରେ ଅପରାହ୍ନରେ ଟ୍ରେଲର ଗାଡିରେ ପିଟି ହୋଇ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ପ୍ରକାଶ ଯେ ଅପରାହ୍ନ ରେ ମଟର ସାଇକେଲ ନମ୍ବର । (ଓଡି୦୨ସିପି ୬ ୭ ୭୨) ରେ ରାଜଗାଙ୍ଗପୁର ଦେଇ ସୁନାଖାନ । ଗ୍ରାମର ରୋହିତ ମାଝୀ ଏବଂ…

ଆଦିତ୍ୟ ଆଲୁମିନା ରିଫାଇନାରୀ ଓ ସେଞ୍ଚୁରିଅନ ୟୁନିଭର୍ସିଟି ମଧ୍ୟରେ ଚୁକ୍ତିନାମା: ନୂତନ ପ୍ରାଣୀ ସ୍ୱାସ୍ଥ୍ୟ କେନ୍ଦ୍ର…

କାଶୀପୁର ରୁ ବୈକୁଣ୍ଠ ଦୁରିଆ – ଆଦିତ୍ୟ ବିରଲା ଗ୍ରୁପର ଏକ ଅଂଶ ଭାବରେ କାର୍ଯ୍ୟରତ ଆଦିତ୍ୟ ଆଲୁମିନା ରିଫାଇନାରୀ କଂସାରୀଗୁଡା, ତାଙ୍କ କର୍ପୋରେଟ ସୋସିଆଲ୍ ରେସପନ୍ସିବିଲିଟି (CSR) ଅଭିଯାନର ଅଂଶ ଭାବରେ, ଏବେ ସ୍ୱାସ୍ଥ୍ୟ ଓ ପଶୁ ସୁରକ୍ଷା ମାନକୁ ଅଧିକ ମଜବୁତ କରିବାକୁ ଦୃଢ଼ ପଦକ୍ଷେପ…

ସମ୍ ହସ୍ପିଟାଲ୍‌ରେ ଚତୁର୍ଥ ଥର ପାଇଁ ଅଙ୍ଗଦାନ ପ୍ରକ୍ରିୟା ସମ୍ପନ୍ନ

ଭୁବନେଶ୍ୱର, ସେପ୍ଟେମ୍ବର ୮: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ରେ ସୋମବାର ଜଣେ ୫୨ ବର୍ଷୀୟ ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ଠାରୁ ଯକୃତ ବାହାର କରାଯାଇ ଭୁବନେଶ୍ୱରର ଅନ୍ୟ ଏକ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ନିମନ୍ତେ…