ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ପକ୍ଷରୁ ଓଡ଼ିଶା ମେଟାଲିକ୍ସ ଠାରେ ଏକ ଦିବସୀୟ ଜ୍ଞାନ ଆଦାନପ୍ରଦାନ…

ଝାରସୁଗୁଡା: ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ, ଇସ୍ପାତ ମନ୍ତ୍ରଳlୟ, ଭାରତ ସରକାର ଝାରସୁଗୁଡାସ୍ଥିତ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ୍ ଲିମିଟେଡ୍ (ରଶ୍ମି ଗ୍ରୁପ୍) ଠାରେ ଏକ ଦିବସୀୟ ଜ୍ଞାନ ଆଦାନପ୍ରଦାନ କର୍ମଶାଳା ଆୟୋଜନ କରିଛନ୍ତି। ଶ୍ରୀ ଆଲୋକ ଅବସ୍ଥି, ସହଯୋଗୀ ଉପାଧ୍ୟକ୍ଷ -…

ବିଡିଓଙ୍କୁ ଚାପରେ ରଖି ବିଜେପି ନେତାଙ୍କ ପାଇଁ ପିସି ସଂଗ୍ରହ ଲକ୍ଷ୍ୟ

ପଞ୍ଚାୟତ ସମିତିରେ ବିଡିଓଙ୍କ ବିଲ୍ ପାସ କରିବା କ୍ଷମତା ଦୁଇରୁ ଦଶ ଲକ୍ଷକୁ ବୃଦ୍ଧି ପ୍ରସଙ୍ଗ ପଞ୍ଚାୟତ ସମିତିର କ୍ଷମତାକୁ ସଙ୍କୁଚିତ କରିବା ନିଷ୍ପତ୍ତି ଅଗଣତାନ୍ତ୍ରିକ: ବିଜେଡି ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା କାଢିନେଇ ନିଜେ ବ୍ୟବହାର କରିବା ପାଇଁ ଏପରି ନିଷ୍ପତ୍ତି…

ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ନ୍ୟାସ୍ନାଲ ମେଡିକାଲ ରେକର୍ଡସ ଦିବସ ପାଳିତ

ଭୁବନେଶ୍ୱର, ୧୧ /୯: ପୂର୍ବ ଭାରତର ଅଗ୍ରଣୀ କ୍ୱାର୍ଟରନାରୀ କେୟାର ହସ୍ପିଟାଲ୍ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ବୁଧବାର ନ୍ୟାସ୍ନାଲ୍ ମେଡିକାଲ୍ ରେକର୍ଡସ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସମ୍ମମରେ କାର୍ଯ୍ୟରତ ଡାକ୍ତର, ନର୍ସ, ପାରାମେଡିକ୍ସ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଯୋଗ…

ସୋଆ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ର ନୂତନ ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏନ୍ଟେସନ୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ୧୧ /୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍)ରେ ଏମ୍.ବିଏ(ଏଚଏମ୍) ଓ ବିଏଚ୍ଏମ୍ (ସିଟି)ର ନୂତନ ବର୍ଷ ୨୦୨୫-୨୦୨୭ ଓ୨୦୨୫- ୨୦୨୮ବ୍ୟାଚ୍ ର ନୂତନ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଗୁରୁବାର ଏକ ଓରିଏନ୍ଟେସନ୍ କାର୍ଯ୍ୟକ୍ରମ…

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ଗ୍ଲୋବାଲ ୟୁନିଭର୍‍ସିଟି ଫେୟାର

ଭୁବନେଶ୍ୱର,୧୧ । ୯: କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ‘ଗ୍ଲୋବାଲ ୟୁନିଭର୍‍ସିଟି ଫେୟାର’ର ତୃତୀୟ ସଂସ୍କରଣ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ୭୦ରୁ ଅଧିକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଯୋଗ ଦେଇଥିଲେ। ଭାରତୀୟ ଛାତ୍ରଛାତ୍ରୀଙ୍କୁ ବିଦେଶରେ ଉଚ୍ଚଶିକ୍ଷା…

ବେଧଡକ ଚାଲିଛି ଚୋରା କାଠ ଚାଲାଣ

ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ଜଗତସିଂହପୁର ଜିଲ୍ଲା ଉପକୂଳ ଅଞ୍ଚଳରେ ଦିନକୁଦିନ ବେଧଡକ ଭାବେ ଚୋରା କାଠ ଚାଲାଣ ବୃଦ୍ଧି ପାଉଥିବାରୁ ସ୍ଥାନୀୟ ବାସିନ୍ଦା ମାନେ ଚିନ୍ତା ବ୍ୟକ୍ତ କରୁଛନ୍ତି । ସମୁଦ୍ର ପାଖ ଗଛ କାଟି ଟ୍ରାକ୍ଟର ଓ ଛୋଟ ଗାଡ଼ିରେ ପ୍ରେରଣ କରାଯାଉଛି ବୋଲି…

ଶିକ୍ଷକ ଙ୍କୁ ଗୁରୁ ଗୌରବ ସମ୍ମାନ ପ୍ରଦାନ

ବାଲିକୁଦା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ରାଜ୍ୟ ଓ ଜାତୀୟ ପୁରସ୍କୃତ କୃତୀ ଶିକ୍ଷକ ତଥା ଜାତୀୟ ପୁରସ୍କୃତ ଅଣ ହିନ୍ଦୀ ଭାଷା ହିନ୍ଦୀ ଲେଖକ ଡକ୍ଟର ବିଷ୍ଣୁ ଚରଣ ସ୍ୱାଇଁ ଙ୍କୁ ୨୦୨୫ ମସିହାର ମର୍ଯ୍ୟାଦା ଜନକ ଗୁରୁ ଗୌରବ ସମ୍ମାନ ପ୍ରଦାନ କରାଯାଇଛି । ଦ୍ଵିଭାଷୀ ଲେଖକ ଡକ୍ଟର…

ସମୂଦ୍ର କୂଳ ଲଂଘିଲା, ରାମତରାବାସୀ ଭୟଭୀତ

ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) :ଏରସମା ବ୍ଲକ୍ ଅନ୍ତର୍ଗତ ରାମତରା ସମୁଦ୍ର ବେଳାଭୂମିର, ଉତ୍ତରପଡା ପଦ୍ମପୁର ଘେରି ନିକଟରେ ଘାଇ ସୃଷ୍ଟି ହୋଇ, ସମୁଦ୍ର ଜୁଆର କ୍ରମଶଃ ଜନବସତି ଆଡ଼କୁ ମୁହାଁଉଛି । ଯେଉଁଥି ପାଇଁ ରାମତରା ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗତ କିଛି…

ରାମତରା ର ନୂଆ ମୁହାଣ ସ୍ଥଳ ବୁଲିଲେ ବିଧାୟକ

ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଏରସମା ବ୍ଲକର ପଦ୍ମପୁର ପଞ୍ଚାୟତର ରାମତରା ରେ ନୂଆ ମୁହାଣ ଖୋଲିବା ସ୍ଥଳକୁ ଯାଇ ପରିଦର୍ଶନ କରିଥିଲେ । ଏଥିରେ ପୂର୍ବତନ ସରପଞ୍ଚ କେଶବ ପାତ୍ର, ଏରସମା ଲୁଣା ତଟ ବନ୍ଧ ବିଭାଗ ସହକାରୀ…

ଠିକାଦାରଙ୍କ ଭାଇର ଦାଦାଗିରି, ମିଥ୍ୟା ବିଲ୍ ପାସ କରିବା ପାଇଁ ହତ୍ୟା ଧମକ, ଥାନାରେ ମାମଲା

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) ଠିକାଦାର ଭାଇ ଙ୍କର ଦାଦାଗିରି ,କଳାହାଣ୍ଡି ଜିଲ୍ଲା ଏମ ରାମପୁର ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ପିସ୍ତଲ ଦେଖାଇ ରାସ୍ତା କାମର ବିଲ୍ ପାସ୍ କରିବା ପାଇଁ ହତ୍ୟା ଧମକ ଦେଇଛନ୍ତି କଣ୍ଟାବାଞ୍ଜିର ଜଣେ ଠିକାଦାର ଆକାଶ…