“ ଗର୍ଭ ଧାରଣ ସମୟରେ ଅଧିକ ବିପଦ” ପ୍ରସଙ୍ଗକୁ ନେଇ ସମ୍ ହସ୍ପିଟାଲ୍ ଏବଂ ଆଇଏସ୍‌ଓପିଏଆର୍‌ବି ପକ୍ଷରୁ ସିଏମ୍‌ଇ ଆୟୋଜିତ

ଭୁବନେଶ୍ୱର, ସେପ୍ଟେମ୍ବର ୧୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ର ସ୍ତ୍ରୀ ଓ ପ୍ରସୂତି ବିଭାଗ ଏବଂ ଇଣ୍ଡିଆନ୍ ସୋସାଇଟି ଅଫ୍ ପେରିନାଟୋଲଜି ଆଣ୍ଡ ରିପ୍ରଡକ୍ଟିଭ ବାୟୋଲଜି (ଆଇଏସ୍‌ଓପିଏଆରବି) ଭୁବନେଶ୍ୱର ଚାପ୍ଟରର…

ବିଦ୍ୟାର୍ଥୀଙ୍କ ମଧ୍ୟରେ ନବସୃଜନ ଆଣିଲା ‘ସୋଆ ଆଇଡିଆଥନ୍‌’

ଭୁବନେଶ୍ୱର, ସେପ୍ଟେମ୍ବର ୧୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସୋଆ ଆଇଡିଆଥନ୍ -୨୦୨୫ ଅନୁଷ୍ଠିତ ହୋଇଛି । ଗତ ୧୨ ଓ ୧୩ ତାରିଖରେ ଆୟୋଜିତ ଏହି ଅନ୍‌ଲାଇନ୍ ହାକାଥନ୍‌ରେ ୧୮୩୬ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଉଦ୍‌ଘାଟନୀ ସମାରୋହରେ ସୋଆ କୁଳପତି ପ୍ରଫେସର ଡ. ପ୍ରଦୀପ୍ତ କୁମାର ନନ୍ଦ…

ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍କୁଲ ଯିବା ଓ ପାଠ ପଢିବାର ବାତାବରଣ ତିଆରି କରିବା – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁରରେ “ଆସ ସ୍କୁଲ ଯିବା” ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ • ସ୍କୁଲ ବାହାରେ ଥିବା ସମ୍ବଲପୁରର ୩୦୦୦ ପିଲାଙ୍କୁ ବିଦ୍ୟାଳୟ ଶିକ୍ଷା ସହ ଯୋଡିବା • ପ୍ରତ୍ୟେକ ପିଲାଙ୍କୁ ସ୍କୁଲକୁ ଆଣିବା ଓ ମାତୃଭାଷାରେ ଶିକ୍ଷା ପ୍ରଦାନ ଜାତୀୟ ଶିକ୍ଷା ନୀତିର ମୂଳ ଉଦ୍ଦେଶ୍ୟ •…

ନୋଡାଲ ସଚୀବଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସମୀକ୍ଷା

ପୁରୀ, ୧୩/୯ (ଅନିମେଶ ପଟ୍ଟନାୟକ): ପୁରୀ ଜିଲ୍ଲା ଦାୟିତ୍ୱରେ ଥିବା ନୋଡାଲ ସଚିବ ତଥା ବିଜ୍ଞାନ ଓ ବୈଷୟିକ ବିଭାଗ ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ ଶନିବାର ପୂର୍ବାହ୍ନରେ ପୁରୀ ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ପୁରୀ ଜିଲ୍ଲାର ସ୍ଥିତି ଓ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସମୀକ୍ଷା…

୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ; ୬. ୨୩ ଲକ୍ଷ ଟଙ୍କା ଆଦାୟ

ପୁରୀ,୧୩/୮ (ଅନିମେଶ ପଟ୍ଟନାୟକ): ଶନିବାର ଦିନ ଜିଲ୍ଲା ଆଇନ ସେବା ପ୍ରାଧ‌ିକରଣଙ୍କ ଆନୁକୂଲ୍ୟରେ ପୁରୀ ସମେତ ନିମାପଡା,ପିପିଲି,କୋଣାର୍କ, କଣାସ ବ୍ରହ୍ମଗିରି, ଅସ୍ତରଙ୍ଗ ଓ କାକଟପୁର କୋର୍ଟରେ ରାଷ୍ଟ୍ରୀୟଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ପୁରୀଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷା…

ଅବସରପ୍ରାପ୍ତ ପୋଲିସ ପଦାଧିକାରୀ କଲ୍ଯାଣ ସଂଘର ୧୮ ତମ ବାର୍ଷିକୋତ୍ସବ

ପୁରୀ,୧୩/୯ (ଅନିମେଶ ପଟ୍ଟନାୟକ): ଅବସରପ୍ରାପ୍ତ ପୋଲିସ ପଦାଧିକାରୀ କଲ୍ଯାଣ ସଂଘର ୧୮ତମ ବାର୍ଷିକୋତ୍ସବ ରିଜର୍ଭ ପୋଲିସ ଲାଇନ ସମ୍ମିଳନୀ କକ୍ଷରେ ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପି.ଚିଟି ରାଓ ସଭାପତିତ୍ବ କରିଥିଲେ । ମୁଖ୍ଯ ଅତିଥି ଭାବେ ଅବସରପ୍ରାପ୍ତ ପୋଲିସ…

ଓଡ଼ିଶାରେ ‘ନ୍ୟୁ ଏଜ୍ ଅର୍ଥନୀତି’ର ନେତୃତ୍ୱ ନେବ ଭିସୁଟ – ଧର୍ମେନ୍ଦ୍ର ପ୍ରଧାନ

ଭିସୁଟ, ବୁର୍ଲାର ୧୬ତମ ସମାବର୍ତ୍ତନ ସମାରୋହ   ବୁର୍ଲା, ସେପ୍ଟେମ୍ବର ୧୩ - ଦଶନ୍ଧି ଦଶନ୍ଧି ଧରି ଭିସୁଟ ରାଜ୍ୟ ତଥା ଦେଶରେ ବୈଷୟିକ ଶିକ୍ଷାର ପ୍ରସାର କରିଆସୁଛି । ଗରିବ ଓ ସାଧାରଣ ଘରୁ ଆସି ଭିସୁଟରେ ପଢୁଥିବା ପିଲାମାନେ ଆମ ଦେଶର ବୈଜ୍ଞାନିକ ଓ ଇଞ୍ଜିନିୟରିଂ ଶକ୍ତିର ପ୍ରତୀକ ହୋଇଛନ୍ତି…

ସମ୍ବଲପୁରରେ ‘କାର୍ଡିଓଲଜିକାଲ ସୋସାଇଟି ଅଫ୍ ଇଣ୍ଡିଆ’ର ଓଡ଼ିଶା ଶାଖାର ବାର୍ଷିକ ସମ୍ମିଳନୀ

ସୁଷମ ଖାଦ୍ୟ ସହ ସୁସ୍ଥ ଜୀବନଶୈଳୀ ଦ୍ୱାରା ହୃଦରୋଗ ନିୟନ୍ତ୍ରଣ ହୋଇପାରିବ- ଧର୍ମେନ୍ଦ୍ର ପ୍ରଧାନ • ସମୟୋଚିତ ଚିକିତ୍ସା, ପ୍ରତିରୋଧ ଓ ସଚେତନତା ଦ୍ୱାରା ହୃଦ୍‌ରୋଗ କମାଯାଇପାରିବ • ପ୍ରତିଦିନ ବ୍ୟାୟାମ ଏବଂ ଯୋଗ କରିବା, ମୋବାଇଲର କମ ବ୍ୟବହାର କରିବା, ଚାପମୁକ୍ତ ହୋଇ କାମ କରିବା ସହ ବଦ…

ସରୁନି ଦାନନ ଦୁଃଖ ଦୀର୍ଘ ଗୋଟିଏ ବର୍ଷ ସ୍ୱାମୀଙ୍କ ବାଟ ଚାହିଁ ବସି ରହିଛନ୍ତି ସ୍ତ୍ରୀ

ପାଟଣାଗଡ଼, ଶାସକ ପ୍ରଶାସକ (ଘନଶ୍ୟାମ ନାଗ):- ସହି ପାରୁନି କି କହି ପାରୁନି ଦାଦନ ଦୁଃଖ ର ଦାଦନ ଜନ୍ତ୍ରଣା ଏବେ ନବାନ୍ନ ଶେଷ ହେବା ପରେ ପୁଣି ଦାଦନ ଋତୁ ଅର୍ଥାତ ଦାଦନ ଶ୍ରମିକ ଚାଲାଣ ଋତୁ ଆରମ୍ଭ ହୋଇ ଗଲାଣି ! ସରଦାର ମାନେ ଶ୍ରମିକ ମାନଙ୍କୁ ଅଗ୍ରୀମ ଟଙ୍କା ବଏନା ଦେଇ ଶ୍ରମିକ ମାନଙ୍କୁ…

ଓଡ଼ଗାଁରେ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ : ୧୮୯ ମାମଲାରୁ ୧୪୨ ଫଇସଲା,୧ଲକ୍ଷ ୫୦ ହଜାର ୬ଶହ ଅସୁଲ

ଓଡଗାଁ,୧୩।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଦାଲତରେ ଜିଲ୍ଲା ଓ ଦୌରାଜଜ୍ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ସଂଘମିତ୍ରା ଶର୍ମା, ବରିଷ୍ଠ ଦେୱାନୀ ବିଚାରପତି ଜନ୍ମେଜୟ ଦାସ, ଜୁନିଅର ସିଭିଲ ଜଜ୍ ପ୍ରେରଣାଶ୍ରୀ ଦେଓ, ଗ୍ରାମ ନ୍ୟାୟାଳୟ ନ୍ୟାୟାଧିକାରି ସୌମ୍ୟାଶ୍ରୀ…