ବେଦାନ୍ତ ଆଲୁମିନିୟମ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଗ୍ନି ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଛି

ଝାରସୁଗୁଡ଼ା, ଓଡିଶା; : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାର ଅଗ୍ନି ଜାଗୃକ୍ତ ତାଲିମ ପଦକ୍ଷେପ ଅଧୀନରେ ସରବାହାଲର ସରକାରୀ ହାଇସ୍କୁଲରେ ଏକ ବ୍ୟାପକ ଅଗ୍ନି ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏହି ଅଧିବେଶନରେ ୧୫୦ ରୁ ଅଧିକ ଛାତ୍ରଛାତ୍ରୀ ଏବଂ…

କର୍ପୋରେଟର ଙ୍କ ଘର ଉପରେ ବୋମାମାଡ।

ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହି ସ୍ଥିତ କର୍ପୋରେଟର ସନ୍ତୋଷ କୁମାର ସେଠୀ ଙ୍କ ଘର ଉପରେ ଗତକାଲି ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ମୋଟରସାଇକେଲ ରେ ଆସି ବୋମାମାଡ କରିଥିବା ସିସିଟିଭି ଫୁଟେଜ ରୁ ଜଣାପଡିଛି। ବୋମାମାଡ ରେ ସନ୍ତୋଷ ଘର ବାହାର ପଟେ କିଛି କ୍ଷତି ହୋଇଥିବା…

ଜୀବନବ୍ୟାପୀ ଫଟୋଗ୍ରାଫି ସମ୍ମାନରେ ବିମ୍ବାଧର ସମ୍ମାନିତ

ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ୧୯୮୦ ମସିହାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୪୫ ବର୍ଷ ହେବ ଏରସମା ବଜାରରେ ବିମ୍ବା ଷ୍ଟୁଡିଓ ନାମରେ ଷ୍ଟୁଡିଓ କରି ବିମ୍ବାଧର ଆଜି ବେଶ ଲୋକପ୍ରିୟ ହୋଇପାରିଛନ୍ତି । ଜୀବନବ୍ୟାପୀ ଫଟୋଗ୍ରାଫି କଳାରେ ସେ ଜଣେ ଅନନ୍ୟ ବ୍ୟକ୍ତିତ୍ଵ ଅଟନ୍ତି । କାରଣ…

ବିପଦ ସଙ୍କୁଳ ଅବସ୍ଥାରେ ବଳେଇପୁରୁ ଚକୁଳିଆ ଏନ୍.ଏଚ୍ ୫୫ ଜାତୀୟ ରାଜପଥ

ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) :ଏରସମା ବ୍ଲକ୍ ବଳେଇପୁରୁ ପଞ୍ଚାୟତ ଅନ୍ତର୍ଗତ ବନିପାଟ ଏନ୍.ଏଚ୍ ୫୫ ଜାତୀୟ ରାଜପଥ ଶୋଚନୀୟ ଅବସ୍ଥାରେ ରହିଛି । ରାଜପଥ ଅସୁରକ୍ଷିତ ଅବସ୍ଥାରେ ଥିବାବେଳେ ତାହାର ମରାମତି ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଏହି ରାଜପଥ ୪ ବର୍ଷ ତଳେ…

ମହିଳା ସ୍ନାତକ ମହାବିଦ୍ୟାଳୟର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ସ୍ନାତକ ମହାବିଦ୍ୟାଳୟ ଦ୍ବାରା ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସ୍ଥାନ ଯଥା :- ମହାବିଦ୍ୟାଳୟ ପରିସର , ନୂତନ ମହାବିଦ୍ୟାଳୟ ପରିସର , ସଂଖ୍ୟାଲଘୁ ଛାତ୍ରୀ ନିବାସ…

ଅଯୋଧ୍ୟା-ବାରଣାସୀ ତୀର୍ଥ ଯାତ୍ରା ରେ ଯୋଗଦେଲେ ଗଜପତିର ୭୨ ଜଣ ବରିଷ୍ଠ ନାଗରିକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅଯୋଧ୍ୟା-ବାରଣସୀ ତାର୍ଥଯାତ୍ରାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଭାପତି, ଜିଲ୍ଲାପରିଷଦ, ଗଜପତି ଶ୍ରୀଯୁକ୍ତ ଜି. ତିରୁପତି ରାଓ ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନିନ୍ଦ୍ର ହନଗା , ଅଧ୍ୟକ୍ଷା,…

ମହିଳା ସ୍ନାତକ ମହାବିଦ୍ୟାଳୟରେ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କର୍ମଶାଳା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୟୁନିଅନ ଆର.ଏସ୍.ଇ.ଟି.ଆଇ ଏବଂ ସଖୀ ୱାନ୍ ଷ୍ଟପ୍ ସେଣ୍ଟର ର ମିଳିତ ଆନୁକୂଲ୍ୟରେ ଏକ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାର ଉଦ୍ଦେଶ୍ୟ ଥିଲା ଅନୁଷ୍ଠାନର ଯୁବଗୋଷ୍ଠୀଙ୍କୁ ସରକାରଙ୍କ ଦ୍ବାରା…

ଗାନ୍ଧିଜୀ,ଶାସ୍ତ୍ରୀଜୀଙ୍କ ଜୟନ୍ତୀ ସମାରୋହର ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ (ଅନିମେଶ ପଟ୍ଟନାୟକ): ଅକ୍ଟୋବର ୨ ତାରିଖରେ ପୁରୀ ଜିଲ୍ଲା ସ୍ତରୀୟ ଗାନ୍ଧିଜୀଙ୍କ ୧୫୬ ତମ ଓ ଶାସ୍ତ୍ରୀଜୀ ଙ୍କ ୧୨୧ ତମ ଜୟନ୍ତୀ ପାଳିତ ହେବ।ଏହାକୁ ଶାନ୍ତିଶୃଙ୍ଖଳା ର ସହ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅତିରିକ୍ତ…

କୁତ୍ରା ବିଇଓଙ୍କ ଅଜବ ନିତୀ, ଝିଣ୍ଟିକା ମାରି ବଢ଼ି ପୋଷୁଛନ୍ତି !

ରାଜଗାଙ୍ଗପୁର(ବିଷ୍ଣୁ ଭୋମିକ) ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଗୋଷ୍ଠୀ ଶି କ୍ଷା ଅଧିକାରୀଙ୍କ ଅଜବନିତୀ ଦେଖ୍ ବାକୁ ମିଳିଛି ।ସେ ଝିଣ୍ଟିକା ମାରି ବଣି ପୋଷିବା ନିତୀ ରେ ଗତ ୧୧/୦୯/୦୨୫ ଦିନ ୩.୪୦ରେ ଏକ ମଫସଲ ଗାଆଁ ରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ବାଇଲମାକୁ ପରିଦର୍ଶନରେ ଯାଇଥିଲେ। ସେ…

ଜିଲ୍ଲାସ୍ତରୀୟ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ” କାର୍ଯ୍ୟକ୍ରମ

ମାଲକାନଗିରି, ୧୭/୯/୨୫: ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାଲିମେଳା ଆନୁକୂଲ୍ୟରେ ,"ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ" ର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ରେ ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ସଞ୍ଜୟ ସରକାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ତତ୍ ସହିତ ବିଧାୟକ…