ଓଡ଼ଗାଁ ଏନ୍ଏସିରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ
୨୫ ତାରିଖରେ ନଗରବାସୀ ପାରିବେ ଶ୍ରମଦାନ ଦିବସ,
ଉଠା ଦୋକାନୀ ଓ ବୁଲା ବିକାଳି ସ୍ବଳ୍ପ ସୁଧରେ ପାଇବେ ଋଣ
ଓଡ଼ଗାଁ,୨୦।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସିରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅବସରରେ ସେପ୍ଟେମ୍ୱର ୧୭ ତାରିଖରୁ ସଫେଇ କାର୍ଯ୍ୟ…