ବିଶ୍ୱ ଭାରତୀ ଆବାସିକ ବିଦ୍ୟାଳୟ ରେ ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ପାଳିତ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଗୋବରା ବିଶ୍ୱ ଭାରତୀ ଆବାସିକ ବିଦ୍ୟାଳୟ ର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ମହାସମlରୋହରେ ପାଳିତ ହୋଇଯାଇଛି l ବିଶ୍ଵଭାରତୀ ପ୍ରତିଷ୍ଠାତା କୁଞ୍ଜ ବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍ ତଥା…

କିଟ୍‍ ବିଶ୍ୱବିଦ୍ୟାଳୟର ୨୧ତମ ସମାବର୍ତ୍ତନ ସମାପନ

"ଛାତ୍ରଛାତ୍ରୀମାନେ ଦୟା, କରୁଣା ଓ ମାନବିକତାକୁ ଜୀବନର ମୂଳମନ୍ତ୍ର କରନ୍ତୁ" ଭୁବନେଶ୍ୱର, ୨୮ ।୯: କିଟ୍‍ ବିଶ୍ୱବିଦ୍ୟାଳୟର ୨୧ତମ ସମାବର୍ତ୍ତନ ରବିବାର ସମାପନ ହୋଇଛି । ତିନିଦିନ ଧରି ଚାଲିଥିବା ଏହି ସମାବର୍ତ୍ତନ ଉତ୍ସବରେ ୧୯୫ଜଣ ଛାତ୍ରଛାତ୍ରୀଙ୍କୁ ପିଏଚ୍‍ଡି, ୨୦୩୪ଜଣଙ୍କୁ…

ସୀମାନ୍ତରେ ମାଓବାଦୀଙ୍କ ବନ୍ଧୁକ ତିଆରି କାରଖାନା ଠାବ

ବିପୁଳ ପରିମାଣର ବନ୍ଧୁକ, ଅସ୍ତ୍ରଶସ୍ତ୍ର ତିଆରି ସରଞ୍ଜାମ ଜବତ ମାଲକାନଗିରି,୨୮/୯: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲା ପୋଲିସ ଓ କୋବ୍ରା ୨୦୩ ସୁରକ୍ଷା ବାହିନୀ ମିଳିତ ଭାବେ ମାଓବାଦୀଙ୍କ ବନ୍ଧୁକ ତିଆରି କାରଖାନା ଠାବକରି ବିପୁଳ ପରିମାଣର ସରଞ୍ଜାମ ଶନିବାର ଜବତ…

ରିହାତି ଋଣ ନାଁରେ ଲକ୍ଷାଧିକ ଠକେଇ ମହିଳା ବ୍ୟାଙ୍କ ମିତ୍ରଙ୍କୁ ୩ବର୍ଷ କାରାଦଣ୍ଡ

  ମାଲକାନଗିରି,୨୮/୯: ସବସିଡି ଋଣ କରିଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ମାମଲାର ବିଚାର କରି ମୋଟୁ ଜେଏମଏଫସି କୋର୍ଟର ବିଚାରପତି ଅଂଶୁମାନ ଦାଶ ଅଭିଯୁକ୍ତ ମହିଳା ବ୍ୟାଙ୍କ ମିତ୍ର ଶାରଳା ମଣ୍ଡଳଙ୍କୁ ତିନିବର୍ଷ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି।…

ମାଓନେତା ରାମଚନ୍ଦ୍ରଙ୍କ ଶବ ସୁରକ୍ଷିତ ରଖ

ମାଲକାନଗିରି, ୨୮/୯ : ମାଓବାଦୀ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ କଟ୍ଟା ରାମଚନ୍ଦ୍ର ରେଡ୍ଡୀଙ୍କ ଶବକୁ ସୁରକ୍ଷିତ ରଖିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି | ଜଷ୍ଟିସ୍ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ୍ ଏ.ଜି.ମସିହଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଏଭଳି କୌଣସି ଅଭିଯୋଗ…

ବଟରଫ୍ଲାଇ କାର୍ନିଭାଲ ୨୦୨୫ରେ ଯୁବବର୍ଗଙ୍କ ଉଚ୍ଚକୋଟୀର କଳା ପ୍ରଦର୍ଶନ

ମହିଳା ଏବଂ ଶିଶୁ ପ୍ରତିଭାଗୀଙ୍କ ପ୍ରଦର୍ଶନରେ ମଂଚ ଆଲୋକିତ ଭୁବନେଶ୍ୱର: ତିତିଲି ହରାଇଜନ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ଏହାର ବାର୍ସିକ କାର୍ଯ୍ୟକ୍ରମ ସ୍ତାନିୟ ଭଞ୍ଜକଳା ମଣ୍ଡପ ଠାରେ ଛୋଟ ଛୋଟ ପିଲା ମାନଙ୍କର ଉଚ୍ଚକୋଟୀର କଳା ପ୍ରଦର୍ଶନ ସହ ସମ୍ପନ୍ନ ହୋଇଯାଇଛି । ରାଜ୍ୟର ବିଭିନ୍ନ…

ଜାମିନରେ ଆସି ମାଡ଼ ମାରିବା ତଥା ଧମକ ଦେବା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମାଜରେ ଦିନକୁ ଦିନ ବଢୁଥିବା ଅପରାଧ ଏବେ ମୁଣ୍ଡ ବିନ୍ଧାର କାରଣ ହୋଇଛି। ତାହା ମଧ୍ୟରେ ଯଦି ଜଣେ ଜାମିନରେ ଆସି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରେ, ତେବେ ସମାଜରେ ସମସ୍ତଙ୍କର ବଞ୍ଚିବା ଏକ ପ୍ରକାର କାଠିକର ପାଠ ହୋଇପଡ଼େ। ସେହି କଥାକୁ…

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରେସ କ୍ଳବର ମିଳିତ ରକ୍ତଦାନ ଶିବିର

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ତରଫରୁ ପ୍ରେସ କ୍ଲବ ବେଲଗୁଣ୍ଠା ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ଭାବେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସନ୍ଧ୍ୟା ପାଞ୍ଚ ଘଣ୍ଟ ସମୟରେ ଆରମ୍ଭ ହୋଇଥିବା…

ବାଲୁଗାଁର ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପୁତ୍ରଙ୍କୁ ଅପହରଣ ଅଭିଯୋଗ,ପୋଲିସର ତଦନ୍ତ ଜାରି

ବାଲୁଗାଁ:(ସେକ କୌସର): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ପ୍ରତିଷ୍ଠିତ ବ୍ୟବସାୟୀ ବିଜୟ ସୁବୁଦ୍ଧିଙ୍କ ପୁତ୍ର ସୁଶୀଲ ସୁବୁଦ୍ଧିଙ୍କୁ କେହି ଦୁର୍ବୁତ୍ତ ଅପହରଣ କରିଥିବା ନେଇ ଅଭିଯୋଗ ହୋଇଛି। ସୁଶୀଲଙ୍କ ଘନିଷ୍ଠ ବ୍ୟବସାୟୀ ସହଯୋଗୀଙ୍କ ସୂଚନା ମୁତାବକ ଗତକାଲି ରାତି ପାଖାପାଖି ସାଢେ ଏଗାର…

ଗଜପତିରେ ବିଶ୍ବ ପର୍ଯ୍ୟଟନ ଦିବସ – ୨୦୨୫ ପାଳନ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ଶନିବାର) ଗଜପତି ଜିଲ୍ଲାରେ ବିଶ୍ବ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ଅବସରରେ ଗଜପତି ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନି ମାଝୀ ମୁଖ୍ୟ ଅତିଥି ରୁପେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ…