ଯୁରାବନ୍ଧ ପଞ୍ଚାୟତରେ ମହାଦୁର୍ନୀତି – ଉନ୍ନୟନ କାର୍ଯ୍ୟ ପୂରାପୂରି ଠପ୍
ବଲାଙ୍ଗୀର, ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି):-ସଇଁତଳା ବ୍ଲକ ଅନ୍ତର୍ଗତ ଯୁରାବନ୍ଧ ଗ୍ରାମ ପଞ୍ଚାୟତରେ ଗତ ଦୁଇବର୍ଷ ଧରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବହୁ ଅନିୟମିତତା ଓ ମହାଦୁର୍ନୀତି ହୋଇଥିବା ଅଭିଯୋଗ ଉଠିଛି। ଏହି ଅଭିଯୋଗର ଚାପରେ ପଞ୍ଚାୟତ ପ୍ରଶାସନ ସମ୍ପୂର୍ଣ୍ଣ ନୟାନ୍ତ…