ସଇନ୍ତଲା ବ୍ଳକର ଡୁକେର ଚଚରା ଗାଁରେ ସରପଞ୍ଚଙ୍କ ଚାଲାକି ପ୍ରତି ଗ୍ରାମବାସୀଙ୍କ ଅସନ୍ତୋଷ
ବଲାଙ୍ଗିର, ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି):-ସଇନ୍ତଲା ବ୍ଳକ ଅଧୀନସ୍ଥ ଯୁରାବନ୍ଧ ଗ୍ରାମପଞ୍ଚାୟତର ଡୁକେରଚଚରା ଗାଁରେ ସରପଞ୍ଚଙ୍କ ଅଭିନବ ଚାଲାକିକୁ ନେଇ ଗ୍ରାମବାସୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗାଁରେ ଲାଗିଥିବା ଅନେକ ଷ୍ଟ୍ରିଟ୍ ଲାଇଟ୍କୁ…