ଅବସରକାଳୀନ ସମ୍ବର୍ଦ୍ଧନା ସଭା

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ମହାବିଦ୍ୟାଳୟ ଠାରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେଇଯାଇଅଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ସରୋଜ କୁମାର ବିଶ୍ୱାଳ ଙ୍କ ଅଧ୍ୟକ୍ଷତା ରେ ମହାବିଦ୍ୟାଳୟ ର ବରିଷ୍ଠ ଗ୍ରନ୍ଥାଗାରୀକ ଦୁର୍ବାଦଳ…

ଉପ-ଜିଲ୍ଲାପାଳ ଙ୍କୁ ନୂତନ ଧାନ ବିକ୍ରି ପଞ୍ଜିକରଣ ପ୍ରସଙ୍ଗରେ ଦାବିପତ୍ର

ବିଜେପୁର :-ରାଜବୋଡାସମ୍ବର କୃଷକ ସଂଗଠନ ପ୍ରତିନିଧି ମଣ୍ଡଳୀ ଏବଂ ଉପ-ଜିଲ୍ଲାପାଳ ସହିତ ଏକ ଘଣ୍ଟା ଧରି ନୂତନ ଧାନ ବିକ୍ରି ପଞ୍ଜିକରଣ ପ୍ରସଙ୍ଗରେ ଆଲୋଚନା ହୋଇଅଛି। ସଂଗଠନ ତରଫରୁ ଏହି ନୂତନ ପଞ୍ଜିକରଣ ବ୍ୟବସ୍ଥା ରେ ଅନେକ ତ୍ରୁଟି ବା ଅସମ୍ଭବ ଆବଶ୍ୟକ କାଗଜପତ୍ର ଦରକାର ପଡୁଥିବା ଅଭିଯୋଗ…

ଶିକ୍ଷକ ଅଭାବ ପ୍ରତିବାଦରେ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ ଓ ଏସ ଏମ ସି

ଓଡ଼ଗାଁ,୩୧।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବିନାୟକପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରାୟ ୮୦ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ମାତ୍ର ୨ ଜଣ ଶିକ୍ଷକଙ୍କ ଦ୍ବାରା ଶିକ୍ଷାଦାନ କରାଯାଇଥାଏ । ବାଲବାଟିକା ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ…

ଓଡ଼ଗାଁ ବ୍ଳକ ୭ ଶିକ୍ଷକ ଏବଂ ଜଣେ ଅଣଶିକ୍ଷକଙ୍କ ଅବସର

ଓଡ଼ଗାଁ,୩୧।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶିକ୍ଷା ମଣ୍ଡଳରୁ ଗୁରୁବାର ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀଙ୍କ ସହିତ ୭ ଜଣ ଶିକ୍ଷକ ଏବଂ ଜଣେ ଅଣଶିକ୍ଷକ କର୍ମଚାରୀ ଅବସର ଗ୍ରହଣ କରିଛନ୍ତି । ତେବେ ଅତିରିକ୍ତ ଏବିଓ କମଳିନୀ ବେହେରା, ସରକାରୀ ଉଚ୍ଚପ୍ରାଥମିକ…

ୟୁଏଏସ୍ ବ୍ୟବସ୍ଥାକୁ ବିରୋଧ କରି ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ୟୁନିଫାଏଡ୍ ଅଟୋମେସନ୍ ସିଷ୍ଟମ୍ ( ୟୁଏଏସ୍) ଲାଗୁ ପୂର୍ବରୁ ବିଦ୍ୟାଳୟରେ ଭିତ୍ତିଭୂମି ସୁଦୃଢ଼ କରିବାକୁ ବେଲଗୁଣ୍ଠା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଦାବି କରାଯିବା ସହିତ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି I…

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାଞ୍ଜିପାଲି ରେ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା

ଖପ୍ରାଖୋଲ ୩୧/୭(ହେମସାଗର ସାହୁ)ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଂଚାୟତ ବାଞ୍ଜିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କାର୍ଯ୍ୟରତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନଳିନୀ ପଧାନ ଙ୍କୁ ଗୁରୁବାର ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି I ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାର ରେ ମୁଖ୍ୟ…

ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ର ସାଙ୍ଗଠନିକ ବୈଠକ

ଅସ୍ତରଙ୍ଗ୩୧/୭ : ଆଜି ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ର ସାଙ୍ଗଠନିକ ବୈଠକ ଅସ୍ତରଙ୍ଗ ଘଣ୍ଟିକଣ ସ୍ଥିତ ବାଲିଆପାଟ ରାଧା ଗୋବିନ୍ଦ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ସାମ୍ବାଦିକ ମାନଙ୍କ ସୁରକ୍ଷା, ପ୍ରଶାସନ କ୍ଷେତ୍ର ରେ ଅନେକ ସମୟ ରେ ସାମ୍ବାଦିକ ମାନଙ୍କୁ ଅଣଦେଖା, ଓ ଆସନ୍ତା ସ୍ୱାଧୀନତା…

କଟକ ଶିଶୁ ଭବନ: ବ୍ରଙ୍କୋସ୍କୋପି ବ୍ୟବସ୍ଥା ସାଜିଛି ଦେବଦୂତ

୧୦ ମାସରେ ରକ୍ଷା ହେଲାଣି ୯୧ ଶିଶୁଙ୍କର ଜୀବନ ଭୁବନେଶ୍ୱର ୩୧/୦୭/୨୦୨୫: ସାର୍ବଜନୀନ ଗୁଣାତ୍ମକ ସ୍ଵାସ୍ଥ୍ୟସେବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ଵାରା କଟକ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଶିଶୁ ରୋଗ ସ୍ନାତକୋତ୍ତର ପ୍ରତିଷ୍ଠାନ (ଶିଶୁ ଭବନ) ରେ ଆରମ୍ଭ କରାଯାଇଥିବା ବ୍ରଙ୍କୋସ୍କୋପି…

ସୂଚନା ଓ ଲୋକ ସମ୍ପର୍କ ଉପ-ନିର୍ଦେଶିକା ଙ୍କ ପଦ୍ମପୁର ଗସ୍ତ

ପଦ୍ମପୁର:- ପଦ୍ମପୁର ଉପଖଣ୍ଡ କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ଉପ ନିର୍ଦେଶିକା ଶ୍ରୀମତୀ କଲ୍ୟାଣୀ ଦାସ ଏକ ଦିନିକିଆ ଗସ୍ତରେ ଆସି ଉପଖଣ୍ଡ ସୂଚନା ଓ ଲୋକ‌ ସମ୍ପର୍କ ବିଭାଗ ର କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ଅବସରରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ମହେନ୍ଦ୍ର ସାହୁ,…

ଜେଏସଡବ୍ଲ୍ୟୁ ଷ୍ଟିଲ୍ ଓଡ଼ିଶା ପକ୍ଷରୁ ପ୍ରମୁଖ ଚାରା ବଣ୍ଟନ ଅଭିଯାନ

ବଡବିଲ: ପରିବେଶ ପୁନରୁଦ୍ଧାର ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, JSW ଷ୍ଟିଲ୍, ଓଡ଼ିଶା ଏହାର ଖଣି ଅଞ୍ଚଳଗୁଡ଼ିକରେ ଏକ ବ୍ୟାପକ ଚାରା ବଣ୍ଟନ ଅଭିଯାନ ଆରମ୍ଭ କରିଛି। ପରିବେଶ, ସୁରକ୍ଷା ଏବଂ ଜଙ୍ଗଲ ବିଭାଗ ଏହି ପଦକ୍ଷେପର ନେତୃତ୍ୱ ନେଇ ଏହାର ତିନୋଟି ପ୍ରମୁଖ ଖଣି ସ୍ଥାନ: ନୂଆଗାଁ, ଗଣୁଆ…