ଓଡିଶାର ଡାର୍ଜଲିଙ୍ଗ ଘୁ.ଉଦୟଗିରିରେ ହାଡ଼ ଭଙ୍ଗା ଜାଡ, ସର୍ବନିମ୍ନ 8.4 ଡିଗ୍ରୀ ଥଣ୍ଡା ରେକର୍ଡ କରିଛି ପାଣିପାଗ ବିଭାଗ
...ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲା ଘୁ.ଉଦୟଗିରି ରାଜ୍ୟର ସବୁଠାରୁ କମ୍ ତାପମାତ୍ରା ସହ ପ୍ରବଳରୁ ଅତି ପ୍ରବଳ ଜାଡ ଅନୁଭୂତ ହେଉ ଥିବା ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି.। ରବିବାର ସନ୍ଧ୍ୟାଠାରୁ ଶୀତ କ୍ରମଶଃ ବୃଦ୍ଧି ଲାଗିଛି । ସ୍ଥାନୀୟ କୃଷି ବିଜ୍ଞାନ…