ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ରେ ୬୪ତମ ଜାତୀୟ ଫାର୍ମାସି ସପ୍ତାହ ପାଳିତ l
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣୁପୁର ତା ୨୨.୧୧.୨୫- ପ୍ରେତ୍ୟକ୍ ବର୍ଷ ନଭେମ୍ବର ମାସ ତୃତୀୟ ସପ୍ତାହ ରେ ଜାତୀୟ ଫାର୍ମାସି ସପ୍ତାହ ପାଳିତ ହୁଏ।ଏହି ଅବସରରେ ଚଳିତ ବର୍ଷ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ ଫାର୍ମାସୀ ପକ୍ଷ ରୁ ୬୪ତମ ଜାତୀୟ ଫାର୍ମାସି ସପ୍ତାହ…