ଜମି ମାଫିଆଙ୍କ ନାମରେ ପୁଣି ଏକ ମାମଲା,ଜାଲ୍ ଦସ୍ତଖତରେ ୩ କୋଟି ଟଙ୍କାର ଜମି ହଡପ ଅଭିଯୋଗ,
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଅଞ୍ଚଳର କୁଖ୍ୟାତ ଜମି ମାଫିଆ ନନ୍ଦ କିଶୋର ଗୌଡ଼ ଏକ ଜମି ଜାଲିଆତି ମାମଲାରେ ଏବେ ଜେଲରେ ଥିବା ବେଳେ ଆଜି ଆଉ ଏକ ଅଭିଯୋଗ ପ୍ରକାରେ ଆଉ ଗୋଟିଏ ମାମଲା ରୁଜ୍ଜୁ କରିଛି ବେଲଗୁଣ୍ଠା ପୋଲିସ । ମିଳିଥିବା ଖବର ଅନୁସାରେ, ବ୍ରହ୍ମପୁରରେ ରହୁଥିବା…