ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶ୍ୱ ଏଡ଼ସ ଦିବସ ପାଳନ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି I ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ସବିତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ରୋଟାରି କ୍ଲବ ସଭାପତି ରଞ୍ଜିତ…

ଘୁମୁସର ପୁରୁଣା ଐତିହ ଭଞ୍ଜରାଜ ବଂଶୀୟ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିରର ଭଙ୍ଗା ବିଗ୍ରହ ଦେଖି ସୁଭଦ୍ରା ବାଡଗ୍ରାହୀ…

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଘୁମୁସର ଗଡ ପାଞ୍ଚସହ ବର୍ଷ ଘୁମୁସର ପୁରୁଣା ଐତିହ ଭଞ୍ଜ ରାଜ ବଂଶୀୟ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିରର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଗ୍ନ ହାତ ଦେଖି ବହୁତ ଦୁଖ କଲେ ପୁରୀ ଶ୍ରୀ ମନ୍ଦିର ମାଁ ସୁଭଦ୍ରାଙ୍କ ମୁଖ୍ୟ ବାଡଗ୍ରାହୀ "ରାମଦାସ ମହାପାତ୍ର" ଘୁମୁସର…

ଗୋଷାଣୀ ବ୍ଲକରେ ଜେ. ଆର୍. ସି. ତାଲିମ୍ ଶିବିର:ରକ୍ତଦାନ ମହାପୂଣ୍ୟ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ ଅନ୍ତର୍ଗତ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ, ପାରଳାଖେମୁଣ୍ଡି ଠାରେ ରାଜ୍ୟ ତଥା ଜିଲ୍ଲା ଜୁନିଅର ରେଡକ୍ରସ ମିଳିତ ଆନୁକୂଲ୍ୟରେ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ମାୟାଧର ସାହୁ ଓ ଜିଲ୍ଲା ଶାରୀରିକ କ୍ରୀଡା…

ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭାରତ ସ୍କାଉଟ ଓ ଗାଇଡ…

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ବିଦ୍ୟାବିହାର ପରିସରରେ ଭାରତ ସ୍କାଉଟ ଓ ଗାଇଡ ସ୍ବେଚ୍ଛାସେବୀଙ୍କ ଦୀକ୍ଷା ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଭାରପ୍ରାପ୍ତ ଜିଲ୍ଲାପାଳ…

ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଏନ୍‌.ଏସ୍‌.ଏସ ଓ ଯୁବ ରେଡ଼କ୍ରସ୍ ସଂସ୍ଥା ତରଫରୁୁ ବିଶ୍ଵ ଏଡସ୍ ଦିବସ ପାଳିତ

ବେଲଗୁଣ୍ଠା:-(ଶିବରାମ ଚୌଧୁରୀ )-: ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟ ରେ ଏନ୍.ଏସ୍. ଏସ୍ କୋୟୁନିଟ୍ ଓଯୁବ ରେଡ଼କ୍ରସ୍ ସଂସ୍ଥାର ମିଳିତ ଆନୁକୁଲ୍ୟରେ ବିଶ୍ଵ ଏଡ଼ସ୍‌ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ…

ପାଇକମାଳ ହାଇସ୍କୁଲରେ ଜେଆରସି ପରାମର୍ଶ ଦାତା ଅଭିମୁଖି କାର୍ଯ୍ୟକ୍ରମ ଅନୁଷ୍ଠିତ।

ପାଇକମାଳ :- ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜେଆରସି ପରାମର୍ଶ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ପାଇକମାଳ ବ୍ଲକ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ କୁମାର ଓଦୁ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ l ସମ୍ମାନିତ…

ବିଜେପୁର ବ୍ଲକ ଭଟିଗାଁ ପଞ୍ଚାୟତର ଫୁଲେରପାଲି ଗ୍ରାମରେ ୪ ଦିନ ଧରି ପାଣି ଯୋଗାଣ ବନ୍ଦ

ଜେନେରେଟର ଚଲାଇ ପମ୍ପରୁ ପିଇବା ପାଣି ନେଉଛନ୍ତି ଗ୍ରାମବାସୀ ବିଜେପୁର: ବରଗଡ ଜ଼ିଲ୍ଲା ବିଜେପୁର ବ୍ଲକ ଭଟିଗାଁ ପଞ୍ଚାୟତ ଅଧୀନସ୍ଥ ଫୁଲେରପାଲି ଗ୍ରାମରେ ଗତ ଚାରି ଦିନହେଲା ପାଣି ଯୋଗାଣ ଲାଇନ ଖରାପହୋଇ ରହିଛି। ଲାଇନ ନଥିବାରୁ ଗ୍ରାମବାସୀମାନେ ଦୈନିକ ପିଇବା ପାଣି ପାଇଁ ମହା ସମସ୍ୟାରେ…

ସପ୍ତମ ମିରାକଲ ଷ୍ଟାର୍ ନାଇଟ – ୨୦୨୫ ଆୟୋଜିତ

https://youtu.be/1dbWQlajfeQ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ର ଅଗ୍ରଣୀ ଆଧୁନିକ ନୃତ୍ୟ ଅନୁଷ୍ଠାନ ମିରାକଲ ଡ୍ୟାନ୍ସ ଷ୍ଟୁଡିଓ ପକ୍ଷରୁ ସ୍ଥାନୀୟ ଗୁଣ୍ଡିଚା ପଡିଆ ଠାରେ ମିରାକଲ ନାଇଟ ସପ୍ତମ ସଂସ୍କରଣ ଆଧୁନିକ ନୃତ୍ୟ…

ଚାଉଳ ହେରଫେର ମାମଲା: ପୂର୍ବତନ ମୁଖ୍ୟ କିରାଣିଙ୍କୁ ୩ ବର୍ଷ ଜେଲଦଣ୍ଡ

ରାଜଗାଙ୍ଗପୁର (ସୁନ୍ଦରଗଡ଼).ତା ୩୦-୧୧-୨୫. ସରକାରୀ ଚାଉଳ ହେରଫେର ମାମଲାରେ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରୁ ରାୟ ଆସିଛି। କୋର୍ଟ ଗୁରୁଣ୍ଡିଆ ବ୍ଲକ୍‌ର ପୂର୍ବତନ ମୁଖ୍ୟ କିରାଣି ବିହାରୀଲାଲ ତାଜନଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଜରିମାନା ଆଦେଶ…