ରାଜଗାଙ୍ଗପୁର ଲ୍ୟାମ୍ପସ: ପରିଶୋଧ କରିଥିବା ଚାଷୀଙ୍କୁ(ପୁନର୍ବାର ଋଣ )ମିଳୁନଥିବା ଅଭିଯୋଗ
ରାଜଗାଙ୍ଗପୁର,୨୩-୦୧-୨୬. ରାଜଗାଙ୍ଗପୁର ଲ୍ୟାମ୍ପସରେ ଚାଷୀମାନେ ହଇରାଣ ହେଉଥିବା ଅଭିଯୋଗ ଉଠୁଛି। ଯେଉଁ ଚାଷୀ ପୂର୍ବରୁ ନେଇଥିବା ଋଣ ପରିଶୋଧ କରିସାରିଛନ୍ତି, ସେମାନଙ୍କୁ ପୁନରାୟ ଋଣ ମିଳୁନାହିଁ। ଚାଷୀଙ୍କଠାରୁ ଋଣ ଆଦାୟ କରାଯାଇ ଉକ୍ତ ଅର୍ଥକୁ ବ୍ୟାଙ୍କକୁ ପରିଶୋଧ ନକରି ଲ୍ୟାମ୍ପସର…