ଗ୍ରାସିମ ଇଣ୍ଡଷ୍ଟ୍ରିଜ ପକ୍ଷରୁ କିଡିନ ଫେଲର ଛାତ୍ରଙ୍କୁ ଆର୍ଥିକ ସହାୟତା |
ଅସ୍ତରଙ୍ଗ ୧୩.୦୨.୨୦୨୬ : ଅସ୍ତରଙ୍ଗ ବ୍ଲକ ରାମଚନ୍ଦ୍ରପୁର ଗ୍ରାମର ମେଧାବୀ ଛାତ୍ର ସତ୍ୟପ୍ରକାଶ ସ୍ବାଇଁ ଙ୍କ ଦୁଇଟି କିଡିନ ଫେଲର ହୋଇଯିବା ଖବର ବିଭିର୍ନ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ବିଭିର୍ନ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷ ଙ୍କ ପକ୍ଷରୁ ସତ୍ୟପ୍ରକାଶ ଙ୍କ ପରିବାର ପ୍ରତି ସହାନୁଭୁତି…