ଘୁଟୁରୁ ଗ୍ରାମର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ
କେନ୍ଦୁଝର,ତା୨୩/୨- କେନ୍ଦୁଝର ସହର ଉପକଣ୍ଠ ଘୁଟୁରୁ ଗ୍ରାମ(ଜେନା ସାହି)ର ଶତାଧିକ ଗ୍ରାମବାସୀ ସାହି ସମସ୍ୟା ନେଇ ଜିଲ୍ଲାପାଳଙ୍କ ନିକଟରେ ଆପତ୍ତି ଅଭିଯୋଗ ଜଣାଇଛନ୍ତି। ସେମାନଙ୍କ ଅଭିଯୋଗ ହେଲା ଗ୍ରାମରେ ଥିବା ବିଭିନ୍ନ ସରକାରୀ ଗୋଚର, ଗୋଦାଣ୍ଡି, ଶ୍ମଶାନ ଜମିକୁ କିଛି ବ୍ୟକ୍ତି ବିଶେଷ ଦଖଲ…