ନବରଙ୍ଗପୁରରେ ୧୪୦ ଜଣ ବରିଷ୍ଠ ନାଗରିକଙ୍କ ଅଯୋଧ୍ୟା–ବାରାଣାସୀ ଅଭିମୁଖେ ଯାତ୍ରା
ନବରଙ୍ଗପୁର ୧୬ .୧.୨୦୨୬:ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ଜିଲ୍ଲାର ବରିଷ୍ଠ ନାଗରିକମାନଙ୍କ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା। ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ଅଯୋଧ୍ୟା ଓ ବାରାଣାସୀ ଯାତ୍ରା ପାଇଁ ବିବେଚିତ ତୀର୍ଥଯାତ୍ରୀମାନଙ୍କୁ ନେଇ…