ବୁଧାପାଲି ଗ୍ରାମରେ ସପ୍ତ ଶକ୍ତି ସଂଗମ ଅନୁଷ୍ଠିତ

ପଦ୍ମପୁର: -ବୁଧାପାଲି ଗ୍ରାମରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୂଳ୍ୟରେ ସପ୍ତଶକ୍ତି ସଂଗମ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଓ ବକ୍ତା ଭାବରେ ମାନନୀୟା ଶ୍ରୀମତୀ ଅନୁପମା ବେହେରା,ତାଳପାଲି ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପିକା ତଥା ପୂର୍ବତନ ପରିଚାଳନା ସମିତି ସଦସ୍ୟା ଓ ସମ୍ମାନୀତ…

ନର୍ଲା ପ୍ରେସ ଏସୋ ସେସନ୍ ଓଯେୟୁ ଶାଖା ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ୍ ଡାକ ବଙ୍ଗଳା ଠାରେ ନର୍ଲା ପ୍ରେସ ଏସୋସେସନ ଓ ଜେ ୟୁ ଶାଖା ସଭାପତି ଚିନ୍ତାମଣି ନାଏକ ଙ୍କ ଅଧକ୍ଷ୍ୟ ତା ରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି ଆଜି ସକାଳ ଏଗାର ଘଣ୍ଟା ସମୟରେ ସାମୁହିକ ଭାବରେ ଅଗ୍ର ପୂଜ୍ୟ…

ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

ଗଣମାଧ୍ୟମ ହେଉଛି ସୁସ୍ଥ ସମାଜର ସୂତ୍ରଧାର :ବିଧାୟକ ଜଗତସିଂହପୁର,ତା-୧୬.୧୧.୨୦୨୫/ସୁମନ୍ତ କୁମାର ଦାସ:ଆଜି ଜିଲ୍ଲାପାଳଙ୍କ କର୍ଯ୍ୟଳୟସ୍ଥ ସଦଭାବନା ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କ ଅଧ୍ୟକ୍ଷତା ରେ ହୋଇଯାଇଛି…

ଅବୈଧ ଚୋରା ପଥର ଚୋରା ଚାଲାଣ, ରାତିଅଧରେପାହାଡ଼ ଉପରେ ପୋଲିସ ପ୍ରଶାସନ ର ଚଢ଼ାଉ, ଆସାମୀ ଫେରାର,

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )- ଶନିବାର ରାତ୍ର ଦଶ ଘଣ୍ଟା ସମୟରେ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି, ସହକାରୀ ତହସିଲଦାର ଗଣେଶ ଦଳେଇ ଙ୍କ ସହ ଗାଙ୍ଗପୁର ପୋଲିସ ବେଆଇନ ଭାବେ ପଥର ବ୍ଲାଷ୍ଟ କରି ଚୋରା ଚାଲାଣ କରୁଥିବା ଖଣି ଖାଦାନ ଉପରେ…

ପିତୃ ହତ୍ୟାକାରୀ ପୁତ୍ର ଥାନାରେ ଅଟକ

( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର): କବିସୂର୍ଯ୍ୟ ନଗର ଥାନା ଅର୍ନ୍ତଗତ ଏ ବରିଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ଅର୍ଥ ଲୋଭରେ ରମେଶ ସାହୁ ନାମକ ଜଣେ ଯୁବକ ନିଜ ପିତା ପଦ୍ମନାଭ ସାହୁକୁ ଛୁରୀ ରେ ଭୁଷି ହତ୍ୟା କରିଥିବା ବେଳେ ବଡ଼ଭାଇ ଛଡେଇବାକୁ ଆସି ସାନ ଭାଇ ର ମାଡ଼ରେ…

ଜାଡରେ ଥରୁଛି ଓଡିଶାର ଡାର୍ଜିଲିଙ୍ଗ

: ସର୍ବନିମ୍ନ 5.8 ଡିଗ୍ରୀ ସେଲସିୟସ ରେକର୍ଡ କରିଛି ପାଣିପାଗ ବିଭାଗ, ସନ୍ଧ୍ୟା ହେଲେ ପଡୁଛି ତାଟି କବାଟ. ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଦିନକୁ ଦିନ ଓଡ଼ିଶାର ଦାର୍ଜିଲିଂ ଘୁ.ଉଦୟଗିରିରେ ନିମ୍ନମୁଖୀ ହେବାରେ ଲାଗିଛି ପାରଦ l ପରା ନିମ୍ନମୁଖୀ ହେବା ସହ ହାଡ଼ଭଙ୍ଗା ଶୀତରେ ଥରୁଛି…

ଉଜ୍ଜୟିନୀ-ଓଁକାରେଶ୍ବର ତୀର୍ଥ ଯାତ୍ରା ଅଭିମୁଖେ ବାହାରିଲେ ଗଜପତିର ୭୨ ଜଣ ବରିଷ୍ଠ ନାଗରିକ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉଜ୍ଜୟିନୀ-ଓଁକାରେଶ୍ବର ଅଭିମୁଖେ ଯାତ୍ରା କରିବାକୁ ଥିବା ଗଜପତିରୁ ୭୨ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଦୁଇଟି ବସ୍ କୁ ଜିଲ୍ଲାପାଳ ଗଜପତି ଶ୍ରୀମତୀ ମଧୁମିତା , ଅନ୍ୟାନ୍ୟ ଅତିଥି ତଥା ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀଯୁକ୍ତ…

ବିଶ୍ଵ ମଧୁମେହ ଦିବସରେ ଆର୍ କେ ଡାଇବେଟିସି ସେଣ୍ଟର ତରଫରୁ ଏକ ସଚେତନତା କର୍ମଶାଳା ଓ ସମାବେଶ

ବ୍ରହ୍ମପୁର: ବ୍ରହ୍ମପୁର ସହରର ଗୋଇଲୁଣ୍ଡି ଠାରେ ଅବସ୍ଥିତ ଆର୍ କେ ମଧୁମେହ ଏବଂ ଏଣ୍ଡ୍ରୋକ୍ରିନୋଲଜୀ କେନ୍ଦ୍ରରେ,ଆଜି ମଧୁମେହ ରୋଗ ବିଷୟରେ ଏକ ସଚେତନତା କର୍ମଶାଳା ସହ ପଦଯାତ୍ରାର ଆୟୋଜନ କରାଯାଇଥିଲା | ମହାରାଜା କୃଷ୍ଣଚନ୍ଦ୍ର ଭେଷଜ ମହାବିଦ୍ୟାଳୟର ଏଣ୍ଡୋକ୍ରିନୋଲୋଜୀ ବିଭାଗର ମୁଖ୍ୟ…

ଓଡ଼ଗାଁ ଶ୍ରୀ ରଘୁନାଥ ବରିଷ୍ଠ ନାଗରିକ ମଞ୍ଚର ନୂତନ କର୍ମକର୍ତ୍ତା ଚୟନ,

ପଥରା ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ଶୀତବସ୍ତ୍ର ବଣ୍ଟନ, ଓଡ଼ଗାଁ,୧୬/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି, ଶ୍ରୀ ରଘୁନାଥ ବରିଷ୍ଠ ନାଗରିକ ମଞ୍ଚ ନୂତନ ଭାବେ ଚୟନ କାର୍ଯ୍ୟକର୍ତ୍ତା ମାନେ ରବିବାର କୋମଣ୍ଡ ନିକଟସ୍ଥ ପଥରା ମହର୍ଷି ଦୟାନନ୍ଦ ଚାରିଟେବୁଲ ଟ୍ରଷ୍ଟ…

କୁରାଳ ଚାରଣ ଶାଖାର ୩୭ତମ ବାର୍ଷିକ ସମ୍ମିଳନୀ

ଓଡ଼ଗାଁ,୧୬/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୁରାଳ ଚାରଣ ଶାଖା ଆନୁକୂଲ୍ୟରେ ଅନୁଷ୍ଠାନର ୩୭ତମ ବାର୍ଷିକ ସମ୍ମିଳନୀ ଶ୍ରୀ ଦଧିବାମନ ଜିଉଙ୍କ ମନ୍ଦିର ପ୍ରାଙ୍ଗଣରେ ରବିବାର ଅନୁଷ୍ଠିତ ହୋଇଯାଇଛି । ନିର୍ଦ୍ଧାରିତ ସକାଳ ସମୟରେ ଚାରଣ ସ୍ବାଗତ ଏବଂ ସମୂହ…