ଗାଇସିଲେଟ ବ୍ଲକରେ ଭତ୍ତା ଟଙ୍କା ପାଇଁ ପୋଲିସ ଛାଉଣୀ, ମୃତ ବ୍ୟକ୍ତିଙ୍କ ନାଁରେ ଭତ୍ତା ଉଠୁଥିବା ଅଭିଯୋଗ

ଗାଇସିଲେଟ :-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକରେ ସରକାରୀ ଭତ୍ତା ବଣ୍ଟନକୁ ନେଇ ଗୁରୁତର ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ ଅନୁଯାୟୀ, ୨୦୧୪ ମସିହାରେ ମୃତ୍ୟୁ ହୋଇଥିବା ଜଣେ ବ୍ୟକ୍ତିଙ୍କ ନାଁରେ ଏବେ ପର୍ଯ୍ୟନ୍ତ ସରକାରୀ ଭତ୍ତା ଟଙ୍କା ଉଠୁଥିବା ଘଟଣା ପ୍ରକାଶ ପାଇଛି। ଏହି ଘଟଣା…

୪୩ତମ ବାର୍ଷିକ ଖଣି ସୁରକ୍ଷା ପକ୍ଷରେ ଜିନ୍ଦଲ ଷ୍ଟିଲକୁ ୧୬ଟି ପୁରସ୍କାର

ଭୁବନେଶ୍ୱର: ଖଣି ନିରାପତ୍ତା ମହାନିର୍ଦ୍ଦେଶାଳୟ(ଡିଜିଏମଏସ)ଙ୍କ ନେତୃତ୍ୱରେ ଇଷ୍ଟର୍ଣ୍ଣ ଜୋନ୍ ଅଫ୍ ମାଇନିଂ ଆସୋସିଏସନ ପକ୍ଷରୁ ଆୟୋଜିତ ୪୩ତମ ବାର୍ଷିକ ଖଣି ସୁରକ୍ଷା ପକ୍ଷ ସମାରୋହରେ ଜିନ୍ଦଲ ଷ୍ଟିଲକୁ ବିଭିନ୍ନ ବର୍ଗରେ ମୋଟ୧୬ଟି ପୁରସ୍କାର ମିଳିଛି। କାଶିଆ ଆଇରନ ଏଣ୍ଡ ଡୋଲୋମାଇଟ ମାଇନ୍ସ,…

ପାଲକଷଣ୍ଢା ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଅଣ୍ଡର୍ –୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ; ବେଲଗୁଣ୍ଠା ଟିମ୍ ବିଜୟୀ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମ ଖେଳପଡ଼ିଆରେ ଚଳିତ ବର୍ଷ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଅଣ୍ଡର୍ –୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ର ପ୍ରଥମ ସିଜନ୍ ଉଦଯାପିତ ହୋଇଯାଇଛି I ଏହି ଟୁର୍ଣ୍ଣାମେଣ୍ଟ୍ ରେ ମୋଟ ୮ଟି ଦଳ ସହଭାଗ କରିଥିବା ବେଳେ…

ଭିଜିଲାନ୍ସ ହାତରେ ଧରା ପଡିଲେ ଜୁନିଅର କ୍ଲର୍କ

ବିଜେପୁର :-ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବା ଘଟଣା ସାମ୍ନାକୁ ଆସିଛି। ବିଇଓ କାର୍ଯ୍ୟାଳୟରେ କାର୍ଯ୍ୟରତ ଜୁନିଅର କ୍ଲର୍କ-କମ-ଆକାଉଣ୍ଟାଣ୍ଟ ରଜନୀ କାନ୍ତ କରଙ୍କୁ ଓଡ଼ିଶା ଭିଜିଲାନ୍ସ ଦଳ ୬,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ…

ଓପିଜିସି ତରଫରୁ ତିଲିଆ ରେ ଚକ୍ଷୁ ଚିକିତ୍ସା ଶିବିର

 ଇବଥର୍ମାଲ, ୧୫/୦୩/୨୦୨୬ : ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍ ପକ୍ଷରୁ ସିଏସଆର କାର୍ଯ୍ୟକ୍ରମ ଅଧୀନରେ ଆଜି ଝାରସୁଗୁଡା ଜିଲ୍ଲାର ତିଲିଆ ପଞ୍ଚାୟତ କାର୍ଯ୍ୟାଳୟରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି| କେୟାର ନେତ୍ରମ, ଭୁବନେଶ୍ୱର ର ସହଯୋଗରେ ଏହି ଶିବିର ଆୟୋଜିତ…

ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ ଆସନ୍ତା ୧୬ ରୁ

ରାଉରକେଲା, (ବସନ୍ତ କୁମାର ଜେନା): ସହରରେ ନୂତନ ଭାବେ ଆତ୍ମପ୍ରକାଶ କରିଥିବା ପ୍ରତିବିମ୍ବ ନାଟ୍ୟାନୁଷ୍ଠାନ ତରଫରୁ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ ଆସନ୍ତା ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଏନେଇ ପ୍ରୟାସ କାର୍ଯ୍ୟାଳୟ…

ବେଲଗୁଣ୍ଠା KSUB ଇଣ୍ଡେନ୍‌ରେ ଗ୍ୟାସ ବିତରଣରେ ବ୍ୟାପକ ଅନିୟମିତତା ଓ କଳାବଜାରୀ ଅଭିଯୋଗ: ଉତ୍ତେଜନା ପରେ ପୋଲିସ ମୁତୟନ

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-୧୫/୩-ବେଲଗୁଣ୍ଠା ସହରର କେଏସୟୁବି ଇଣ୍ଡେନ୍ ଗ୍ୟାସ ବିତରଣ କେନ୍ଦ୍ରରେ ଆଜି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି, ଯେଉଁଠାରେ ଗ୍ୟାସ ବିତରଣରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣି ଗ୍ରାହକମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ବିଶେଷକରି ବର୍ତ୍ତମାନର…

ମାଲକାନଗିରି ଜିଲ୍ଲାରେ ‘ଉଲ୍ଲାସ’ ସାକ୍ଷରତା ପରୀକ୍ଷା ଅନୁଷ୍ଠିତ: ଜେଲ୍ କଏଦୀଙ୍କ ସମେତ ହଜାର ହଜାର…

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନା 'ଉଲ୍ଲାସ'-ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ମାଲକାନଗିରି ଜିଲ୍ଲାରେ ଫାଉଣ୍ଡେସନାଲ ଲିଟ୍ରେସି ଏଣ୍ଡ ନ୍ୟୁମେରେସି ଆସେସମେଣ୍ଟ ଟେଷ୍ଟ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଜିଲ୍ଲାର ପ୍ରାୟ ୮୬୫ଟି…

ପୋଲେରୁ ସେତୁ ନିର୍ମାଣ ସ୍ଥଳ ପରିଦର୍ଶନ କଲେ ମାଲକାନଗିରି ଜିଲ୍ଲାପାଳ: କାମ ଶୀଘ୍ର ଶେଷ କରିବାକୁ କଡ଼ା ନିର୍ଦ୍ଦେଶ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଗୁରୁତ୍ୱପୂର୍ଣ୍ଣ ପୋଲେରୁ ସେତୁ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ପ୍ରଥମେଶ ଆରବିନ୍ଦ ରାଜଶିର୍କେ। ଆଜି ନିର୍ମାଣାଧୀନ ସେତୁ ସ୍ଥଳ ପରିଦର୍ଶନ କରିବା ସହ କାମ କେତେଦୂର ଆଗେଇଛି,…

କଳାହାଣ୍ଡିରେ ୧୧ ମାଓବାଦୀଙ୍କ ଆତ୍ମସମର୍ପଣ, ପୋଲିସ ପକ୍ଷରୁ ପୁନର୍ବାସ ନିଶ୍ଚିତତା

  ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି ପୋଲିସ ପକ୍ଷରୁ ସ୍ଥାନୀୟ ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ମାଓବାଦୀଙ୍କ ଆତ୍ମସମର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ମୋଟ ୧୧ ଜଣ ମାଓବାଦୀ ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ। ଦୀର୍ଘଦିନ ଧରି ମାଓବାଦୀ…